Crianças
As crianças ocupam lugar especial no coração de Deus. A Bíblia instrui a educá-las, protegê-las e ensiná-las nos caminhos do Senhor desde cedo — formando gerações que temem a Deus.
Herança do Senhor
Os filhos são herança do Senhor. Eles são presentes de Deus — cada criança é um milagre e uma responsabilidade sagrada.
Instruir as crianças
Instrui a criança no caminho em que deve andar. A educação cristã é mandamento repetido através de toda a Escritura.
ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
ହିଲାର୍ ମଃନେ ଅଗିଆନ୍ ବଃନ୍ଦ୍ ରଃୟିଦ୍ , ସାସନ୍ ଡାଙ୍ଗ୍ ସେରି ବାର୍କଃରି ତାର୍ତଃୟି ହୁଣି ଦୁର୍କଃରେଦ୍।
ହିଲାର୍ ମଃନେ ଅଗିଆନ୍ ବଃନ୍ଦ୍ ରଃୟିଦ୍ , ସାସନ୍ ଡାଙ୍ଗ୍ ସେରି ବାର୍କଃରି ତାର୍ତଃୟି ହୁଣି ଦୁର୍କଃରେଦ୍।
ଜେ ନିଜାର୍ ହଅ କେ ଡଃଣ୍ଡ୍ ନଃଦେୟି, ସେ ନିଜାର୍ ହଅକେ ଗୁର୍ନା କଃରେଦ୍; ଆରେକ୍ ଜେ ତାକେ ଡଃଣ୍ଡ୍ ଦଃୟିଦ୍ ସେ ତାର୍ ହାୟ୍ଁ ଟିକ୍।
ଗିଆନି ହ, ନିଜାର୍ ଉବାସିର୍ ଆଦେସ୍ ସୁଣେଦ୍; ମଃତର୍ ଲିନ୍ଦାକାରି ବଃଲ୍କଃତା ନଃସୁଣେ।
ଏ ମର ହମଃନ୍, ତୁମିମଃନ୍ ମର୍ ନିୟମ୍ ହାସ୍ରାନାୟି; ମଃତର୍ ତୁମାର୍ ହୁର୍ଦେ ମର୍ ଆଦେସ୍ ସଃବୁ ମାନା। ସେତାର୍ଗିନେ ତୁମାର୍ ଆୟିସ୍, ବାଡେଦ୍ ଆର୍ ଜିବନାର୍ ସାନ୍ତି ବାଡେଦ୍।
ଏ ମର ହମଃନ୍, ତୁମିମଃନ୍ ମର୍ ନିୟମ୍ ହାସ୍ରାନାୟି; ମଃତର୍ ତୁମାର୍ ହୁର୍ଦେ ମର୍ ଆଦେସ୍ ସଃବୁ ମାନା।
କାୟିତାକ୍ବଃଲେକ୍ ଜଃନ୍କଃରି ଉବା ନିଜାର୍ ଲାଡାର୍ ହୟିସିକେ ଉଳେଦ୍,ସେନ୍କଃରି ଇସ୍ୱର୍ ଜାକେ ଲାଡ୍ କଃରେଦ୍ ତାକେ ସାସନ୍ କଃରେଦ୍।
ଉବା ମକେ ସିକ୍ୟା ଦଃୟ୍ କୟ୍ରିଲା, ତର୍ ମଃନେ ମର୍ କଃତାସଃବୁ ରଃକ୍, ଆରେକ୍ ମର୍ ଆଦେସ୍ ସଃବୁ ମାୟିନ୍ କଃର୍ ତଃବେ ତୁୟି ବାଚ୍ସି। ଗ୍ୟାନ୍ ଅଃର୍ଜନ୍ କଃର୍ , ବଃଲ୍ ବିଚାର୍ କଃର୍, ଆରେକ୍ ମର୍ ଟଣ୍ଡାର୍ ବଃଚନ୍ ଲଃଗେହୁଣି ଅଃଲ୍ଗା ବାଟ୍ ଜାଆନାୟି।
Disciplinar com amor
A vara e a repreensão dão sabedoria. A disciplina produz o fruto pacífico da justiça nos que são exercitados por ela.
