29 ଜଳେକ୍ ଜଃଟ୍ୟାଚେଳେ କାୟି ଗଟେକ୍ କାସୁ ଡାବୁୟ୍ ବିକା ନଃଉତି ? ଆର୍ ତୁମିମଃନାର୍ ଉବାଦିର୍ ଆଦେସ୍ ନୟ୍ଲେକ୍ ସେମଃନାର୍ ବିତ୍ରେ ଗଟେକ୍ ହେଁ ବୁଏଁ ନଦ୍ରେ । 30 ମଃତର୍ ଇସ୍ୱର୍ ତୁମାର୍ ମୁଣ୍ଡାର୍ ସଃର୍ନେ ବାଳ୍ ଗଃଣି ଆଚେ । 31 ଇତାକ୍ ଡିରି ଜାହାନାୟ୍, ତୁମିମଃନ୍ ଗାଦେକ୍ ଜଃଟ୍ୟା ଚେଳେ ହୁଣି ବଃଡ୍ ।" ଇସ୍ରାଏଲ୍ ଦେସାର୍ ହୁର୍ବାର୍ ଚାତ୍ ହଃକାୟ୍ଲା ଗଃର୍
Publicidade
Publicidade