Filho de Deus
Jesus é o Filho de Deus — a revelação suprema do Pai. Nele habita toda a plenitude da divindade e por Ele temos acesso ao Pai, à salvação e à vida eterna.
A revelação do Filho
O Filho é o resplendor da glória de Deus. Quem vê o Filho vê o Pai. Jesus é a imagem perfeita do Deus invisível.
ସେ ତାର୍ ଜଃଜ୍ମାନାର୍ ଉଜାଳ୍ ଆର୍ ତାର୍ ଗ୍ୟାନାର୍ ମୁର୍ତି, ସେ ଅଃହ୍ଣାର୍ ସଃକାତ୍ ହୁର୍ନ୍ କଃତା ଦଃୟି ସଃବୁ ବିସୟ୍ ଦଃରେଦ୍, ଆରେକ୍ ହାହ୍ କେମା କଃଲା ହଃଚେ ସଃର୍ଗାର୍ ଇସ୍ୱରାର୍ କାତା କୁଚି ବାଟ୍ୟା ବଃସିଆଚେ ।
ସେ ଜୁୟି ଇସାବେ ସଃର୍ଗ୍ ଦୁତ୍ମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉଁଆର୍ ଅଃଦିକାରି ଅୟିଆଚେ, ସେ ଇସାବେ ସେ ସେମଃନାର୍ ତଃୟ୍ହୁଣି ଅଃଦିକ୍ ବଃଡ୍ ଅୟିଆଚେ ।
ଆର୍ ସେ ବଃଚନ୍ ନଃର୍ ମାନାୟ୍ ଅୟ୍ଲା, ଆର୍ ଦଃୟା ଆର୍ ସଃତ୍ ସଃଙ୍ଗ୍ ହୁରୁଣ୍ ଅୟି ଅଃମାର୍ ବିତ୍ରେ ବାସା କଃଲା; ଆର୍ ଉବାର୍ ତଃୟ୍ହୁଣି ଆୟ୍ଲା ଗଟେକ୍ ବଃଲି ହୟ୍ସିର୍ ଜଃଜ୍ମାନ୍ ହାୟ୍ରିଲା ହର୍ ତାର୍ ଜଃଜ୍ମାନ୍ ଦଃକ୍ଲୁ ।
କେହେଁ କଃବେ ଇସ୍ୱର୍କେ ନଃଦେକେ, ମଃତର୍ ତାର୍ ସଃଙ୍ଗ୍ ରିଲା ତାର୍ ଗଟେକ୍ ବଃଲି ନିଜାର୍ ହୟିସି ତାକ୍ ଜାଣାୟି ଆଚେ ।
ଜିସୁ ସେମଃନ୍କେ କୟ୍ଲା, "ମର୍ ଉବା ସଃବୁବଃଳ୍ କାମ୍ କଃରୁଲା, ଆର୍ ମୁୟ୍ ହେଁ କଃରୁଲେ ।"
ଇ କଃତା ସୁଣି ଜିଉଦି ଲକ୍ମଃନ୍ ଜିସୁକେ ମଃର୍ନେ ମାରୁକ୍ କୁଟ୍ କଃରୁକେ ଦଃର୍ଲାୟ୍; ବଃଲେକ୍ ଜିସୁ ବିସାଉଁଣି ବାରାର୍ ବିଦି ମାନ୍ତି ନଃରିଲା, ସେରି ହଃକା ନାୟ୍, ମଃତର୍ ଜିସୁ ଇସ୍ୱର୍କେ ନିଜାର୍ ଉବା ବଃଲି କୟ୍ ନିଜ୍କେ ଇସ୍ୱର୍ ସଃଙ୍ଗ୍ ସଃମାନ୍ କଃର୍ତି ରିଲା ।
Confissão e fé
Tu és o Cristo, o Filho do Deus vivo! Quem confessa que Jesus é o Filho de Deus, Deus permanece nele.
ତାର୍ହଃଚେ ଜିସୁ କାଇସରିଆ ପିଲିପି ଗଃଳେ ଆସି ଅଃହ୍ଣାର୍ ଚେଲାମଃନ୍କେ ହଃଚାର୍ଲା, "ନଃରାର୍ ହୟିସି କେଏ ବଃଲି ଲକ୍ମଃନ୍ କାୟିରି କଃଉଁଲାୟ୍ ?"