ଡାଙ୍ଗ୍ ଆର୍ ଉଳିକଃରି ସୁଦ୍ରାଉତାର୍ ଗିଆନ୍ ଦଃୟିଦ୍; ମଃତର୍ ହିଲାକେ ତାର୍ ଇଚାୟି ଚାଡିଦିଲେକ୍ ତାର୍ ଆୟିସିକେ ଲାଜ୍କଃରାୟିଦ୍।
ହିଲାକେ ଡଃଣ୍ଡ୍ ଦେଉଁକେ ହାସ୍ରାନାୟି ; ତୁମି ତାକେ ଡାଙ୍ଗେ ମାର୍ଲେକ୍ ସେ ମଃରିନଃକେରେ।
ତୁମାର୍ ଜଃଲମ୍ ଦିଲା ଉବାଦିର୍ କଃତା ସୁଣା , ଆର୍ ଆୟା ବୁଡି ଅୟିଲେକ୍ ତାକେ ହାକ୍ରେ ହଃକାଉଆ ନାୟି।
ସଃତ୍କେ ଗେନା ସେରି ବିକାନାୟି ;ଗିଆନ୍ , ବଃଲ୍ସିକ୍ୟା ଆର୍ ବଃଲ୍ବିଚାର୍ ଗେନା।
ଜୁୟି ଲକ୍ ନିଜାର୍ ଉବାସିର୍ ଦଃନ୍ ନଃସ୍ଟ୍ କଃରେଦ୍ ଆର୍ ନିଜାର୍ ଆୟିସିକେ କଃଦେଦ୍ ସେ ଲାଜାର୍ ଆର୍ ଅଃପ୍ମାନ୍ ହାୟିଦ୍।
ଜୁୟି ଦରିଦ୍ର ନିଜାର୍ ନିର୍ଦସେ ଚାଲେଦ୍,ସେ ଅଃକାରି ଆର୍ ମୁର୍କ୍ ଲକ୍ ଟାଣୁ ବଃଲ୍।
ଜୁୟି ଦଃର୍ମିଲକ୍ ନିଜାର୍ ନିର୍ମଃୟା ସଃଙ୍ଗ୍ ବେବାର୍ କଃରେଦ୍, ତାର୍ ହଃଚେ ତାର୍ ହିଲାମଃନ୍ ଆସିର୍ବାଦ୍ ହାଉତି।
ନିଜାର୍ କାମ୍ ନିର୍ମୁଳ୍ ଆର୍ ସଃଳ୍କ୍ କି ନାୟି ଇରି ଗଟେକ୍ ହିଲାହେଁ ନିଜାର୍ କାମେ ନିଜେ ଜାଣାୟିଦ୍।
ମୁର୍କ୍ ହିଲା ନିଜାର୍ ଉବାସିର୍ କାନ୍ଦ୍ଣା ଆର୍ ନିଜାର୍ ଆୟିସିର୍ ଦୁକାର୍ ବିସୟି ଅୟିଦ୍।
ହୟ୍ସିମଃନାର୍ ହଃୟ୍ସିମଃନ୍ ବୁଡା ଲକାର୍ ମୁକୁଟ୍ , ଆର୍ ହୟ୍ସିମଃନାର୍ ଜଃଜ୍ମାନ୍ ସେମଃନାର୍ ଉବାସିମଃନ୍।
ହୟ୍ସିମଃନାର୍ ହଃୟ୍ସିମଃନ୍ ବୁଡା ଲକାର୍ ମୁକୁଟ୍ , ଆର୍ ହୟ୍ସିମଃନାର୍ ଜଃଜ୍ମାନ୍ ସେମଃନାର୍ ଉବାସିମଃନ୍।
ମୁର୍କ୍ ଲକ୍ ନିଜାର୍ ଉବାସିର୍ ସିକ୍ୟାକେ ମାନି ନଃକେରେ; ଆରେକ୍ ଜେ, ବଃଲାର୍ ଗିନେ ଉଳା ସୁଣି କଃତା ମାନେଦ୍, ସେ ବୁଦି ହାୟିଦ୍
ବୁଦିମାନ୍ ହୟ୍ସି ଉବାସିର୍ ସଃର୍ଦା କଃରାୟିଦ୍; ମଃତର୍ ମୁର୍କ୍ ହୟିସି ନିଜାର୍ ଆୟ୍ସିକେ ଦୁକ୍ ଦଃୟିଦ୍।
ଜେ ବିଦି ମାନେଦ୍, ସେ ବୁଦିମାନ୍ ଲକ୍; ଜେ କାଉରାହେଟା ଲକ୍ ସଃଙ୍ଗ୍ ଅୟିଦ୍ ନିଜାର୍ ଉବାସିକେ ଲାଜ୍କଃରାୟିଦ୍।
ଏ ମଃର୍ ହ, ତୁମାର୍ ଉବାଦିର୍ ଗିଆନାର୍ ସିକ୍ୟା ସୁଣା ଆର୍ ତୁମାର୍ ଆୟ୍ଦିର୍ ଆଦେସ୍ ଦୁର୍ କଃରାନାୟି। କାୟିତାକ୍ବଃଲେକ୍ ସେରି ତୁମାର୍ ଗିନେ ଆସିର୍ବାଦାର୍ ମୁଣ୍ଡେ ହିନ୍ଦ୍ତା ମୁକୁଟ୍ ହର୍ ଆର୍ ତୁମାର୍ ଗଃଳାର୍ ମାଳିହର୍ ଅୟିଦ୍।
