20 ମଃତର୍ ଏ ମାନାୟ୍, ତୁମି କେଏ ଜେ, ଇସ୍ୱର୍କେ ବିରଦ୍ କଃରାସ୍ ? ତିଆର୍ ଅୟ୍ଲା ଆସ୍ତି କି ତିଆର୍ କଃଲା ଲକ୍କେ କୟ୍ଦ୍, ମକ୍ ଇହର୍ ତିଆର୍ କଃଲିସ୍ କାୟିତାକ୍ ? 21 ନିଜାର୍ ଇଚା ହଃର୍କାରେ ଡକା ହାଜୁକେ ମାଟି ଉହ୍ରେ କୁମ୍ବାରାର୍ ହୁରା ଅଃଦିକାର୍ ଆଚେ । ଗଟେକ୍ ମାଟି ବେଲାର୍ ସେ ଦୁୟ୍ ରଃକମ୍ ଡକା ହାଜୁକେ ହାରେଦ୍, ଗଟେକ୍ ଲଳାଗଳା ହାୟ୍ଁ ଆର୍ ଆରେକ୍ ଗଟେକ୍ ଲଳାଗଳା ନୟ୍ଲା ବିନ୍ କାମାର୍ ହାୟ୍ଁ ।
Publicidade
Publicidade