19 "ଏ ଦୁନିଆଇ ନିଜର୍ପାଇ ଦନ୍ ଅର୍ଜା ନାଇ । ଇତି ସଙ୍ଗଇଲା ଦନ୍ ଅଲ୍ମା କାଇ ଚିଲମ୍ ଦାର୍ସି ଆରି ଚର୍ମନ୍ କତି କାଣା କରି ଚରାଇନେବାଇ । 20 ସର୍ଗେ ତମର୍ ପାଇ ଏନ୍ତାରି ଦନ୍ ଅର୍ଜି ସଙ୍ଗୁଆ । ତେଇ ଅଲ୍ମା ଆରି ଚିଲମ୍ ନ ଦାରେ । ଆରି ଚର୍ମନ୍ ମିସା କତି କାଣାକରି ଚରାଇ ନେଇ ନାପାରତ୍ । ଜାଗ୍ରତ୍ !
Publicidade
Publicidade