25 "ଇତାର୍ ଗିନେ ମୁଁୟ୍ ତୁମିମଃନ୍କେ କାଉଁଲେ, କାୟିରି କାଉଁନ୍ଦ୍ ଆର୍ କାୟିରି ହିଉଁନ୍ଦ୍, ଇବାନ୍ୟା ତୁମାର୍ ଜିବନାର୍ ଗିନେ, କି କାୟିରି ହିନ୍ଦୁନ୍, ଇବାନ୍ୟା ତୁମାର୍ ଗଃଗାଳାର୍ ଗିନେ ହେଁ ଚିତା କଃରାନାୟ୍ । କାଦି ତଃୟ୍ହୁଣି ଜିବନ୍ ଆର୍ ବଃସ୍ତର୍ ତଃୟ୍ହୁଣି ଗଃଗାଳ୍ କାୟି ବଃଡ୍ ନାୟ୍ ? 26 ଅଃଗାସାର୍ ଚେଳେମଃନ୍କେ ଦଃକା, ସେମଃନ୍ ନଃବୁଣ୍ତି କି ନଃକାଟ୍ତି, ଆରେକ୍ ହାଲେ ନଃସେଙ୍ଗାଉତି, ଅୟିଲେକ୍ ହେଁ ତୁମାର୍ ସଃର୍ଗାର୍ ଉବାଦି ସେମଃନ୍କେ କାଦି ଦେଉଁଲା । ତୁମିମଃନ୍ କାୟି ସେମଃନାର୍ ତଃୟ୍ହୁଣି ବଃଡ୍ ନାୟ୍ ? 27 ଆରେକ୍ ତୁମିମଃନାର୍ ବିତ୍ରେ କେଏ ଚିତା କଃରି କଃରି ଅଃହ୍ଣାର୍ ଆୟ୍ଁସ୍ କଃଣ୍ଡେକ୍ ବାଡାଉଁ ହାରେ ?"
28 "ଆର୍ ବଃସ୍ତର୍ ଗିନେ କାୟିତାକ୍ ଚିତା କଃରୁଲାସ୍ ? ବଃନାର୍ ହୁଲ୍ମଃନାର୍ କଃତା ବାବି ଦଃକା, ସେରିମଃନ୍ କଃନ୍କଃରି ବାଡ୍ତି; ସେରିସଃବୁ କଃବାଳ୍ ନଃକେର୍ତି, କି ସୁତା କାଟି ସେମଃନାର୍ ଗିନେ ବଃସ୍ତର୍ ନଃବୁଣ୍ତି । 29 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ରଃଜା ସଲ୍ମନ୍ ଅଃହ୍ଣାର୍ ସଃବୁ ଦଃନ୍ ରଃୟ୍କଃରି ହେଁ, ଇ ହୁଲ୍ମଃନାର୍ ହର୍ ଗଟେକ୍ ସୁନ୍ଦୁର୍ ବଃସ୍ତର୍ କଃବେ ହିନ୍ଦି ନଃରିଲା । 30 ମଃତର୍ ହଃଦାର୍ ଜୁୟି ଜାଳ୍ ଆଜି ଆଚେ, ଆର୍ କାଲି ଚୁଲି ବିତ୍ରେ ହଃକା ଅୟ୍ଦ୍, ତାକ୍ ଜଃଡେବଃଳ୍ ଇସ୍ୱର୍ ଇବାନ୍ୟା ବେସ୍ ଦେଉଁଲା, ତଃବେ ଏ ଅଃଳକ୍ ବିସ୍ୱାସିମଃନ୍, ସେ କାୟି ତୁମିମଃନ୍କେ ଅଃଦିକ୍ ସଃତ୍କଃରି ବଃସ୍ତର୍ ନଃଦେୟ୍ ?"
31 "ଇତାର୍ ଗିନେ କାୟିରି କାହାସ୍ ? କାୟିରି ହିଉଆସ୍ ? କି କାୟିରି ହିନ୍ଦାସ୍ ? ଇବାନ୍ୟା ବଃଲି ଚିତା କଃରା ନାୟ୍ । 32 କାୟିତାକ୍ବଃଲେକ୍ ଅଜିଉଦିମଃନ୍ ଇସ୍ୱର୍କେ ନଃଜାଣ୍ତି, ସେମଃନ୍ ଇ ସଃବୁ ବିସୟ୍ ଲଳି ବୁଲ୍ତି । ଆର୍ ଇ ସଃବୁ ବିସୟ୍ ଜେ ତୁମିମଃନାର୍ ଲଳା, ସେରି ତୁମାର୍ ସଃର୍ଗାର୍ ଉବାଦି ଜାଣୁଲା । 33 ମଃତର୍ ତୁମିମଃନ୍ ହଃର୍ତୁ ଇସ୍ୱରାର୍ ରାଇଜ୍ ଆର୍ ସେ ତୁମାର୍ ତଃୟ୍ହୁଣି କାୟିରି ଇଚା କଃରୁଲା ସେତାକ୍ ଦିଆନ୍ କଃରା, ତଃବେ ସେ ତୁମିକେ ଇ ସଃବୁ ହେଁ ଦଃୟଃଦ୍ । 34 ବଃଲେକ୍ କାଲିର୍ ଗିନେ ଚିତା କଃରାନାୟ୍, କାୟିତାକ୍ବଃଲେକ୍ କାଲି ନିଜେ ନିଜାର୍ ଗିନେ ଚିତା କଃରାସ୍ । ଆଜିର୍ କଃସ୍ଟ ଆଜିର୍ ଗିନେ ସଃରି ।"