ଇତାର୍ଗିନେ ଏ ମର୍ ହମଃନ୍ ,ମର୍ ବାକ୍ୟ ସୁଣା, କାୟ୍ତାକ୍ବଃଲେକ୍ ଜେମଃନ୍ ମର୍ ବାଟେ ଇଣ୍ଡ୍ତି ସେମଃନ୍ ସଃର୍ଦାୟି ରେତି। ବଃଲ୍ସିକ୍ଯା ସୁଣି ଗିଆନି ଅଃଉଆ, ଆରେକ୍ ସେରି ହାସ୍ରାନାୟି।
Obediência e promessa
Filhos, obedecei a vossos pais no Senhor. Honra a teu pai e tua mãe para que viva muito tempo sobre a terra.
ଏ ହିଲାମଃନ୍, ମାପୁରାର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟିଆଚେ । ଜଃନ୍କଃରି ତୁମାର୍ ଉହ୍କାର୍ ଅୟ୍ଦ୍ ଆର୍ "ତୁମିମଃନ୍ ହୁର୍ତିବିଏ ବୁତେକ୍ ବଃର୍ସ୍ ବାଚାସ୍ ।"
ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପୁରାର୍ ଗୁଣ୍ ଆର୍ ସିକ୍ୟା ଦଃୟି ବାଡାଉଆ ।
ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପୁରାର୍ ଗୁଣ୍ ଆର୍ ସିକ୍ୟା ଦଃୟି ବାଡାଉଆ ।
ତୁମିମଃନ୍ ଇସ୍ୱରାର୍ ଲାଡାର୍ ହିଲାମଃନ୍, ତଃବେ ତାର୍ ହର୍ ଅଃଉଁକେ ଚେସ୍ଟା କଃରା ।
ଏ ହିଲାମଃନ୍, ସଃବୁ କଃତାୟ୍ ଆୟାଉବାର୍ ବଲ୍ ମାନା, କାୟିତାକ୍ ବଃଲେକ୍ ଇରି ମାପୁର୍ ତଃୟ୍ ସଃର୍ଦାର୍ କଃତା ।
ଏ ଆୟା ଉବାମଃନ୍ ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରାଉଆ ନାୟ୍, ବଃଲେକ୍ ଇତାର୍ ଗିନେ ସେମଃନ୍ ମଃନ୍ ଉଣା କଃର୍ତି ।
Crianças e o reino
Deixai vir a mim as crianças. Jesus honrou as crianças como modelo de fé e humildade para todo o seu povo.
ମଃତର୍ ଜିସୁ କୟ୍ଲା, "ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।"
ମଃତର୍ ଜିସୁ କୟ୍ଲା, "ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।"
ସଃଡେବଃଳ୍ ଚେଲାମଃନ୍ ଜିସୁର୍ ହାକ୍ ଆସି ହଃଚାର୍ଲାୟ୍, "ତଃବେ ସଃର୍ଗ୍ ରାଇଜେ କେଏ ସଃବ୍କେ ବଃଡ୍ ?"
