Aceitar Jesus
Aceitar Jesus é a decisão mais importante da vida. Quem o recebe como Senhor e Salvador recebe vida eterna, perdão completo e a presença permanente do Espírito Santo.
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟି ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା ।
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ଜିସୁ ତାକ୍ କୟ୍ଲା, "ମୁୟ୍ ବାଟ୍, ସଃତ୍ ଆର୍ ଜିବନ୍, ମର୍ ଦଃୟି ନଃଗେଲେକ୍ କେଏ ହେଁ ଉବାର୍ ହାକ୍ ଜଃଉଁ ନାହାରେ ।
ତଃବେ ତୁମି ଜଦି ଟଣ୍ଡେ ଜିସୁକେ ମାପୁର୍ ବଃଲି କଃଉଆସ୍ ଆର୍ ଇସ୍ୱର୍ ତାକେ ମଃଲା ଲକାର୍ ବିତ୍ରେହୁଣି ଉଟାୟ୍ ଆଚେ ବଃଲି ମଃନ୍ ବିତ୍ରେ ବିସ୍ୱାସ୍ କଃରାସ୍ ତଃବେ ମୁକ୍ତି ହାଉଆସ୍;
କାୟିତାକ୍ବଃଲେକ୍ ହାହାର୍ ବୁତି ମଃର୍ନ୍, ମଃତର୍ ଇସ୍ୱରାର୍ ଦଃୟାର୍ ଦାନ୍ ଅଃଉଁଲି, ମାପୁର୍ ଜିସୁ କ୍ରିସ୍ଟର୍ ସଃଙ୍ଗେ ରିଲେକ୍ ଅଃମ୍ବର୍ ଜିବନ୍ ।
ଆର୍ ଅଃନ୍କାର୍ ଗଃଟେଦ୍ ଜେ, ଜଃଡେବଃଳ୍ ମାପୁରାର୍ ନାଉଁଏ ପାର୍ତ୍ନା କଃରେଦ୍, ସେ ମୁକ୍ତି ହାୟ୍ଦ୍ ।"
ସେତାକ୍ ପିତର୍ ସେମଃନ୍କେ କୟ୍ଲା, "ତୁମିମଃନ୍ ମଃନ୍ ବାଦ୍ଲାଉଆ ଆର୍ ଅଃହ୍ଣା ଅଃହ୍ଣାର୍ ହାହ୍ କେମା ଗିନେ ହଃତି ଲକ୍ ଜିସୁ କ୍ରିସ୍ଟର୍ ନାଉଁଏ ବାପ୍ତିସମ୍ ହାଉଆ, ସେନ୍ଅୟ୍ଲେକ୍ ତୁମିମଃନ୍ ପବିତ୍ର ଆତ୍ମାର୍ ଦାନ୍ ହାଉଆସ୍ ।
ତାକେ ଚାଡି କାର୍ ତଃୟ୍ ମୁକ୍ତି ନାୟ୍, କାୟିତାକ୍ବଃଲେକ୍ ଜାର୍ତଃୟ୍ ଆମିମଃନ୍କେ ମୁକ୍ଳୁକ୍ ଅୟ୍ଦ୍, ଅଃଗାସ୍ ତଃଳେ, ମାନାୟ୍ମଃନାର୍ ବିତ୍ରେ କାୟି ନାଉ ଦିଆ ନୟେ ।
ସେମଃନ୍ କୟ୍ଲାୟ୍, "ମାପୁର୍ ଜିସୁ ତଃୟ୍ ବିସ୍ୱାସ୍ କଃର୍ ତଃନ୍ଅୟ୍ଲେକ୍ ତୁମି ଗଃରାର୍ ସଃବୁ ଲକ୍ ହାହେ ହୁଣି ମୁକ୍ଳାସ୍ ।"
ଜଦି ଅଃମିମଃନ୍ ଇସ୍ୱରାର୍ ତଃୟ୍ ନିଜ୍ନିଜ୍କେ ହାହି ବଃଲି କଃଉନ୍ଦ୍ ତଃବେ ସେ ଅଃମାର୍ ହାହ୍ କେମା କଃରୁକେ ଆର୍ ସଃବୁ ଅଃଦଃର୍ମେ ହୁଣି ଅଃମିମଃନ୍କେ ନିର୍ମୁଳ୍ କଃରୁକେ ବିସ୍ୱାସାର୍ ଜୟ୍ଗ୍ ଆର୍ ନ୍ୟାୟ୍ବାନ୍ ।
ଦଃକା, ମୁୟ୍ଁ ଦୁଆର୍ ଲଃଗେ ଟିଆ ଅୟି କାହାଟେ ମାରୁଲେ; ଜଦି କେଏ ମର୍ ଟଣ୍ଡ୍ ସୁଣି କାହାଟ୍ ଉଗାଳେଦ୍, ତଃନ୍ଅୟ୍ଲେକ୍ ମୁୟ୍ଁ ଗଃରେ ହୁରି ତାର୍ ଲଃଗେ ଜାୟ୍ନ୍ଦ୍, ଆରେକ୍ ମୁଁୟ୍ ତାର୍ ସଃଙ୍ଗ୍ କାୟ୍ନ୍ଦ୍ ଆର୍ ସେ ମର୍ ସଃଙ୍ଗ୍ କାୟ୍ଦ୍ ।
Este artigo te tocou? Faça uma oração!
+581 estão orando agora.
Junte-se à corrente de oração.