କାବା ଅଃଉତା ଚିନା ଦଃକାଉଁକ୍ କୟ୍ଲାୟ୍
38 ୧୨:୩୮ ମାତି ୧୬:୧; ମାର୍କ ୮:୧୧; ଲୁକ ୧୧:୧୬. ସଃଡେବଃଳ୍ ସାସ୍ତ୍ରି ଆର୍ ପାରୁସିମଃନାର୍ ବିତ୍ରେ କଃତି ଲକ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ଅଃମିମଃନ୍ ତର୍ ତଃୟ୍ହୁଣି ଗଟେକ୍ କାବା ଅଃଉତା ଚିନା ଦଃକୁକେ ମଃନ୍ କଃରୁଲୁ ।"
39 ୧୨:୩୯ ମାତି ୧୬:୪; ମାର୍କ ୮:୧୨. ମଃତର୍ ଜିସୁ ସେମଃନ୍କେ କୟ୍ଲା, "ଦୁସ୍ଟ୍ ଆର୍ ଇସ୍ୱର୍କେ ବିସ୍ୱାସ୍ ନଃକେର୍ତା ଲକ୍ମଃନ୍ ଚିନା ଲଳ୍ତି," ମଃତର୍ ବାବ୍ବାଦି ଜୁନସାର୍ ଚିନା ଚାଡି କାୟି ଚିନା ହେଁ ସେମଃନ୍କେ ଦିଆ ନୟେ । 40 କାୟିତାକ୍ବଃଲେକ୍ ଜୁନସ୍ ଜଃନ୍କଃରି ତିନି ଦିନ୍ ଆର୍ ତିନି ରାତି ବଃଡ୍ ମାଚାର୍ ହେଟ୍ ବିତ୍ରେ ରିଲା, ସେନ୍କଃରି ନଃରାର୍ ହୟିସି ତିନି ଦିନ୍ ତିନି ରାତି ମାଟି ବିତ୍ରେ ରଃୟ୍ଦ୍ ।