Família
A família é a primeira instituição criada por Deus. Ele a projetou para ser escola de amor, fé e formação de caráter. A Bíblia honra a família e nos ensina a cuidar dela.
Eu e minha casa
Eu e minha casa serviremos ao Senhor. A família que serve a Deus juntos permanece unida e fortalecida em todas as circunstâncias.
ସେମଃନ୍ କୟ୍ଲାୟ୍, "ମାପୁର୍ ଜିସୁ ତଃୟ୍ ବିସ୍ୱାସ୍ କଃର୍ ତଃନ୍ଅୟ୍ଲେକ୍ ତୁମି ଗଃରାର୍ ସଃବୁ ଲକ୍ ହାହେ ହୁଣି ମୁକ୍ଳାସ୍ ।"
Criar os filhos
Instrui a criança no caminho em que deve andar. O lar é a primeira escola de fé e obediência.
ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
ତୁମାର୍ ହିଲାକେ ଟିକ୍ ରଃସ୍ତାୟି ଜଃଉଁକେ ସିକ୍ୟା ଦିଆସ୍ ; ତଃବେ ସେ ବୁଡା ଅୟିଲେକ୍ ହେଁ ବଃଲ୍ ବାଟ୍ ଜାୟିଦ୍।
ଏ ମଃର୍ ହ, ତୁମାର୍ ଉବାଦିର୍ ଗିଆନାର୍ ସିକ୍ୟା ସୁଣା ଆର୍ ତୁମାର୍ ଆୟ୍ଦିର୍ ଆଦେସ୍ ଦୁର୍ କଃରାନାୟି। କାୟିତାକ୍ବଃଲେକ୍ ସେରି ତୁମାର୍ ଗିନେ ଆସିର୍ବାଦାର୍ ମୁଣ୍ଡେ ହିନ୍ଦ୍ତା ମୁକୁଟ୍ ହର୍ ଆର୍ ତୁମାର୍ ଗଃଳାର୍ ମାଳିହର୍ ଅୟିଦ୍।
ଦାରି ବିରୁଦେ ଜାଗ୍ରତ୍
ଏ ମର୍ ହ, ତୁମି ଉବାର୍ ଆଦେସ୍ ମାନା ଆର୍ ନିଜାର୍ ଆୟାର୍ ଆଦେସ୍ ଚାଡାନାୟ୍।
ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପୁରାର୍ ଗୁଣ୍ ଆର୍ ସିକ୍ୟା ଦଃୟି ବାଡାଉଆ ।
ଆରେକ୍ ଏ ଆୟା ଉବାମଃନ୍, ନିଜାର୍ ନିଜାର୍ ହିଲାମଃନ୍କେ ରିସା କଃରା ନାୟ୍, ମଃତର୍ ସେମଃନ୍କେ ମାପୁରାର୍ ଗୁଣ୍ ଆର୍ ସିକ୍ୟା ଦଃୟି ବାଡାଉଆ ।
ଆୟା ଉବା ଆର୍ ହିଲାମଃନ୍
ଏ ହିଲାମଃନ୍, ମାପୁରାର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟିଆଚେ ।
Honrar e amar
Honra teu pai e tua mãe. A família funciona com perdão, paciência e amor incondicional entre todos os seus membros.