ଇତାକ୍ ସେମଃନ୍ କୟ୍ଲାୟ୍, "କେଏ କେଏ କଃଉଁଲାୟ୍, ବାପ୍ତିସମ୍ ଦେତା ଜହନ୍, କେଏ କେଏ ଏଲିୟ, ଆରେକ୍ କେଏ କେଏ ଜିରିମିୟ ଆର୍ ବାବ୍ବାଦିମଃନାର୍ ବିତ୍ରେ ଗଟେକ୍ ।"
ଜିସୁ ସେମଃନ୍କେ ହଃଚାର୍ଲା, "ମଃତର୍ ମୁଁୟ୍ କେଏ ବଃଲି ତୁମିମଃନ୍ କାୟିରି କଃଉଁଲାସ୍ ?"
ସିମନ୍ ପିତର୍ କୟ୍ଲା, "ତୁୟ୍ କ୍ରିସ୍ଟ, ଜିବନ୍ ଇସ୍ୱରାର୍ ହୟିସି ।"
ଜିସୁ ବାପ୍ତିସମ୍ ଅୟି ଜାଣାୟି ହୁଣି ବାରାୟ୍ଲା, ଆର୍ ସଃର୍ଗ୍ ଉଗାଳି ଅୟ୍ଲି, ଆରେକ୍ ସେ ଇସ୍ୱରାର୍ ଆତ୍ମାକ୍ ହାଣ୍ଡ୍କା ହର୍ ଅୟି ତାର୍ ଉହ୍ରେ ଉତ୍ରି ଆସ୍ତାର୍ ଦଃକ୍ଲା । ଆର୍ ସଃଡେବଃଳ୍ ସଃର୍ଗେ ହୁଣି ଗଟେକ୍ କଃତା ସୁଣା ଅୟ୍ଲି, "ଏ ଅଃମାର୍ ଲାଡାର୍ ହଅ, ଆର୍ ତଃୟ୍ ଅଃମି ବଃଡେ ସଃନ୍ମତ୍ ।"
ଜେ ଜିସୁକେ ଇସ୍ୱରାର୍ ହୟିସି ବଃଲି ମାନେଦ୍ ଇସ୍ୱର୍ ତାର୍ ତଃୟ୍ ଆଚେ ଆର୍ ସେ ଇସ୍ୱରାର୍ ତଃୟ୍ ଆଚେ ।
ଇରି ହଃକା ଇସ୍ୱରାର୍ ଲାଡ୍ ଅଃମାର୍ ତଃୟ୍ ଜାଣା ହଃଳିଆଚେ ଜେ, ଇସ୍ୱର୍ ଅଃହ୍ଣାର୍ ଗଟେକ୍ବଃଲି ହୟ୍ସିକେ ଜଃଗତେ ହଃଟାୟ୍ଲା, ଜଃନ୍କଃରିକି ଅଃମିମଃନ୍ ଜିସୁର୍ ଗିନେ ଅଃମାର୍ ଜିବନ୍ ହାଉନ୍ଦ୍ । ଅଃମିମଃନ୍ ଜେ, ଇସ୍ୱର୍କେ ଲାଡ୍ କଃଲୁ ସେରି ନଃୟ୍, ମଃତର୍ ସେ ଅଃମିମଃନ୍କେ ଲାଡ୍ କଃଲା, ଆରେକ୍ ଅଃହ୍ଣାର୍ ହୟ୍ସିକେ ଅଃମିମଃନାର୍ ହାହ୍ ବୟ୍ନେଉଁକେ ହଃଟାୟ୍ଲା ଇତି ଇସ୍ୱରାର୍ ଲାଡ୍ ଜାଣାହଃଳୁଲି ।
ଜେ ହାହ୍ କଃରେଦ୍ ସେ ସୟ୍ତାନ୍ ତଃୟ୍ହୁଣି ଜାତ୍ ବଃଲେକ୍ ସୟ୍ତାନ୍ ଆରୁମେ ହୁଣି ହାହ୍ କଃରି ଆସୁଲି । ସୟ୍ତାନାର୍ କାମ୍କେ ନାସ୍ କଃରୁକେ ତ ଇସ୍ୱରାର୍ ହୟିସି ଆୟ୍ଲା ।
ଜେ ହୟ୍ସିକ୍ ହାୟ୍ଁ ଆଚେ, ସେ ଜିବନ୍ ହାୟ୍ଁ ଆଚେ; ଜେ, ଇସ୍ୱରାର୍ ହୟ୍ସିକେ ନଃହାୟ୍, ସେ ଜିବନ୍କେ ହେଁ ନଃହାୟ୍ ।
Vida no Filho
Deus enviou seu Filho ao mundo para que vivêssemos por Ele. O Filho dá vida, julga e reconcilia os pecadores com o Pai.