ଜିସୁ ଗଟେକ୍ ସାନ୍ ହିଲାକ୍ ଚଃମେ କୁଦି ସେମଃନାର୍ ମଃଜାୟ୍ ଟିଆ କଃରାୟ୍ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଲେଉଟି ସାନ୍ ହିଲା ହର୍ ନୟ୍ଲେକ୍, କଃବେ ହେଁ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ । କୁୟି ମାନାୟ୍ ଇ ସାନ୍ ହିଲା ହର୍ ଅଃହ୍ଣାକ୍ ସାନ୍ କଃରେଦ୍, ସେ ସଃର୍ଗ୍ ରାଇଜେ ସଃବ୍କେ ବଃଡ୍ ଅୟ୍ଦ୍ ।
"ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ଲେଉଟି ସାନ୍ ହିଲା ହର୍ ନୟ୍ଲେକ୍, କଃବେ ହେଁ ସଃର୍ଗ୍ ରାଇଜେ ଜଃଉଁ ନଃହାରାସ୍ । କୁୟି ମାନାୟ୍ ଇ ସାନ୍ ହିଲା ହର୍ ଅଃହ୍ଣାକ୍ ସାନ୍ କଃରେଦ୍, ସେ ସଃର୍ଗ୍ ରାଇଜେ ସଃବ୍କେ ବଃଡ୍ ଅୟ୍ଦ୍ । ଆର୍ କୁୟି ମାନାୟ୍ ମର୍ ନାଉଁଏ ଇ ହର୍ ଗଟେକ୍ ସାନ୍ ହିଲାକେ ଆଗଳି ଦଃରେଦ୍, ସେ ମକେ ଆଗଳି ଦଃରେଦ୍ ।"
"ଜଃଗ୍ରାତ୍, ଇ ସାନ୍ ହିଲାମଃନାର୍ ବିତ୍ରେ ଏକ୍ଲାକେ ହେଁ ଇନ୍ମାନ୍ କଃରାନାୟ୍, କାୟିତାକ୍ବଃଲେକ୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସଃର୍ଗେ ସେମଃନାର୍ ଦୁତ୍ମଃନ୍ ସଃବୁ ବଃଳ୍ ମର୍ ସଃର୍ଗାର୍ ଉବାର୍ ମୁଉଁ ଦଃକୁଲାୟ୍ ।
ସଃଡେବଃଳ୍ ଜିସୁ ପାର୍ତ୍ନା କଃରି କୟ୍ଲା, "ଏ ଉବା, ସଃର୍ଗ୍ ଆର୍ ହୁର୍ତିବିର୍ ମାପୁର୍, ତୁୟ୍ ବୁଦି ଆର୍ ଗ୍ୟାନ୍ ରିଲା ଲକ୍ମଃନ୍କେ ଇ ସଃବୁ କଃତା ଲୁକାୟ୍କଃରି ବୁଦି ନୟ୍ଲା ଲକ୍କେ ଜାଣାୟ୍ଲିସ୍, ସେତାର୍ ଗିନେ ତକେ ଜୁଆର୍ କଃରୁଲେ ।
ସୁସ୍ତାକାରି ଲକ୍ମଃନାର୍ ବାୟ୍ଗ୍;
କାୟିତାକ୍ବଃଲେକ୍ ସେମଃନ୍ ଇସ୍ୱରାର୍ ହୟିସି ବଃଲି ଡାକେ ହୁଟ୍ତି !
