କେମା ନଃଦେତା ଦଃଙ୍ଗ୍ଳା
21 ୧୮:୨୧ ଲୁକ ୧୭:୩,୪. ସଃଡେବଃଳ୍ ପିତର୍ ଜିସୁର୍ ଚଃମେ ଆସି ହଃଚାର୍ଲା, "ଏ ମାପୁର୍, କଃତିତର୍ ମର୍ ବାୟ୍ ମର୍ ବିରୁଦେ ହାହ୍ କଃଲେକ୍ ତାର୍ ଦଃସ୍ କେମା କଃରିନ୍ଦ୍ ? କାୟି ସାତ୍ ତର୍ ହଃତେକ୍ ?"
22 ଜିସୁ ତାକ୍ କୟ୍ଲା, "ତୁମିକେ ସାତ୍ ତର୍ ହଃତେକ୍ ନଃକୟ୍ଁ, ମଃତର୍ ସତୁରି ଗୁଣ୍ ସାତ୍ ତର୍ ହଃତେକ୍ । 23 କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇହର୍ । ଗଟେକ୍ ରଃଜା ଅଃହ୍ଣାର୍ ଗତିଦଃଙ୍ଗ୍ଳାମଃନାର୍ ସଃଙ୍ଗ୍ ଇସାବ୍ କଃରୁକେ ମଃନ୍ କଃଲା । 24 ରିଣ୍ଦେଉ ଇସାବ୍ କଃରୁକେ ଆରୁମ୍ କଃଲାକ୍, ଲାକେ ଟଃକା ରିଣ୍ ନଃୟ୍ରିଲା ଗଟେକ୍ ଦଃଙ୍ଗ୍ଳାକେ ରିଣ୍ଦେଉ ଚଃମେ ଆଣ୍ଲାୟି । 25 ମଃତର୍ ରିଣ୍ ସୁଜୁକ୍ ତାର୍ କାୟିରି ହେଁ ନଃରିଲାକ୍ ତାର୍ ସାଉକାର୍ ତାକ୍, ତାର୍ ଡକୁର୍ସିକେ, ତାର୍ ହିଲା ଆର୍ ତାର୍ ଜାୟ୍ରି ରିଲାର୍ ସଃବୁ ବିକିକଃରି ରିଣ୍ ସୁଜୁକ୍ କୟ୍ଲା । 26 ସେତାକ୍ ସେ ରିଣିଆ ଗତିଦଃଙ୍ଗ୍ଳା ସାଉକାରାର୍ ଗଡେ ଡୁଳି ଜୁଆର୍ କଃରି କାଉଁକେ ଦଃର୍ଲା, ‘ସାଉକାର୍ ତୁୟ୍ ମକେ ଦଃର୍ମ୍ କଃରି ଜାଗ୍, ମୁଁୟ୍ ତର୍ ସଃବୁ ରିଣ୍ ସୁଜିନ୍ଦ୍ ।’ 27 ତାର୍ହଃଚେ ତାର୍ ସାଉକାର୍ ତାର୍ ବିସ୍ୱାସ୍ ଦଃକି ରିଣିଆ ଗତିଦଃଙ୍ଗ୍ଳାକ୍ ଦଃୟା କଃଲା, ଆର୍ ତାର୍ ରିଣ୍ ହେଁ କେମା କଃଲା ।"
28 "ମଃତର୍ ସେ ରିଣିଆ ଗତିଦଃଙ୍ଗ୍ଳା ମାନାୟ୍ ସେତିହୁଣି ବାରାୟ୍ ଗଃଲା ଆର୍ ତାର୍ ତଃୟ୍ହୁଣି ପଚାସ୍ ଟଃକା ରିଣ୍ ନଃୟ୍ରିଲା ଗଟେକ୍ ସଃଙ୍ଗାର୍ ଦଃଙ୍ଗ୍ଳାକେ ଦଃକ୍ଲା ଆର୍ ତାକ୍ ଦଃରି ତାର୍ ଟଟି ହିଚି କଃଉଁକେ ଦଃର୍ଲା, ‘ତୁୟ୍ ଜଃତେକ୍ ରିଣ୍ ନିଲିସ୍ ଆଚ୍ସି ସୁଜ୍ ।’ 29 ସେତାକ୍ ତାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳା ତାର୍ ହାଦେ ଡୁଳି କାକୁଲ୍ତି ଅୟି ଗଃଉଆରି କଃରୁକେ ଦଃର୍ଲା, ‘ମକେ ଅଃଳକ୍ ଦଃର୍ମ୍ କଃରି ଜାଗ୍, ମୁଁୟ୍ ସଃବୁ ରିଣ୍ ସୁଜିନ୍ଦ୍ ।’ 30 ମଃତର୍ ସେ ରାଜି ନୟ୍ଲା, ଆର୍ ରିଣ୍ ନଃସୁଜ୍ତା ହଃତେକ୍ ତାକ୍ ଜଃଇଲେ ହୁରାୟ୍ଲା । 31 ସେତାକ୍ ତାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାମଃନ୍ ଇ ଗଃଟ୍ଣା ଦଃକି ବଃଡେ ଦୁକ୍ କଃଲାୟି, ଆର୍ ତାକାର୍ ସାଉକାର୍କେ ଇ ସଃବୁ ଗଃଟ୍ଣା ଗଟେକ୍ ଗଟେକ୍ କଃରି ଜାଣାୟ୍ଲାୟ୍ । 32 ସେତାର୍ ଗିନେ ତାର୍ ସାଉକାର୍ ତାକ୍ ଚଃମେ କୁଦିକଃରି କୟ୍ଲା, ‘ଏ ହଃଟ୍କାର୍ ରିଣିଆ ଗତିଦଃଙ୍ଗ୍ଳା, ତୁୟ୍ ମକ୍ ଗଃଉଆରି କଃଲାକ୍ ମୁଁୟ୍ ତର୍ ସଃବୁ ରିଣ୍ କେମା କଃଲେ । 33 ମୁଁୟ୍ ଜଃନ୍କଃରି ତକେ ଦଃୟା କଃଲେ, ସଃନ୍କଃରି ହେଁ ଅଃହ୍ଣାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାକ୍ ଦଃର୍ମ୍ କଃର୍ତାର୍ ତର୍ କାମ୍ ନଃରିଲି କି ?’ 34 ଆର୍ ତାର୍ ସାଉକାର୍ ରିସା ଅୟି ସଃବୁ ରିଣ୍ ନଃଚୁଟ୍ତା ହଃତେକ୍ ତାକ୍ ଡଃଣ୍ଡ୍ ହାଉଁକ୍ ଜଃଇଲେ ହୁରାଉତା ଲକାର୍ ଆତେ ସଃହ୍ରି ଦିଲା ।"
35 ଜିସୁ କଃତା କୟ୍ସଃରାୟ୍ କୟ୍ଲା, "ତୁମିମଃନ୍ ହଃତି ଲକ୍ ଜଦି ମଃନ୍ ବିତ୍ରେହୁଣି ସଃର୍ଦା ମଃନେ ଅଃହ୍ଣା ଅଃହ୍ଣାର୍ ବାୟ୍ମଃନ୍କେ କେମା ନଃକେରାସ୍, ତଃବେ ମର୍ ସଃର୍ଗାର୍ ଉବା ହେଁ ତୁମିମଃନ୍କେ ସେନ୍କଃରି କେମା ନଃକେରେ ।"