15 ୮:୧୫ ଗାଲା ୪:୫-୭. ୮:୧୫ ମାର୍କ ୧୪:୩୬; ଗାଲା ୪:୬. କାୟିତାକ୍ବଃଲେକ୍ ଇସ୍ୱର୍ ଦିଲା ସେ ଆତ୍ମା ତୁମିମଃନ୍କେ ଗତି ତଃୟ୍ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍ ଡିର୍ତା ଲଳାନାୟ୍ । ମଃତର୍ ପବିତ୍ର ଆତ୍ମା ତୁମିମଃନ୍କେ ଇସ୍ୱରାର୍ ହିଲା ଅଃଉତାର୍ ଅଃଦିକାର୍ ଦଃୟି ଆଚେ । ସେତାର୍ ଗିନେ ଅଃମି ଅଃବେ ଇସ୍ୱର୍କେ "ଉବା" ବଃଲି କଃଉଁଲୁ । 16 ଅଃମିମଃନ୍ ଇସ୍ୱରାର୍ ହୟିସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍ ଆତ୍ମା ସଃଙ୍ଗ୍ ସାକି ଦେଉଁଲି । 17 ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ହିଲା, ତାର୍ ଲକ୍ମଃନାର୍ ଗିନେ ଇସ୍ୱର୍ ଜୁୟି ଆସିର୍ବାଦ୍ ସଃଙ୍ଗାୟ୍ ଆଚେ ସେତି ହେଁ ଅଃମି ଅଃଦିକାର୍ ହାଉଁନ୍ଦ୍ । ଆରେକ୍ କ୍ରିସ୍ଟର୍ ଗିନେ ଇସ୍ୱର୍ ଜାୟ୍ରି ସଃବୁ ସଃଙ୍ଗାୟ୍ ଆଚେ ସେରି ହେଁ ଅଃମାର୍ ଅଃଦିକାର୍ ଆଚେ ଜଦି ଅଃମିମଃନ୍ ଜିସୁର୍ ଦୁକ୍ ବଗେ ହେଁ ବାଗିଦାର୍ ଅଃଉଁଲୁ, ତେବେ ତାର୍ ଜଃଜ୍ମାନେ ହେଁ ଅଃଦିକାରି ଅଃଉଁନ୍ଦ୍ ।
Publicidade