11 ସେ ହଃର୍କାରେ ତୁମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ହାହେ ମଃରି ଆଚୁ ବଃଲି ମଃନେକଃରା । ମଃତର୍ ତୁମିମଃନ୍ ଅଃବେ କ୍ରିସ୍ଟ ଜିସୁର୍ ଦଃୟି ଜିବନ୍ ହାୟ୍ଁ ଇସ୍ୱରାର୍ ସଃଙ୍ଗ୍ ମିସି ଆଚାସ୍ ।
12 ଇତାର୍ ଗିନେ ହାହ୍ ତୁମିମଃନାର୍ ଜଃଗତାର୍ ଗଃଗାଳେ ରାଜ୍ ନଃକେର, ସେରି କଃଲେକ୍ ତୁମିମଃନ୍ ସେତିର୍ କଃରାପ୍ ଇଚାର୍ ତଃଳେ ଚାଲୁଲାସ୍ । 13 ତୁମିମଃନ୍ ନିଜ୍ ନିଜ୍କେ କୁୟି ହଃର୍କାରେ ହେଁ ହାହାର୍ ଚଃମେ ସଃହ୍ରି ଅୟ୍କଃରି ଦୁସ୍ଟ୍ କାମାର୍ ଅଃସ୍ତର୍ ବାବେ କାମ୍ କଃରା ନାୟ୍ । ମଃତର୍ ମଃର୍ନେ ହୁଣି ରଃକ୍ୟା ହାୟ୍ଁ ଜିବନ୍ ହାୟ୍ରିଲାର୍ ଗିନେ ତୁମିମଃନ୍ ଦଃର୍ମ୍ କାମ୍ ସାଦୁନ୍ କଃର୍ତା ହାୟ୍ଁ ଅଃହ୍ଣା ଅଃହ୍ଣାକ୍ ଇସ୍ୱରାର୍ ତଃୟ୍ ସଃହ୍ରି ଦିଆସ୍ ।