15 ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି । 16 ଜଦି ମୁଇ ବିଚାର୍ କର୍ତି ବଇଲେ ମର୍ ବିଚାର୍ ପୁରାପୁରୁନ୍ ଟିକ୍ ଅଇତା । କାଇକେ ବଇଲେ ମୁଇ ଗଟେକ୍ ଲକ୍ ନାଇ, ମାତର୍ ମକେ ପାଟାଇରଇବା ମର୍ ବାବା ମିସା ମର୍ ସଙ୍ଗ୍ ମିସ୍ତେ ଆଚେ ।
Publicidade
Publicidade