11 ଏହେତୁ ମୁଁ ଆପଣା ମୁଖ ବନ୍ଦ କରିବି ନାହିଁ;
ମୁଁ ଆପଣା ମନର ବେଦନାରେ କଥା କହିବି;
ମୁଁ ଆପଣା ପ୍ରାଣର ତିକ୍ତତାରେ ବିଳାପ କରିବି।
11 ଏହେତୁ ମୁଁ ଆପଣା ମୁଖ ବନ୍ଦ କରିବି ନାହିଁ;
ମୁଁ ଆପଣା ମନର ବେଦନାରେ କଥା କହିବି;
ମୁଁ ଆପଣା ପ୍ରାଣର ତିକ୍ତତାରେ ବିଳାପ କରିବି।
+581 estão orando agora.
Junte-se à corrente de oração.