3 ୧୬:୩ ପେରି ୧୮:୨. କ୍ରିସ୍ଟ ଜିସୁର୍ ସେବା କାମେ ମର୍ ସଃଙ୍ଗ୍ କାମ୍ କଃର୍ତା ପ୍ରିସ୍କିଲା ଆର୍ ଆକିଲାକେ ମର୍ ଜୁଆର୍ ଜାଣାଉଆ; 4 ସେମଃନ୍ ମର୍ ହାୟ୍ଁ ନିଜାର୍ ନିଜାର୍ ଜିବନ୍କେ ବିପ୍ଦେ ହଃକାୟ୍ ଆଚ୍ତି । ମୁୟ୍ଁ ହଃକା ସେମଃନ୍କେ ଦନ୍ୟବାଦ୍ ଦେଉଁଲେ ସେରି ନାୟ୍ ମଃତର୍ ସଃବୁ ଅଜିଉଦି ମଣ୍ଡ୍ଳି ସେମଃନ୍କେ ଦନ୍ୟବାଦ୍ ଦେଉଁଲାୟ୍ ।
Publicidade