ଜିସୁ ଜଃନ୍କଃରି ସାନ୍ସାନ୍ ହିଲାମଃନ୍କେ ଚୁୟ୍ଦ୍, ଇତାର୍ ଗିନେ ଲକ୍ମଃନ୍ ସେମଃନ୍କେ ଜିସୁର୍ ତଃୟ୍ ଆଣୁକେ ଦଃର୍ଲାୟ୍, ମଃତର୍ ଜିସୁର୍ ଚେଲାମଃନ୍ ଲକ୍ମଃନ୍କେ ଦଃକାଦେତି ରିଲାୟ୍ । ଜିସୁ ସେରି ଦଃକି ରିସା ଅୟି, ଚେଲାମଃନ୍କେ କୟ୍ଲା, "ସାନ୍ ହିଲାମଃନ୍କେ ମର୍ ଲଃଗେ ଆସୁକ୍ ଆଗଟା ନାୟ୍, କାୟିତାକ୍ବଃଲେକ୍ ଇସ୍ୱରାର୍ ରାଇଜ୍ ଇବାନ୍ୟା ଲକ୍ମଃନାର୍ ।
ତାର୍ହଃଚେ ଜିସୁ ଗଟେକ୍ ସାନ୍ ହିଲାକ୍ ଦଃରିକଃରି ସଃବୁ ଲକାର୍ ମଃଜାୟ୍ ଟିଆକଃଲା ଆର୍ ସେ ହିଲାକ୍ କଳେ ଦଃରି ସେମଃନ୍କେ କୟ୍ଲା, "ଜୁୟି ଲକ୍ ମର୍ ନାଉଁଏ ଇବାନ୍ୟା ସାନ୍ ହିଲାକ୍ ଦଃରେଦ୍, ସେମାନାୟ୍ ମକ୍ ଦଃରେଦ୍, ଜୁୟି ମାନାୟ୍ ମକ୍ ଦଃରେଦ୍ ସେ ମାନାୟ୍ ମକ୍ ନଃଦେରେ, ମଃତର୍ ସେ ମକ୍ ହଃଟାୟ୍ଲା ଉବାକ୍ ଦଃରେଦ୍ ।"
ଆର୍ ଜିସୁ ଗ୍ୟାନେ ଆର୍ ଗଃଗାଳେ, ଆରେକ୍ ଇସ୍ୱରାର୍ ଆର୍ ନଃର୍ମଃନାର୍ ଦଃୟାୟ୍ ବାଡୁକେ ଦଃର୍ଲା ।
ସେମଃନ୍ କାୟିଲା ହଃଚେ ଜିସୁ ସିମନ୍ ପିତର୍କେ ହଃଚାର୍ଲା, "ଏ ଜହନାର୍ ହୟିସି ସିମନ୍, ତୁୟ୍ କାୟି ମକ୍ ଇମଃନାର୍ ତଃୟ୍ହୁଣି ଅଃଦିକ୍ ଲାଡ୍ କଃରୁଲିସ୍ ?"
ସେ ତାକ୍ କୟ୍ଲା, "ହେଁ ମାପୁର୍, ମୁୟ୍ ଜେ ତକ୍ ଲାଡ୍ କଃରୁଲେ, ସେରି ତୁୟ୍ ଜାଣି ଆଚ୍ସି ।"
ଜିସୁ ତାକ୍ କୟ୍ଲା, "ମର୍ ମେଣ୍ଡା ହିଲାମଃନ୍କେ ଚଃରାଉ ।"
Identidade e crescimento
Somos filhos de Deus pelo Espírito de adoção. Crescer em Cristo é amadurecer em fé, obediência e amor ao próximo.
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟି ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା ।
ସେତାକ୍ ଜଃତେକ୍ ଲକ୍ ଇସ୍ୱରାର୍ ଆତ୍ମାୟ୍ ଚାଲ୍ତି ସେମଃନ୍ ଇସ୍ୱରାର୍ ହିଲାମଃନ୍ ।
କାୟିତାକ୍ବଃଲେକ୍ ଇସ୍ୱର୍ ଦିଲା ସେ ଆତ୍ମା ତୁମିମଃନ୍କେ ଗତି ତଃୟ୍ ହୁଣି ମୁକ୍ତି କଃରିଆଚେ, ତୁମି ଆରେକ୍ ଡିର୍ତା ଲଳାନାୟ୍ । ମଃତର୍ ପବିତ୍ର ଆତ୍ମା ତୁମିମଃନ୍କେ ଇସ୍ୱରାର୍ ହିଲା ଅଃଉତାର୍ ଅଃଦିକାର୍ ଦଃୟି ଆଚେ । ସେତାର୍ ଗିନେ ଅଃମି ଅଃବେ ଇସ୍ୱର୍କେ "ଉବା" ବଃଲି କଃଉଁଲୁ ।