ତୁମି ନିଜାର୍ ଉବା ଆର୍ ଆୟାକେ ମାୟିନ୍ କଃରା; ତଃବେ ତୁମର୍ ମାପୁର୍ ଇସ୍ୱର୍ ତୁମିକ୍ ଜୁୟି ଦେସ୍ ଦଃୟ୍ଦ୍, ସେ ଦେସେ ତୁମି ବୁତେକ୍ ଦିନ୍ ହଃତେକ୍ ବାଚୁ ହାରାସ୍,
ତୁମି ନିଜାର୍ ଉବା ଆର୍ ଆୟାକେ ମାୟିନ୍ କଃରା; ତଃବେ ତୁମର୍ ମାପୁର୍ ଇସ୍ୱର୍ ତୁମିକ୍ ଜୁୟି ଦେସ୍ ଦଃୟ୍ଦ୍, ସେ ଦେସେ ତୁମି ବୁତେକ୍ ଦିନ୍ ହଃତେକ୍ ବାଚୁ ହାରାସ୍,
ଆୟା ଉବାକ୍ ମାନ୍ତି କଃରା, ଆରେକ୍ ତୁମାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’"
ଚାଡ୍ ହଃତାର୍ ଦେତା କଃତା
ଜିସୁ ଇ ସଃବୁ କଃତା କୟ୍ ସଃର୍ଲା ହଃଚେ, ଗାଲିଲି ତଃୟ୍ହୁଣି ଲେଉଟି ଜର୍ଦନ୍ ଗାଡାର୍ ସେହାଟି ରେତା ଜିଉଦା ରାଇଜ୍ ହାକ୍ ହଚ୍ଲା । ଆରେକ୍ ଗାଦେକ୍ ଲକ୍ ତାର୍ ହଃଚେ ହଃଚେ ଗଃଳାୟ୍, ଆର୍ ସେତି ସେ ରଗିମଃନ୍କେ ଉଜ୍ କଃଲା ।
ସଃଡେବଃଳ୍ ପାରୁସିମଃନ୍ ଜିସୁର୍ ଚଃମେ ଆୟ୍ଲାୟ୍ ଆର୍ ତାକ୍ କଃଟ୍ହାଳ୍ କଃରି ହଃଚାର୍ଲାୟ୍, "କାୟ୍ତାର୍ ଗିନେ ହେଁ ଅଃହ୍ଣାର୍ ମାୟ୍ଜିକେ ମସାର୍ ବିଦି ହଃର୍କାରେ କାୟି ଚାଡୁକ୍ ଅୟ୍ଦ୍ ?"
ଜିସୁ କୟ୍ଲା, "ତୁମିମଃନ୍ କାୟିରି ଦଃର୍ମ୍ ସାସ୍ତର୍ ନଃହଳାସ୍ ? ରାଜି ଉବ୍ଜାୟ୍ଲା ମାପୁର୍ ଆଗେହୁଣି ସେମଃନ୍କେ ଅଃଣ୍ଡ୍ରା ଆର୍ ଟକି କଃରି ତିଆର୍ କଃରିଆଚେ । ଆର୍ କୟ୍ଲା, ‘ଇତାର୍ ଗିନେ ମାନାୟ୍ ଆୟାଉବାକ୍ ଚାଡେଦ୍ ଆର୍ ଅଃହ୍ଣାର୍ ମାୟ୍ଜି ଟାଣେ ମଃନ୍ ଦଃୟଃଦ୍ ଆର୍ ଦୁୟ୍ ଲକ୍ ଗଟେକ୍ ଅଃଉତି ।’ ଇତାକ୍ ସେମଃନ୍ ଆର୍ ବିନ୍ ନଃଉତି, ମଃତର୍ ଗଟେକ୍ ଅଃଉତି; ବଃଲେକ୍ ଜାୟ୍ରି ଇସ୍ୱର୍ ମିସାୟ୍ ଆଚେ, ମାନାୟ୍ ସେରି ଅଃଲ୍ଗା ଅଃଲ୍ଗା ନଃକେର ।"
ପାରୁସିମଃନ୍ ତାକ୍ ହଃଚାର୍ଲାୟ୍, "ତଃବେ ମସା କାୟିତାକ୍ ଚାଡ୍ହଃତାର୍ ଲେକି ଦଃୟି ମାୟ୍ଜିକେ ଚାଡୁକ୍ ଆଦେସ୍ ଦଃୟି ଆଚେ ?"
