6 ମଃତର୍ ତୁମି ପାର୍ତ୍ନା କଃର୍ତାବଃଳ୍ ତୁମାର୍ ଗଃର୍ ବିତ୍ରେ ଜାହା ଆରେକ୍ ଦୁଆର୍ ଡାହିକଃରି ଲୁକ୍ଣେ ତୁମାର୍ ଉବାଦି ଚଃମେ ପାର୍ତ୍ନା କଃରା; ଆର୍ ତୁମାର୍ ସଃବୁ ଦଃକ୍ତା ସଃର୍ଗାର୍ ଉବାଦି, ଜେ କି ନଃଡିସ୍ତେ ଆଚେ, ସେ ସେରି ଦଃକି ତୁମିକେ ପୁରିସ୍କାର୍ ଦଃୟଃଦ୍ ।"
7 "ଆରେକ୍ ପାର୍ତ୍ନା କଃର୍ତାବଃଳ୍ ଇସ୍ୱର୍କେ ଅଜିଉଦି ଲକାର୍ ହର୍ ଚୁଚାହଲ୍ୟା କଃତାମଃନ୍ କୟ୍ ତର୍କେ ତର୍ ପାର୍ତ୍ନା କଃରାନାୟ୍, କାୟିତାକ୍ବଃଲେକ୍ ସେମଃନ୍ ବୁତେକ୍ କଃତା କୟ୍ ପାର୍ତ୍ନା କଃଲେକ୍ ଇସ୍ୱର୍ ସେମଃନାର୍ କଃତା ସୁଣେଦ୍ ବଃଲି ମଃନେ ବାବ୍ତି ।