ବଃଲେକ୍ ଇସ୍ୱର୍ ଜଃଗତ୍କେ ଅଃତେକ୍ ଲାଡ୍ କଃଲା ଜେ ସେ ଅଃହ୍ଣାର୍ ଗଟେକ୍ ବଃଲି ହୟ୍ସିକ୍ ଦାନ୍ ଦିଲା, ଜଃନ୍କଃରି ଜେହେଁ ତାକେ ବିସ୍ୱାସ୍ କଃରେଦ୍ ସେ ନଃସ୍ଟ୍ ନୟ୍ ସେ ଅଃମ୍ବର୍ ଜିବନ୍ ହାୟ୍ଦ୍ ।
ଜଃନ୍କଃରି ଉବା ମଃଲା ଲକେ ଉଟାୟ୍ ସେମଃନ୍କେ ଜିବନ୍ କଃରେଦ୍, ସେରଃକମ୍ ହୟିସି ହେଁ ଜାକେ ମଃନ୍ କଃରେଦ୍ ତାକ୍ ଜିବନ୍ ଦଃୟ୍ଦ୍ । ଆର୍ ଉବାସି ହେଁ କାର୍ ବିଚାର୍ ନଃକେରେ, ମଃତର୍ ସଃବୁ ଲକ୍ ଜଃନ୍କଃରି ଉବାକ୍ ଜଃଜ୍ମାନ୍ କଃରୁଲାୟ୍, ସେରଃକମ୍ ହୟ୍ସିକ୍ ହେଁ ମାନ୍ତି କଃର୍ତି, ସେତାର୍ ଗିନେ ହୟ୍ସିକ୍ ସଃବୁ ରଃକମାର୍ ବିଚାର୍ କଃର୍ତା ଅଃଦିକାର୍ ଦଃୟ୍ଆଚେ । ସେବାନ୍ୟା ଅୟିଲେକ୍ ଉବା ଜଃନ୍କଃରି ମାନ୍ତି ହାଉଁଲା, ହୟିସି ହେଁ ସେନ୍କାର୍ ସଃବ୍କାର୍ ତଃୟ୍ହୁଣି ମାନ୍ତି ହାୟ୍ଦ୍; ଜେ ହୟ୍ସିକ୍ ମାୟ୍ନ୍ ନଃକେରେ, ସେ ତାକ୍ ହଃଟାୟ୍ରିଲା ଉବାସିକ୍ ହେଁ ମାନ୍ତି ନଃକେରେ ।"
ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ଜଃଡେବଃଳ୍ ମଃଲା ଲକ୍ମଃନ୍ ଇସ୍ୱରାର୍ ହୟ୍ସିର୍ ଟଣ୍ଡ୍ ସୁଣ୍ତି, ଆର୍ ଜୁୟି ଲକ୍ମଃନ୍ ସୁଣ୍ତି ସେମଃନ୍ ଜିବନ୍ ହାଉତି, ଅଃନ୍କା ବେଳା ଆସୁଲି ଆର୍ ସେ ବେଳା ଅଃବେ ହେଁ ଆୟ୍ଲିନି । ବଃଲେକ୍ ଉବା ଜଃନ୍କଃରି ନିଜେ ଜିବନ୍, ସେରଃକମ୍ ହୟ୍ସିକ୍ ହେଁ ନିଜେ ଜିବନାର୍ ମୁଳ୍ ଅଃଉଁକେ ଦଃୟ୍ଆଚେ ।
ମଃତର୍ ଜଃତେକ୍ ଲକ୍ ତାକ୍ ଦଃର୍ଲାୟ୍, ବଃଲେକ୍ ତାର୍ ନାଉଁଏ ସଃତ୍ କଃଲାୟି ସେମଃନ୍କେ ସେ ଇସ୍ୱରାର୍ ହିଲା ଅଃଉଁକେ ଅଃଦିକାର୍ ଦିଲା । ସେମଃନ୍ ବଃନିତଃୟ୍, ଗଃଗାଳାର୍ ଇଚାୟ୍ କି ମାନାୟ୍ର୍ ଇଚାୟ୍ ଜଃଲମ୍ ନଃଉତି, ମଃତର୍ ଇସ୍ୱରାର୍ ଇଚାୟ୍ ଜଃଲମ୍ ଅୟ୍ଲାୟ୍ ।
