ବେସ୍ନି, ମୁନା ଆରି କାଣ୍ଡା
35 ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା । "ମୁଇ ତମ୍କେ ପାଟାଇଲାବେଲେ ବେସ୍ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍କେ କାଇ ଅବାବ୍ ଅଇଲା କି ?" "ନାଇ, କାଇଟା ମିସା ଅବାବ୍ ଅଏ ନାଇ ।" ବଲି କଇଲାଇ ।