ଜିସୁ ସେମଃନ୍କେ କୟ୍ଲା, "କାୟିତାକ୍ବଃଲେକ୍ ମସା ତୁମିମଃନାର୍ ଅଃଟୁଆ ମଃନ୍ ଦଃକିକଃରି ତୁମିମଃନାର୍ ଅଃହ୍ଣା ଅଃହ୍ଣାର୍ ମାୟ୍ଜିକେ ଚାଡୁକ୍ କୟ୍ଲା, ମଃତର୍ ଆଗ୍ତୁ ହୁଣି ସେନ୍କାର୍ ନଃରିଲି । ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ଜୁୟି ଲକ୍ ଅଃହ୍ଣାର୍ ମାୟ୍ଜିକେ, ଦାରି ଦଃସ୍ ଚାଡି ବିନ୍ କଃତାର୍ ଗିନେ ଚାଡ୍ ହଃତାର୍ ଦଃୟଃଦ୍ ଆର୍ ଆରେକ୍ ଗଟେକ୍ ମାୟ୍ଜିକେ ସଃଙ୍ଗାୟ୍ଦ୍ ସେ ଦାରିକାମ୍ କଃରେଦ୍ ।"
ଚେଲାମଃନ୍ ଜିସୁକେ କୟ୍ଲାୟ୍, "ମାୟ୍ଜି ସଃଙ୍ଗ୍ ଅଃଣ୍ଡ୍ରାର୍ ଜଦି ଇରଃକମ୍ ବିସୟ୍ ଆଚେ, ତଃବେ ବିବା କଃଉତାର୍ ନିକ ନାୟ୍ ।"
ମଃତର୍ ଜିସୁ ସେମଃନ୍କେ କୟ୍ଲା, "ସଃବୁ ଲକ୍ ଇ କଃତା ମାନୁ ନଃହାର୍ତି, ମଃତର୍ ଜୁୟି ଲକ୍ମଃନ୍କେ ସଃକ୍ତି ଦିଆ ଅୟିଆଚେ, ସେମଃନ୍ ହଃକା କଃରୁ ହାର୍ତି । କାୟିତାକ୍ବଃଲେକ୍ କେଏ କେଏ ଆୟ୍ସିର୍ ହେଟେହୁଣି ବେଜୁ ଅୟି ଜଃଲମ୍ ଅୟି ଆଚ୍ତି, ଆର୍ କେଏ କେଏ ମାନାୟ୍ ତଃୟ୍ହୁଣି ବେଜୁ କଃରାଜାୟ୍ ଆଚ୍ତି, ଆରେକ୍ କେଏ କେଏ ସଃର୍ଗ୍ ରାଇଜ୍ ଗିନେ ଅଃହ୍ଣା ଅଃହ୍ଣାକ୍ ବେଜୁ କଃରି ଆଚ୍ତି । ଜୁୟି ଲକ୍ ଇରି କଃରୁ ହାରେ, ସେ କଃର ।"
ଜିସୁ ସାନ୍ ହିଲାମଃନ୍କେ ଆସିର୍ବାଦ୍ କଃଲା
ଜିସୁ ଜଃନ୍କଃରି ସାନ୍ ହିଲାମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ପାର୍ତ୍ନା କଃରେଦ୍, ଇତାର୍ ଗିନେ ଲକ୍ମଃନ୍ ତାର୍ ଚଃମେ ସାନ୍ ସାନ୍ ହିଲାମଃନ୍କେ ଆଣ୍ଲାୟି, ମଃତର୍ ଚେଲାମଃନ୍ ଆଣ୍ତା ଲକ୍ମଃନ୍କେ ଦଃକାଦିଲାୟ୍ । ମଃତର୍ ଜିସୁ କୟ୍ଲା, "ସାନ୍ ହିଲାମଃନ୍କେ ଚାଡି ଦିଆସ୍, ସେମଃନ୍କେ ମର୍ ଚଃମେ ଆସୁକ୍ ମଃନା କଃରା ନାୟ୍, କାୟିତାକ୍ବଃଲେକ୍ ସଃର୍ଗ୍ ରାଇଜ୍ ଇରଃକମ୍ ଲକ୍ମଃନାର୍ ।"
ଆର୍ ଜିସୁ ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃରି ସେତିହୁଣି ବାରାୟ୍ ଗଃଲା ।
ଗଟେକ୍ ମାଜନ୍ ବେଣ୍ଡ୍ୟା
ଆର୍ ଗଟ୍ ମାଜନ୍ ଦଃଙ୍ଗ୍ଳା ଜିସୁର୍ ଚଃମେ ଆସି ହଃଚାର୍ଲା, "ଏ ସଃତ୍ ଗୁରୁ, ଅଃମ୍ବର୍ ଜିବନ୍ ହାଉଁକ୍ ମୁଁୟ୍ କାୟି ନିକ କାମ୍ କଃରିନ୍ଦ୍ ?"
ଜିସୁ ତାକ୍ କୟ୍ଲା, "ନିକ ବିସୟେ ମକ୍ କାୟିତାକ୍ ହଃଚାରୁଲି ? ଇସ୍ୱର୍ ହଃକା ସଃତ୍, ମଃତର୍ ତୁୟ୍ ଜଦି ଅଃମ୍ବର୍ ଜିବନ୍ ହାଉଁକେ ମଃନ୍ କଃରୁଲିସ୍, ତଃବେ ଇସ୍ୱରାର୍ ବିଦି ସଃବୁ ମାନ୍ ।"
ସେ ଜିସୁକେ ହଃଚାର୍ଲା, "କାୟି କାୟି ରଃକମ୍ ବଲ୍ ?"
