21 ଏଟା ମର୍ ବିତ୍ରେ ଗଟେକ୍ କାମ୍କର୍ବା ନିୟମ୍ ବଲି ମନେ ଅଇଲାନି । ଜନ୍ଟା ନିକ, ସେଟା ମୁଇ କର୍ବାକେ ଗାଲାବେଲେ, ଅବ୍କା କାରାପ୍ ବିସଇସେ କଲିନି । 22 ପରମେସରର୍ ନିୟମ୍ ନାମ୍ବାକେ ମୁଇ ବେସି ମନ୍ କଲିନି, 23 ମାତର୍ ମର୍ ମନ୍ କଲା ବିରଦେ ମର୍ ଗାଗଡ୍ ତେବାଇବା ବିଦି ସବୁବେଲେ ଜୁଇଦ୍ କଲାନି । ମର୍ ଗାଗ୍ଡେ କାମ୍କର୍ତେ ରଇବା ସବୁ ପାପ୍ ମକେ ବନ୍ଦି କରି ସଙ୍ଗଇଲା ଆଚେ ।
Publicidade
Publicidade