36 "ମୁଁୟ୍ ତୁମିକେ କଃଉଁଲେ, ଲକ୍ମଃନ୍ ଜଃତେକ୍ ଅଃଳ୍ସିଆ ଲାବ୍ ନୟ୍ଲା କଃତା କଃଉତି, ବିଚାର୍ ଦିନ୍ ସେମଃନ୍ ସେତିର୍ ଉତୁର୍ ଦେତି । 37 ଇତାକ୍ ତୁମାର୍ ଟଣ୍ଡାର୍ କଃତାକ୍ ଦଃରି ତୁମି ନିର୍ଦସି, ଆର୍ ତୁମାର୍ କଃତାକ୍ ଦଃରି ତୁମି ଦସି ବଃଲି ଜାଣା ହଃଳାସ୍ ।"
Publicidade
Publicidade