ଜିସୁ ତାକ୍ କୟ୍ଲା, "ଇରିମଃନ୍, ‘ନଃର୍ ମାରା ନାୟ୍, ଦାରିକାମ୍ କଃରା ନାୟ୍, ଚରି କଃରାନାୟ୍, ମିଚ୍ ସାକି ଦିଆସ୍ ନାୟ୍ । ଆୟା ଉବାକ୍ ମାନ୍ତି କଃରା, ଆରେକ୍ ତୁମାର୍ ହାକିହଃଳ୍ସାକେ ଅଃହ୍ଣାକ୍ ଲାଡ୍ କଃଲା ହର୍ ଲାଡ୍ କଃରା ।’"
ସେ ବେଣ୍ଡ୍ୟା ମାନାୟ୍ ଜିସୁକେ କୟ୍ଲା, "ଇରିମଃନ୍ ମୁଁୟ୍ ସଃବୁ କଃରି ଆସୁଲେ, ମର୍ ଆର୍ କାୟିରି କଃରୁକେ ବାକି ଆଚେ ?"
ଜିସୁ ତାକ୍ କୟ୍ଲା, "ଜଦି ତୁୟ୍ ହୁରୁଣ୍ ଅଃଉଁକେ ମଃନ୍ କଃରୁଲିସ୍, ତଃବେ ଜାୟ୍କଃରି ଅଃହ୍ଣାର୍ ସଃର୍ନେ ଦଃନ୍ ବିକିକଃରି କାୟିରି ନୟ୍ଲା ଲକ୍ମଃନ୍କେ ଦାନ୍ କଃରି ଦେସ୍, ଆର୍ ତୁୟ୍ ସଃର୍ଗେ ଦଃନ୍ ହାଉସି; ତାର୍ହଃଚେ, ମର୍ ହଃଚେ ହଃଚେ ଆଉ ।"
ମଃତର୍ ଇ କଃତା ସେ ବେଣ୍ଡ୍ୟା ସୁଣ୍ଲା, ଆର୍ ମଃନ୍ ଦୁକ୍କଃରି ବାରାୟ୍ ଗଃଲା, ବଃଲେକ୍ ତାର୍ ଜଃବର୍ ଦଃନ୍ ରିଲି ।
ସେତାକ୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାଜନ୍ ଲକ୍ କଃଡେ କଃସ୍ଟେ ସଃର୍ଗ୍ ରାଇଜେ ଜାୟ୍ଦ୍ । ଆରେକ୍ ଗଟ୍ତର୍ ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଗଟ୍ ମାଜନ୍ ଲକ୍ ଇସ୍ୱରାର୍ ରାଇଜେ ଜାତା ବାଟା, ସୁତ୍ଲିର୍ କାଣାବାଟ୍ ଅୟି ଉଟ୍ ଚିଙ୍ଗୁଳ୍ତାର୍ ଉସାସ୍ ।"
ଚେଲାମଃନ୍ ଇରି ସୁଣ୍ଲାୟ୍ ଆର୍ କାବା ଅୟି କୟ୍ଲାୟ୍, "ତଃବେ କେଏ ହାହେହୁଣି ନିଜ୍କେ ବଚାଉ ହାରେ ?"
ଜିସୁ ସେମଃନ୍କେ ଦଃକି କୟ୍ଲା, "ଇରି ମାନାୟ୍ କଃରୁ ନଃହାରେ ମଃତର୍ ଇସ୍ୱର୍ ସଃବୁ କଃରୁହାରେ ।"
ପିତର୍ ଜିସୁକେ କୟ୍ଲା, "ଦଃକ୍, ଅଃମିମଃନ୍ ସଃବୁ ଚାଡିକଃରି ତର୍ ହଃଚେ ହଃଚେ ଆସି ଆଚୁ, ଅଃମିମଃନ୍ ତଃବେ କାୟିରି ହାଉନ୍ଦ୍ ?"
ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ତୁମିମଃନ୍କେ ସଃତ୍ କଃରି କଃଉଁଲେ, ନଃଉଆଁ ଜୁଗ୍ ଆୟ୍ଲେକ୍ ଜଃଡେବଃଳ୍ ନଃରାର୍ ହୟିସି ଅଃହ୍ଣାର୍ ଜଃଜ୍ମାନ୍ ସିଙ୍ଗାସଣ୍ ତଃୟ୍ଁ ବଃସେଦ୍, ସଃଡେବଃଳ୍ ମର୍ ହଃଚେ ହଃଚେ ଆସି ଆଚାସ୍, ତୁମିମଃନ୍ ହେଁ ବାରଗଟ୍ ସିଙ୍ଗାସଣେ ବଃସିକଃରି ଇସ୍ରାଏଲାର୍ ବାର ବଃଉଁସ୍ ଉହ୍ରେ ରାଜ୍ କଃରାସ୍ । ଆରେକ୍ ଜୁୟି ଲକ୍ ମର୍ ନାଉ ଗିନେ ଗଃର୍, ବାୟ୍, ବେଣି, ଉବା, ଆୟା, ହିଲା, କି ବୁୟ୍ଁ ଚାଡେଦ୍ ସେ ସଏ ଗୁଣ୍ ଅଃଦିକ୍ ଆସିର୍ବାଦ୍, ଆର୍ ଅଃମ୍ବର୍ ଜିବନ୍ ହାୟ୍ଦ୍ । ମଃତର୍ ହଃର୍ତୁ ରିଲା କଃତେକ୍ ଲକ୍ ହଃଚେ ଅଃଉତି ଆର୍ ହଃଚେ ରିଲା କଃତେକ୍ ଲକ୍ ହଃର୍ତୁ ଅଃଉତି ।"
ଆର୍ ସଃବୁର୍ ହାଁୟ୍ ଦଃୟାକାରି ଅଃଉଆ, ଆର୍ କଃଉଁଣା ମଃନ୍ ଅଃଉଅ ଆର୍ କ୍ରିସ୍ଟର୍ ଗିନେ ଇସ୍ୱର୍ ତୁମିମଃନ୍କେ ଜଃନ୍କଃରି ଅଃଡେକ୍ ନିକ କେମା କଃରି ଆଚେ ତୁମିମଃନ୍ହେଁ ସେନ୍କଃରି ସଃବ୍କେ କେମା କଃରା ।
ମଃତର୍ ଇରି ତୁମିମଃନାର୍ ଗିନେ ହେଁ ଦଃର୍କାର୍, ସଃବୁ ଅଃଣ୍ଡ୍ରା ନିଜାର୍ ମାୟ୍ଜିକ୍ ଜିବନ୍ ହର୍ ଲାଡ୍ କଃର, ଆର୍ ସଃବୁ ମାୟ୍ଜିମଃନ୍ ନିଜାର୍ ଅଃଣ୍ଡ୍ରାକେ ମାନ୍ତି କଃର ।
ଇସ୍ୱର୍କେ ଲାଡ୍ କଃରୁଲେ ବଃଲି କୟ୍କଃରି ଜଦି କେଏ ବିସ୍ୱାସି ବାୟ୍ବେଣିକେ ଗିଣ୍ କଃରେଦ୍ ତଃନ୍ଅଲେ ସେ ମିଚୁଆ, ତଃବେ ଜୁୟି ବାୟ୍କ୍ ଦଃକୁଲା, ଜଦି ତାକେ ଲାଡ୍ ନଃକେରେ, ତଃବେ ଜୁୟି ଇସ୍ୱର୍କେ ସେ ନଃଦେକେ, ତାକ୍ ଲାଡ୍ କଃରୁ ନାହାରେ ।
Cuidar da família
Quem não cuida dos seus negou a fé. A família é responsabilidade sagrada — prover, proteger e abençoar é mandamento divino.