ଅଃମିମଃନ୍ ଇସ୍ୱରାର୍ ହୟିସି ବଃଲି ସେ ଆତ୍ମା ନିଜେ ଅଃମିମଃନାର୍ ଆତ୍ମା ସଃଙ୍ଗ୍ ସାକି ଦେଉଁଲି ।
ମାପୁର୍ ତିଆର୍ କଃଲା ସଃବୁ ବିସୟ୍ ସଃର୍ଦାମଃନେ ସେଦିନ୍କେ ଜାଗି ଆଚେ,
କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟିସି ଜିସି ଅୟି ଆଚାସ୍ । ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ଁ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ ।
ଦଃକା ଉବା ଅଃମିମଃନ୍କେ କଃଡେକ୍ ଲାଡ୍ କଃରି ଆଚେ ଜେ, ଅଃମିମଃନ୍ ଇସ୍ୱରାର୍ ହିଲା ବଃଲି ଡାକେହୁଟୁନ୍ଦ୍, ଆର୍ ସଃତ୍କଃରି ଅଃମିମଃନ୍ ତାର୍ ହିଲାମଃନ୍, ଇତାର୍ ଗିନେ ଜଃଗତ୍ ଅଃମିମଃନ୍କେ ନଃଚିନୁଲି ବଃଲେକ୍ ସେରି ତାକ୍ ଚିନି ନଃରିଲି ।
ଏ ଲାଡାର୍ ବାୟ୍ବେଣିମଃନ୍ ଅଃବେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍ ଆର୍ ଅଃମିମଃନ୍ କଃନ୍ ଅଃଉଁନ୍ଦ୍ ସେରି ଅଃବେ ହଃତେକ୍ ଜାଣା ନଃହେଳେତା ଅଃମିମଃନ୍ ଜାଣୁଲୁ ଜେ, ସେ ଜଃଡେବଃଳ୍ ଆସେଦ୍ ସଃଡେବଃଳ୍ ଅଃମିମଃନ୍ ତାର୍, ହର୍ ଅଃଉଁନ୍ଦ୍, ବଃଲେକ୍ ସେ ଜଃନ୍କାର୍ ଅଃମିମଃନ୍ ସେନ୍ହର୍ ତାକ୍ ଦଃକୁନ୍ଦ୍ ଆର୍ ଜେ କେଏ ତାର୍ ଟାଣେ ଇ ବଃର୍ସା କଃଲା ଆଚେ ଇସ୍ୱର୍ ଜଃନ୍କାର୍ ପବିତ୍ର, ସେ ସେନ୍ କଃରି ଅଃହ୍ଣାକ୍ ପବିତ୍ର କଃର ।
ଏ ଇସ୍ୱରାର୍ ହିଲାମଃନ୍ ମୁୟ୍ଁ ତୁମାର୍ ହାକ୍ ଲେକୁଲେ, ବଃଲେକ୍ ଜିସୁର୍ ନାଉଁଆର୍ ଗିନେ ତୁମାର୍ ହାହ୍ କେମା ଅୟିଆଚେ ।
ଏ ହିଲାମଃନ୍ ମିଚ୍ ମୁର୍ତି ଦେବାଦେବି ମଃନାର୍ ତଃୟ୍ହୁଣି ଅଃହ୍ଣା ଅଃହ୍ଣାକ୍ ବଚାଉଆ ।
ନିଜାର୍ କୁଟୁମ୍କେ ନିକକଃରି ସାକାଳେଦ୍, ମଃନ୍ ଦିଆନେ ଅଃହ୍ଣାର୍ ହିଲାମଃନ୍କେ ମାନାୟ୍କଃରି ରଃୟ୍ଦ୍ ।
ମଃତର୍ ଜଦି କେଏ ଅଃହ୍ଣାର୍ ଗଃରାର୍ ନିଜାର୍ ଗଃର୍ କୁଟୁମାର୍ ଜଃତୁନ୍ ନଃନେୟ୍, ସେ ବିସ୍ୱାସାର୍ କଃତା ନଃମାନି ଆଚେ, ଆର୍ ସେ ଅବିସ୍ୱାସି ତଃୟ୍ହୁଣି ଅଃଦିକ୍ ହାହି ।
ଆର୍ ହିଲାମଃନାର୍ ହର୍ ତୁମିମଃନାର୍ ଗିନେ ଲେକା ଅୟ୍ଲା ଇ ସଃର୍ଦାର୍ କଃତା ହାସ୍ରି ଆଚାସ୍,
