33 ଆର୍ ସେମଃନ୍ ଗଲ୍ଗତା ନାଉଁଆର୍ ଗଟେକ୍ ଜଃଗାୟ୍, ବଃଲେକ୍, ଜାକେ "ମୁଣ୍ଡ୍ କିହ୍ରି ହର୍ ଜଃଗା" ବଃଲି କଃଉତି, ସେତି ହଚି, 34 ସେତି ସେମଃନ୍ ଜିସୁକେ ହିତା ମିସିରିଲା ଅଙ୍ଗୁର୍ ରଃସ୍ କାଉଁକେ ଦିଲାୟ୍, ମଃତର୍ ଜିସୁ ସେରି ଚାକିକଃରି କାଉଁକେ ମଃନ୍ ନଃକେଲା ।
35 ତାର୍ହଃଚେ ସେମଃନ୍ ଜିସୁକେ କ୍ରୁସ୍ ଉହ୍ରେ ଜଃଗାୟ୍ ତାର୍ ବଃସ୍ତର୍କେ କେଳିବାଚି ଅଃହ୍ଣା ଅଃହ୍ଣାର୍ ବିତ୍ରେ ବାଟା କଃରି ନିଲାୟ୍ ।