ମଃତର୍ ଜଦି କେଏ ଅଃହ୍ଣାର୍ ଗଃରାର୍ ନିଜାର୍ ଗଃର୍ କୁଟୁମାର୍ ଜଃତୁନ୍ ନଃନେୟ୍, ସେ ବିସ୍ୱାସାର୍ କଃତା ନଃମାନି ଆଚେ, ଆର୍ ସେ ଅବିସ୍ୱାସି ତଃୟ୍ହୁଣି ଅଃଦିକ୍ ହାହି ।
ମଃତର୍ ଜଦି କେଏ ଅଃହ୍ଣାର୍ ଗଃରାର୍ ନିଜାର୍ ଗଃର୍ କୁଟୁମାର୍ ଜଃତୁନ୍ ନଃନେୟ୍, ସେ ବିସ୍ୱାସାର୍ କଃତା ନଃମାନି ଆଚେ, ଆର୍ ସେ ଅବିସ୍ୱାସି ତଃୟ୍ହୁଣି ଅଃଦିକ୍ ହାହି ।
ମଃତର୍ ଜଦି ଗଟ୍ ରାଣ୍ଡିର୍ ହଇସିଜିସି କି ନାତିନାତ୍ଣି ରେତି, ତଃବେ ସେମଃନ୍ ହଃର୍ତୁ ନିଜାର୍ ଗଃରାର୍ କୁଟୁମାର୍ ଲକ୍କେ ମାୟ୍ନ୍ କଃରୁକେ ଆର୍ ଆୟ୍ସି ଉବାସିମଃନ୍କେ ଲେଉଟି ଉହ୍କାର୍ କଃରୁକେ ସିକତ୍ । କାୟିତାକ୍ବଃଲେକ୍ ଇରି ତ ଇସ୍ୱରାର୍ ଆକାୟ୍ ନିକ ।
ବିସ୍ୱାସି ବିତ୍ରେ ଦଃଳ୍ ବାଗ୍ ଅଃଉତାର୍
ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଜଃନ୍କଃରି ତୁମିମଃନ୍ ଗଟ୍ କଃତା କଃଉଆ, ଆର୍ ତୁମିମଃନ୍କାର୍ ବିତ୍ରେ ଦଳ୍ବାଗ୍ ନଃଉଅ, ମଃତର୍ ତୁମିମଃନ୍କେ ଗଟେକ୍ ମଃନେ ଗଟେକ୍ ବିଚାରେ ମିସା ।
Unidade familiar
A coroa dos velhos são os filhos dos filhos. O casamento, os filhos e a comunhão familiar são bênçãos de Deus.
ହୟ୍ସିମଃନାର୍ ହଃୟ୍ସିମଃନ୍ ବୁଡା ଲକାର୍ ମୁକୁଟ୍ , ଆର୍ ହୟ୍ସିମଃନାର୍ ଜଃଜ୍ମାନ୍ ସେମଃନାର୍ ଉବାସିମଃନ୍।
ହୟ୍ସିମଃନାର୍ ହଃୟ୍ସିମଃନ୍ ବୁଡା ଲକାର୍ ମୁକୁଟ୍ , ଆର୍ ହୟ୍ସିମଃନାର୍ ଜଃଜ୍ମାନ୍ ସେମଃନାର୍ ଉବାସିମଃନ୍।
ସଃଙ୍ଗାର୍ ଲକ୍ ସଃବୁବଃଳ୍ ଲାଡ୍ କଃରେଦ୍ , ଆର୍ ବାୟି ବିବ୍ତି କାଳାର୍ ଗିନେ ଜାତ୍।
ଜେ ଅଃନେକ୍ ମିତ୍ର କଃରେଦ୍ ସେ ନିଜାର୍ ନାସ୍ କଃରୁକେ ସେରି କଃରେଦ୍; ମଃତର୍ ଗଟେକ୍ ଲାଡ୍କାରି ଆଚେ ଜେ ବାଇ ତଃୟିହୁଣି ଅଃଦିକ୍ ଲଃଗେ ଲାଗିକଃରି ରଃୟିଦ୍।
