18 ୧୫:୧୮ ମାତିଉ ୧୨:୩୪ମାତର୍ ଜନ୍ଟା ସବୁ ମୁନୁସର୍ ଟଣ୍ଡେଅନି ବାରଇସି, ସେଟା ତାର୍ ମନ୍ବିତ୍ରେଅନି ଜନମ୍ ଅଇସି ଆରି ସେଟାସେ ତାକେ ଅସୁଚି କର୍ସି । 19 କାଇକେବଇଲେ ତାର୍ ମନେ ଜନମ୍ ଅଇଲା କାରାପ୍ ଚିନ୍ତାଇଅନି ସେ ନର୍ମାର୍ବାଟା, କାରାପ୍ କାମ୍ କର୍ବାଟା, ବେସିଆ କାମ୍ କର୍ବାଟା, ଚର୍ବାଟା, ମିଚ୍କାତା କଇବାଟା ଆରି ବିନ୍ଲକର୍ କୁଟ୍କାତା କଇବା ପାରା, ବିନ୍ ବିନ୍ ରକାମର୍ ନିୟମ୍ ନଇଲା କାମ୍ମନ୍ କର୍ସି ।"
Publicidade