"ଏ ମର୍ ହଅ, ମାପୁରାର୍ ସାସନ୍କେ ଉସାସେ ନେ ନାୟ୍,
କି ତାର୍ ତଃୟ୍ହୁଣି ଉଣା ସୁଣ୍ଲେକ୍ ତାକା ନାୟ୍ ।
କାୟିତାକ୍ବଃଲେକ୍ ମାପୁର୍ ଜାକେ ଲାଡ୍ କଃରେଦ୍, ତାକେ ସାସନ୍ କଃରେଦ୍,
ଆରେକ୍ ଜୁୟି ହିଲାକ୍ ନିଜାର୍ ବଃଲେଦ୍, ତାକେ ଡଃଣ୍ଡ୍ ଦଃୟ୍ଦ୍ ।"
ସାସନାର୍ ଗିନେ ତ ତୁମିମଃନ୍ ଦୁକ୍ ସଃମ୍ବାଳୁଲାସ୍; ଇସ୍ୱର୍ ତୁମିମଃନାର୍ ସଃଙ୍ଗ୍ ହଅ ହର୍ ବେବାର୍ କଃରୁଲା, କାୟିତାକ୍ବଃଲେକ୍ ଉବା ଜାକେ ସାସନ୍ ନଃକେରେ, ଇବାନ୍ୟା ହଅ କେଏ ଆଚେ ? ମଃତର୍ ଜୁୟି ସାସନାର୍ ସଃବୁ ବାଗ୍ହାୟ୍ଲାର୍, ଜଦି ତୁମିମଃନ୍ ସେତିର୍ ବାଗି ନାୟ୍, ତଃବେ ତୁମିମଃନ୍ ହଅ ନାୟ୍, ବିନ୍ ଅଃଣ୍ଡ୍ରା ତଃୟ୍ହୁଣି ଜଃଲମ୍ ଅୟ୍ଲା ହିଲା । ଆରେକ୍ ହେଁ, ଅଃମିମଃନାର୍ ସାସନ୍କାରି ଅଃମିମଃନାର୍ ଗଃଗାଳାର୍ ଉବାମଃନ୍କେ ଅଃମିମଃନ୍ ମାନ୍ତି କଃରୁଲୁ; ତଃବେ ଆତ୍ମିକ୍ ଉବାର୍ କଃତେକ୍ ଅଃଦିକ୍ କଃରି ତାର୍ ତଃଳେ ରଃୟ୍ ଜିବନ୍ ନଃହାଉଁ ?
ସାସନ୍ ଅଃବେ ସଃର୍ଦାର୍ ବଃଲି ଜାଣା ନଃହେଳି ଦୁକାର୍ ବଃଲି ଜାଣା ଅୟ୍ଦ୍; ଅୟିଲେକ୍ ଜୁୟି ଲକ୍ମଃନ୍ ସେତାର୍ ତଃୟ୍ ସିକ୍ୟା ହାୟ୍ଁ ଆଚ୍ତି, ସେରି ହଃଚେ ସେମଃନ୍କେ ସୁସ୍ତାର୍ ହଃଳ୍ ହର୍ ଦଃର୍ମି ଦଃନ୍ ଦଃୟ୍ଦ୍ ।
ସେମଃନ୍ କୟ୍ଲାୟ୍, "ମାପୁର୍ ଜିସୁ ତଃୟ୍ ବିସ୍ୱାସ୍ କଃର୍ ତଃନ୍ଅୟ୍ଲେକ୍ ତୁମି ଗଃରାର୍ ସଃବୁ ଲକ୍ ହାହେ ହୁଣି ମୁକ୍ଳାସ୍ ।"
ମଃତର୍ ତୁମି ବେଣ୍ଡ୍ୟାବଃଳାର୍ କଃରାପ୍ ଇଚାୟ୍ ହୁଣି ଦୁରିକ୍ ରିଆ, ଜୁୟ୍ମଃନ୍ ନିର୍ମୁଳ୍ ମଃନେ ମାପ୍ରୁହାକ୍ ପାର୍ତ୍ନା କଃର୍ତି ସେ ମଃନ୍କାର୍ ସଃଙ୍ଗ୍ ଦଃର୍ମି, ବିସ୍ୱାସି, ଲାଡ୍ ଆର୍ ସୁସ୍ତାର୍ ହଃଚେ ହଃଚେ ଇଣ୍ଡା ।
ଆର୍ ଗାଦା ସାକି ମଃନ୍କାର୍ ମୁଏଁ ଜୁୟି ସଃବୁ କଃତା ମର୍ ତଃୟ୍ ହୁଣି ସୁଣି ଆଚାସ୍, ଜୁୟ୍ମଃନ୍ ବିନ୍ ଲକ୍ମଃନ୍କେ ହେଁ ସିକାଉଁକେ ହାର୍ତି, ଇ ରକମ୍ କଃତା ମାନତା ବିସ୍ୱାସି ଲକ୍ମଃନାର୍ ତଃୟ୍ ସେରିମଃନ୍ ସଃହ୍ରି ଦେସ୍ ।
Transmitir a fé
Contaremos à geração vindoura os louvores do Senhor. O legado de fé é o maior presente que damos aos nossos filhos.