ନିଜାର୍ ମିତ୍ର ଆର୍ ବାପାର୍ ମିତ୍ରକେ ଚାଡାନାୟି ; ଆର୍ ତୁମାର୍ ବିବ୍ତି ଦିନେ ନିଜାର୍ ବାଇର୍ ଗଃରେ ଜଃହାନାୟି; ଦୁରିରିଲା ବାଇତଃୟିହୁଣି ଲଃଗେ ରିଲା ହଃଳ୍ସା ଲକ୍ ନିକ।
ଏ ମର୍ ହଅ, ତର୍ ହୁର୍ଦୟ୍ ସିକିତ୍ ଅୟିଲେକ୍ , ମର୍ ବେସିକଃରି ମର୍ ମଃନ୍ ସଃର୍ଦା ଅୟିଦ୍।
ଦଃର୍ମିର୍ ଉବାସି ଅଃଦିକ୍ ସଃର୍ଦା କଃରେଦ୍,ଗିଆନି ହିଲା ଜଃଲମ୍କଃଲା ଉବାସି ସେ ହିଲାର୍ ଗିନେ ସଃର୍ଦାଅୟ୍ ଗଃର୍ବ୍ କଃରେଦ୍।
ସଲ୍ମନାର୍ ବଃଲ୍ସିକ୍ୟା
ସଲ୍ମନାର୍ ବଃଲ୍ସିକ୍ୟା। ଗିଆନ୍ ରିଲା ହିଲା ଉବାସିର୍ ସଃର୍ଦା ଆଣେଦ୍; ମଃତର୍ ଅଗିଆନି ହୟ୍ସି ଆୟ୍ସିର୍ ଦୁକାର୍ ବିସୟ୍ ଅୟିଦ୍।
ହଃଦାୟି ତୁମାର୍ କାମ୍ ସଃଜାଉଆ,ଜଃମିୟେ ସେରି ନିଜାର୍ ଗିନେ କଃରା , ତାର୍ ହଃଚେ ନିଜାର୍ ଗଃର୍ ବାନ୍ଦା।
ଲଃବିଲକ୍ ନିଜାର୍ ଲକ୍କେ ଦୁକ୍ ଦଃୟିଦ୍, ମଃତର୍ ଜୁୟ୍ଲକ୍ ଲାଞ୍ଚ୍ ମାଗୁକେ ଗୁର୍ନା କଃରେଦ୍ ସେ ବାଚେଦ୍।
ନିଜାର୍ ଗଃରାର୍ଲକେ ଜେ ଦୁକ୍ ଦଃୟିଦ୍, ସେ ବାଉହର୍ ଅଃଦିକାର୍ ହାୟିଦ୍; ଆରେକ୍ ମୁର୍କ୍ ଲକ୍ ଗିଆନିର୍ ଗତିଦଙ୍ଗ୍ଡ଼ା ଅୟିଦ୍।
Casamento e família
O homem deixará pai e mãe e se unirá à sua mulher. A família começa no casamento — aliança sagrada diante de Deus.
ଇତାର୍ ଗିନେ ମାନାୟ୍ ନିଜାର୍ ଆୟା ଉବାକେ ଚାଡି ଅଃହ୍ଣାର୍ ମାୟ୍ଜି ସଃଙ୍ଗ୍ ଜତାୟ୍ ରଃୟ୍ଦ୍, ଆର୍ ସେମଃନ୍ ଗଟେ ଗଃଗାଳ୍ ଅଃଉତି।
ଆରେକ୍ ଇସ୍ୱର୍ ସେମଃନ୍କେ ଆସିର୍ବାଦ୍ କଃଲା; ଆର୍ ସେମଃନ୍କେ କୟ୍ଲା, "ହଅ ହିଲା ଜାତ୍ କଃରା ଆର୍ ବୁତେକ୍ ବଃଉଁସ୍ ଅଃଉଆ, ଆର୍ ହୁର୍ତିବିକେ ହୁର୍ନ୍କଃରି ନିଜାର୍ ତଃଳ୍ୟା କଃରା ଆର୍ ହାଣିୟେ ବାଚ୍ତା ମାଚ୍ମଃନ୍ ଆର୍ ଉହ୍ରେ ଉଡ୍ତା ଚେଳେମଃନ୍ ଆର୍ ବୁୟେଁ ରାଙ୍ଗ୍ତା ଜଃତୁମଃନାର୍ ଉହ୍ରେ ଅଃଦିକାର୍ କଃରା।"
