25 ମାତ୍ର ମୁଁ ଜାଣେ ଯେ, ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି
ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ;
26 ପୁଣି, ମୋହର ଚର୍ମ ଏହିରୂପେ ବିନଷ୍ଟ ହେଲା ଉତ୍ତାରେ ହେଁ
ମୁଁ ମାଂସବିହୀନ19:26 ମାଂସବିହୀନ କିମ୍ବା ମାଂସରେ ହୋଇ ପରମେଶ୍ୱରଙ୍କୁ ଦେଖିବି;