ମୁୟ୍ଁ ଆର୍ ଜିବନେ ନାୟ୍, ମଃତର୍ କ୍ରିସ୍ଟ ମର୍ ତଃୟ୍ ଜିବନ୍ଆଚେ; ଆରେକ୍ ମୁୟ୍ଁ ଗଃଗାଳେ ରଃୟ୍ ଅଃବେ ଜୁୟି ଜିବନ୍ ଚାଲ୍ଚାଲ୍ତି, ସେରି ବିସ୍ୱାସେ ଇସ୍ୱରାର୍ ଜୁୟି ହୟିସି ମକେ ଲାଡ୍କଃରି ମର୍ ଗିନେ ଅଃହ୍ଣାକ୍ ହୁଜା ଦିଲା, ତାର୍ ତଃୟ୍ ବିସ୍ୱାସ୍ କଃରି ବଚୁଲେ ।
ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟି ମସାର୍ ବିଦିର୍ ତଃଳେ ଅୟ୍ଲା । ଜଃନ୍କଃରି ସେ ମଲ୍ ଦଃୟି ମସାର୍ ବିଦି ତଃଳାର୍ ଲକ୍ମଃନ୍କେ ମୁକ୍ଳାୟ୍ଦ୍, ଆରେକ୍ ଅଃମିମଃନ୍ ହୟ୍ସିର୍ ଅଃଦିକାର୍ ହାଉନ୍ଦ୍ ।
ଆର୍ ତୁମିମଃନ୍ ହୟିସି ଜିସି, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ ଚଃମେ ହୁଣି ନିଜାର୍ ହୟ୍ସିର୍ ଆତ୍ମାକେ ଅଃମିମଃନାର୍ ମଃନେ ହଃଟାୟ୍ଲା, ସେ ପବିତ୍ର ଆତ୍ମା ମିସି ଉବା ମର୍ ଉବା ବଃଲି କୁଦ୍ତି ।
ବଃଲେକ୍ ଅଃମିମଃନ୍ ଇସ୍ୱରାର୍ ସଃତ୍ରୁ ରିଲାବଃଳ୍ ଜଦି ଇସ୍ୱରାର୍ ସଃଙ୍ଗ୍ ତାର୍ ହୟ୍ସିର୍ ମଃର୍ନ୍ ତଃୟ୍ ମିସ୍ତାର୍, ତଃବେ ଇରି ଅଃଦିକ୍ ସଃତ୍ ଜେ ଅଃମିମଃନ୍ ମିସିକଃରି କ୍ରିସ୍ଟର୍ ଜିବନେ ମୁକ୍ତି ହାଉନ୍ଦ୍ ।
କାୟିତାକ୍ବଃଲେକ୍ ଅଃମିମଃନ୍କାର୍ ଗିନେ ଗଟେକ୍ ହିଲା ଜଃଲମ୍ ଅୟିଆଚେ, ଅଃମିକେ ମାପୁର୍ ଗଟେ ହିଲା ଦଃୟିଆଚେ ଆର୍ ତାର୍ କଃନ୍ଦେ ସଃବୁଲକାର୍ ଦାୟିତାର୍ ବଜ୍ ବୟିଦ୍; ଆରେକ୍ ତାର୍ ନାଉ କାବାକଃରୁ, ମଃତ୍ରି, ସଃକ୍ତିକାରି ମାପୁର୍, ଜୁଗ୍ଜୁଗ୍ ରେତା ଉବା, ସାନ୍ତିର୍ ରଃଜା ଅୟିଦ୍।