15 ଜଦି ଗଟେକ୍ ବାୟ୍ କି ବେଣିର୍ ବଃସ୍ତର୍ କି ହଃତି ଦିନାର୍ ହଃଳିବାତ୍ୟା ନଃରେୟ୍, 16 ଆର୍ ତୁମିମଃନାର୍ ବିତ୍ରେ କେଏ ତାର୍ ଗଃଗାଳାର୍ ଗିନେ ଲଳାରିଲା କାୟିରି ହେଁ ନଃଦେୟ୍ କୟ୍ଦ୍, "ଇସ୍ୱର୍ ତକେ ଆସିର୍ବାଦ୍ କଃର, ସୁସ୍ତା ଆର୍ ମଃନ୍ହୁର୍ତି ଅୟି ସଃର୍ଦାୟ୍ ଜାଆ !" ତଃବେ ସେତିର୍ କାୟି ଲାବ୍ ? 17 ବିସ୍ୱାସ୍ ହେଁ ସେରଃକମ୍, କାମ୍ ନୟ୍ଲା ବିସ୍ୱାସ୍ ନିଜେ ମଃଲାର୍ ।
Publicidade
Publicidade