ତୁମାର୍ ହିଲାମଃନ୍ ସଃବୁ ମାପୁର୍ ଗିନେ ସିକିତ୍ ଅଃଉତି ତୁମାର୍ ହିଲାମଃନାର୍ ବଃଡେ ସାନ୍ତି ଅୟ୍ଦ୍।
ତୁମାର୍ ହିଲାମଃନ୍ ସଃବୁ ମାପୁର୍ ଗିନେ ସିକିତ୍ ଅଃଉତି ତୁମାର୍ ହିଲାମଃନାର୍ ବଃଡେ ସାନ୍ତି ଅୟ୍ଦ୍।
ଜଃନ୍କଃରି ଆଜି ମୁଁୟ୍ କଃରୁଲେ ସେନ୍କଃରି ଜିବିତ୍ ଲକ୍, ଜିବନ୍ ଲକ୍ହଃକା ତର୍ ଜଃଜ୍ମାନ୍ କଃରେଦ୍; ବାପା ହିଲାମଃନ୍କେ ତାର୍ ସଃତ୍ ଜାଣାୟ୍ଦ୍।
ମାୟ୍ଜି ଟକି ନିଜାର୍ ଗଃର୍ବ୍ ଜାତ୍ ହିଲାକେ ଲାଡ୍ ନଃକେରି କି ନିଜାର୍ ଦୁଦ୍ କାତା ହିଲାକେ ହାସ୍ରି ଜଃଉଁ ହାରେ? ହେଁ ଏମଃନ୍ ହାସ୍ରି ଜଃଉଁ ହାର୍ତି, ଅୟ୍ଲେକ୍ହେଁ ତୁମିକେ ହାସ୍ରି ନାହାରି। ଦଃକା, ମୁଁୟ୍ ନିଜାର୍ ଆତେ ତୁମାର୍ ରୁହ୍ ଲେକି ଆଚି; ତୁମିକେ କଃବେ ହାସ୍ରି ନଃଜାୟ୍।
ତଃବେ ମୁଁୟ୍ ଅଃନାୟ୍ଲେ ଆର୍ ଜାୟ୍ କଃରି ନେତାମଃନ୍କେ ଆର୍ ମୁଳିକାମଃନ୍କେ ଆର୍ ସଃବୁ ଲକ୍ମଃନ୍କେ କୟିଲେ, "ତୁମିମଃନ୍ ସେମଃନକେ ଡିରା ନାୟ୍; ମାପୁର୍କେ ଏତୁକଃରା, ସେ ଅଃଉଁଲା ବଃଡ୍ ଆର୍ ମାୟ୍ନ୍ଲକ୍, ଆର୍ ତୁମିମଃନ୍ ନିଜାର୍ ନିଜାର୍ ବାୟ୍ମଃନାର୍, ହିଲାମଃନାର୍ ଆର୍ ଟକିମଃନାର୍, ନିଜାର୍ ନିଜାର୍ ଡକୁର୍ଦିମଃନାର୍ ଆର୍ ଗଃରାର୍ ହାଁୟ୍ ଜୁଜ୍ କଃରା।"
ମର୍ ହିଲାମଃନ୍ ଜେ ସଃତେ ରଃୟ୍ ଜିବନ୍ କାଟୁଲାୟ୍ ବଃଲି ସୁଣ୍ଲେକ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ନ୍ଦ୍ ।
ମର୍ ହିଲାମଃନ୍ ଜେ ସଃତେ ରଃୟ୍ ଜିବନ୍ କାଟୁଲାୟ୍ ବଃଲି ସୁଣ୍ଲେକ୍ ମୁଁୟ୍ ବଃଡେ ସଃର୍ଦା ଅୟ୍ନ୍ଦ୍ ।