ବେଳ୍ ତଃଳେ ମାପୁର୍ ତୁମିକେ କଃରାପ୍ ଜିବନ୍କାଳ୍ ଜଃତେକ୍ ଦିନ୍ ଦଃୟ୍ଆଚେ, ତୁମାର୍ ସେ କଃରାପ୍ ଜିବନ୍କାଳାର୍ ସଃବୁ ଦିନ୍ ତୁମାର୍ ଲାଡାର୍ ଡକୁର୍ଦି ସଃଙ୍ଗ୍ ସଃର୍ଦାୟ୍ ରିଆ; କାୟତାକ୍ବଃଲେକ୍ ଜିବନ୍ ବିତ୍ରେ ଆର୍ ବେଳ୍ ତଃଳେ ତୁମି ଜୁଣ୍ କଃସ୍ଟ କଃରିଆଚାସ୍, ସେ କଃସ୍ଟ ବିତ୍ରେ ଇରି ହଃକା ତୁମାର୍ ବାଗ୍।
ମଃତର୍ ହୁର୍ତିବିର୍ ଉବ୍ଜାଣାର୍ ତଃୟ୍ହୁଣି ଇସ୍ୱର୍ ସେମଃନ୍କେ ଅଃଣ୍ଡ୍ରା ଆର୍ ଟକିକଃରି ହାଜ୍ଲା ଆଚେ । ଇତାର୍ ଗିନେ ଗଟ୍ ମାନାୟ୍ ଆୟ୍ସି ଉବାସିକ୍ ଚାଡି ଦୁୟ୍ଲକ୍ ଗଟେକ୍ ଗଃଗାଳ୍ ଅଃଉତି । ଇତାକ୍ ସେମଃନ୍ ଆର୍ ଜଳେକ୍ ଗଃଗାଳ୍ ନୟ୍, ମଃତର୍ ଗଟେକ୍ ଗଃଗାଳ୍ ଅଃଉତି । ଇସ୍ୱର୍ ଜାୟ୍ରି ମିସାୟ୍ ଆଚେ, ମାନାୟ୍ ସେରି ବିନ୍ବିନ୍ ନଃକେର ।"
ଇତାକ୍ ତୁମିମଃନ୍ କଃରାପ୍ ଅୟିଲେକ୍ ହେଁ, ଜଃବେ ଅଃହ୍ଣା ଅଃହ୍ଣାର୍ ହିଲାମଃନ୍କେ ନିକ ନିକ ଦାନ୍ ଦେଉଁକେ ଜାଣାସ୍, ତଃବେ ଜୁୟି ଉବା ସଃର୍ଗେହୁଣି ଦାନ୍ କଃରେଦ୍, ସେ ତାର୍ ଚଃମେ ମାଗ୍ତା ଲକ୍ମଃନ୍କେ କଃତେକ୍ ଅଃଦିକ୍ ପବିତ୍ର ଆତ୍ମା ନଃଦେୟ୍ ।"
ମାୟ୍ଜି ଟକି ନିଜାର୍ ଗଃର୍ବ୍ ଜାତ୍ ହିଲାକେ ଲାଡ୍ ନଃକେରି କି ନିଜାର୍ ଦୁଦ୍ କାତା ହିଲାକେ ହାସ୍ରି ଜଃଉଁ ହାରେ? ହେଁ ଏମଃନ୍ ହାସ୍ରି ଜଃଉଁ ହାର୍ତି, ଅୟ୍ଲେକ୍ହେଁ ତୁମିକେ ହାସ୍ରି ନାହାରି। ଦଃକା, ମୁଁୟ୍ ନିଜାର୍ ଆତେ ତୁମାର୍ ରୁହ୍ ଲେକି ଆଚି; ତୁମିକେ କଃବେ ହାସ୍ରି ନଃଜାୟ୍।
ଏ ଲାଡାର୍ ବାୟ୍ବେଣିମଃନ୍ ଅଃବେ ଅଃମିମଃନ୍ ଇସ୍ୱରାର୍ ହିଲାମଃନ୍ ଆର୍ ଅଃମିମଃନ୍ କଃନ୍ ଅଃଉଁନ୍ଦ୍ ସେରି ଅଃବେ ହଃତେକ୍ ଜାଣା ନଃହେଳେତା ଅଃମିମଃନ୍ ଜାଣୁଲୁ ଜେ, ସେ ଜଃଡେବଃଳ୍ ଆସେଦ୍ ସଃଡେବଃଳ୍ ଅଃମିମଃନ୍ ତାର୍, ହର୍ ଅଃଉଁନ୍ଦ୍, ବଃଲେକ୍ ସେ ଜଃନ୍କାର୍ ଅଃମିମଃନ୍ ସେନ୍ହର୍ ତାକ୍ ଦଃକୁନ୍ଦ୍ ଆର୍ ଜେ କେଏ ତାର୍ ଟାଣେ ଇ ବଃର୍ସା କଃଲା ଆଚେ ଇସ୍ୱର୍ ଜଃନ୍କାର୍ ପବିତ୍ର, ସେ ସେନ୍ କଃରି ଅଃହ୍ଣାକ୍ ପବିତ୍ର କଃର ।