24 ସେମଃନ୍ ଜିସୁକେ କୟ୍ଲାୟ୍, "ଏ ଗୁରୁ, ମସା କୟ୍ଆଚେ ଜେ, କେଏ ଜଦି ବିବା ଅୟି ହିଲାମଃନ୍ ନଃଉତ୍ ମଃରେଦ୍, ତଃବେ ତାର୍ ବାୟ୍ସି, ମଃରୁ ବାୟ୍ସିର୍ ଡକୁର୍ସିକେ ବିବା ଅୟି ସେ ତାର୍ ବାୟ୍ସିର୍ ଗିନେ ହିଲା ଜଃଲମ୍ କଃରେଦ୍ ଆର୍ ସେ ହିଲା ସେ ମଃଲା ବାୟ୍ସିର୍ ବଃଉଁସ୍ ବାଡାୟ୍ଦ୍ ।
30 ବଃଲେକ୍ ମଃଲା ଲକ୍ମଃନ୍ ଉଟ୍ତି ସଃଡେବଃଳ୍ ସେମଃନ୍ ବିବା ନଃକେର୍ତି କି ବିବା ନଃଉତି । ମଃତର୍ ସେମଃନ୍ ସଃର୍ଗାର୍ ଦୁତ୍ମଃନାର୍ ହର୍ ଅୟି ରେତି ।