24 ଜଦି ସବୁଲକ୍ ପର୍ମେସର୍ ଜାନାଇଲା କାତା କଇଲାସ୍ନି, ଜଦି ତେଇ ଗଟେକ୍ ବିସ୍ବାସ୍ ନ କଲା ଲକ୍ କି ଗଟେକ୍ ମାମୁଲି ଲକ୍ ଆଇଲେ, ତେବେ ସେ ନିଜର୍ ପାପର୍ ବିସଇର୍ ଚେତ୍ନା ପାଇସି । ଆରି ସେ ସୁନ୍ଲା ସବୁ ବିସଇର୍ କାତାଇଅନି ତାକେ ବିଚାର୍ ଅଇସି । 25 ଆରି ତାର୍ ମନେ ଲୁଚି ରଇବା ବିସଇ ସବୁ ଜାନାପଡ୍ସି । ପଚେ ସେ ପର୍ମେସର୍କେ ଡାଣ୍ଡାସନ୍ ପଡି, ତାର୍ କରିରଇବା ପାପ୍ ମାନିଅଇକରି "ତମର୍ ବିତ୍ରେ ସତଇସେ ପର୍ମେସର୍ ଆଚେ !" ବଲି କଇସି ।
Publicidade
୧ମ କରନ୍ତିୟ 14
Estes versículos te tocaram? Ore agora!
+581 estão orando agora.
Junte-se à corrente de oração.