14 ତୁମିମଃନାର୍ ବିତ୍ରେ କେଏ କାୟି ମଃଳୁ ହଃଳି ଆଚେ ? ସେ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ କୁଦାଅ ସେମଃନ୍ ମାପୁରାର୍ ନାଉଁଏ ଚିକଣ୍ ଲାଗାୟ୍ ତାର୍ ଗିନେ ପାର୍ତ୍ନା କଃରତ୍ । 15 ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପୁର୍ ତାକ୍ ଉଟାୟିଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ ।
Publicidade
Publicidade