ନଃରାର୍ ହୟିସି ଆସ୍ତାର୍
29 "ମଃତର୍ ସେ ଦିନାର୍ ଡଃଣ୍ଡ୍ ହଃଚେ, ସେଦାହ୍ରେ ବେଳ୍ ଅଃନ୍ଦାର୍ ଅୟ୍ଦ୍ ଆର୍ ଜଃନ୍ ଉଜାଳ୍ ନଃଦେୟ୍, ତାରାମଃନ୍ ସଃର୍ଗେ ହୁଣି ଅଦୁର୍ତି ଆର୍ ଅଃଗାସାର୍ ସଃବୁ ସଃକ୍ତିମଃନ୍ ଏଣେ ତେଣେ ଅଃଉତି । 30 ସଃଡେବଃଳ୍ ଅଃଗାସ୍ ଉହ୍ରେ ନଃରାର୍ ହୟ୍ସିର୍ ଚିନ୍ମଃନ୍ ଡିସେଦ୍ ଆର୍ ସଃଡେବଃଳ୍ ହୁର୍ତିବିର୍ ସଃବୁ ବାସାର୍ ଲକ୍ମଃନ୍ କାନ୍ଦ୍ତି ଆର୍ ନଃରାର୍ ହୟ୍ସିକେ ସଃକ୍ତି ଆର୍ ବଃଡେ ଜଃଜ୍ମାନ୍ ସଃଙ୍ଗ୍ ଅଃଗାସାର୍ ମେଗେ ଆସ୍ତାର୍ ଦଃକ୍ତି । 31 ଆର୍ ତୁରି ହୁକି ଅଃହ୍ଣାର୍ ସଃର୍ଗ୍ ଦୁତ୍ମଃନ୍କେ ହଃଟାୟ୍ଦ୍ ଆର୍ ଦୁତ୍ମଃନ୍ ହୁର୍ତିବିର୍ ଗଟ୍ କନେହୁଣି ଆରେକ୍ ଗଟ୍ କଃନ୍ ହଃତେକ୍ ଚାରିହଃକାର୍ ତାର୍ ବାଚ୍ଲା ଲକ୍ମଃନ୍କେ ରୁଣ୍ଡାଉତି ।"