ପାର୍ତ୍ନା କଃର୍ତା ସିକ୍ୟା
5 "ପାର୍ତନା କଃର୍ତାବଃଳ୍ ହେଟ୍କପଟ୍ୟାମଃନାର୍ ହର୍ ଅଃଉଆ ନାୟ୍, କାୟିତାକ୍ବଃଲେକ୍ ସେମଃନ୍ ଲକ୍କେ ଦଃକାୟ୍ ଅଃଉଁକେ ପାର୍ତ୍ନା ଗଃରେ ଆର୍ ସାୟ୍ ମୁଣ୍ଡେମଃନ୍ ଟିଆଅୟ୍ ପାର୍ତ୍ନା କଃରୁକେ ମଃନ୍ କଃର୍ତି; ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସେମଃନ୍ ଅଃହ୍ଣା ଅଃହ୍ଣା କଃଲା କାମାର୍ ସଃର୍ନେ ପୁରିସ୍କାର୍ ହାୟ୍ଁ ଆଚ୍ତି ।