12 ୬:୧୨ ପର୍କାସିତ ୧୧:୧୩;୧୬:୧୮; ମାତିଉ ୨୪:୨୯; ମାର୍କ ୧୩:୨୪,୨୫; ଲୁକ୍ ୨୧:୨୫ ଆରି ଏଦେ ଦେକା ! ମେଣ୍ଡା ପିଲା ଚଅ ଲମର୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ତେଇ ଦର୍ତନି ଜବର୍ଅଇତେ ଚୁଲ୍ବୁଲ୍ଲା । ବେଲ୍ କାଲିଆ ଅଇ କର୍କର୍ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍ ବନି ପାରା ପୁରାପୁରୁନ୍ ରଙ୍ଗ୍ ଅଇଗାଲା । 13 ଜବର୍ ପବନ୍ ଆସି ଗଟେକ୍ ଡୁମ୍ରି ଗଚ୍ ଦୁନିଅଇଲେ ଜେନ୍ତାରି ନ ପାଚ୍ଲା ଡୁମ୍ରି ତଲେ ଅଦର୍ସି, ସେନ୍ତାରିସେ ବାଦଲର୍ ତାରାମନ୍ ଦର୍ତନି ଉପ୍ରେ ଅଦର୍ଲାଇ ।
Publicidade