Fim do mundo
A Bíblia fala sobre o fim do mundo como evento certo e definitivo. Céus e terra passarão, mas as palavras de Jesus jamais passarão. A questão não é se, mas quando.
Os céus passarão
Os céus e a terra passarão, mas as palavras de Jesus permanecerão para sempre. O mundo presente é temporário.
ଅଃଗାସ୍ ଆର୍ ହୁର୍ତିବି ନଃସ୍ଟ୍ ଅୟ୍ଦ୍, ମଃତର୍ ମର୍ କଃତା କଃବେ ନଃସ୍ଟ୍ ନୟେ ।"
"ମଃତର୍ ସେ ଦିନାର୍ ଡଃଣ୍ଡ୍ ହଃଚେ, ସେଦାହ୍ରେ ବେଳ୍ ଅଃନ୍ଦାର୍ ଅୟ୍ଦ୍ ଆର୍ ଜଃନ୍ ଉଜାଳ୍ ନଃଦେୟ୍, ତାରାମଃନ୍ ସଃର୍ଗେ ହୁଣି ଅଦୁର୍ତି ଆର୍ ଅଃଗାସାର୍ ସଃବୁ ସଃକ୍ତିମଃନ୍ ଏଣେ ତେଣେ ଅଃଉତି ।
"ମଃତର୍ ସେ କଃବେ ଆସେଦ୍, ସେ ଦିନ୍ ଆର୍ ବେଳା କେଏ ନଃଜାଣ୍ତି, ସଃର୍ଗାର୍ ଦୁତ୍ମଃନ୍ କି ହୟିସି ହେଁ ନଃଜାଣେ, ମଃତର୍ ସଃର୍ଗାର୍ ଉବା ହଃକା ଏକ୍ଲା ଜାଣେଦ୍ ।
"ମଃତର୍ ସେ ଦିନ୍ କି ବେଳା କଃବେ ଆସେଦ୍ ସେରି କେଏ ହେଁ ନଃଜାଣ୍ତି; ସଃର୍ଗାର୍ ଦୁତ୍ମଃନ୍ କି ନଃରାର୍ ହୟିସି ହେଁ ନଃଜାଣେ, ମଃତର୍ ମର୍ ସଃର୍ଗାର୍ ଉବା ଏକ୍ଲା ହଃକା ଜାଣି ଆଚେ ।
O dia do Senhor
O dia do Senhor virá como ladrão. Os céus passarão com grande estrondo, e os elementos se dissolverão no fogo.
ମାପୁରାର୍ ଦିନ୍ ଚର୍ ହର୍ ହଚେଦ୍ । ସେ ଦିନ୍ ଅଃଗାସ୍ ମଃଣ୍ଡଳ୍ ବଃଡେ ସଃବଦ୍ ସଃଙ୍ଗ୍ ନାସ୍ ଅୟ୍ଦ୍, ଆର୍ ଉବୁଜ୍ଲାର୍ ବଃଡେ ତାହାତାର୍ ଗିନେ ତଃର୍ଲି ଜାୟ୍ଦ୍ ଆର୍ ହୁର୍ତି ଆର୍ ସେତିର୍ ଆସ୍ତି ସଃବୁ ହଡି ଜାୟ୍ଦ୍ ।
ଆର୍ ଅଃବେ ଆଚ୍ତାର୍ ଅଃଗାସ୍ ମଃନ୍ଣ୍ଡଳ୍ ଆର୍ ହୁର୍ତିବି ସେ ବାକ୍ୟ ହଃର୍କାରେ ହାହି ଲକ୍ମଃନାର୍ ବିଚାର୍ ଆର୍ ନାସାର୍ ଦିନ୍ ହଃତେକ୍ ଜୟ୍ର୍ ଗିନେ ଆଚେ । ଜୁୟ୍ଦିନ୍ ଅଃଦଃର୍ମିମଃନ୍ ବିଚାରେ ନାସ୍ ଅଃଉତି ।
ସେ ଦିନାର୍ ଆସ୍ତାର୍ ଜାଗିକଃରି, ସେରି ଜଃନ୍କଃରି ବେଗି ଆସେଦ୍, ଇତାର୍ ଗିନେ ତୁମିମଃନ୍ କଃନ୍କଃରି ସଃବୁବଃଳ୍ ନିକ ଗୁଣାର୍ ଆର୍ ଦଃର୍ମି ଅଃଉତା ଲଳା । ଇ ସଃବୁ ବିସୟ୍ ଇରଃକମ୍ ନାସ୍ ଅଃଉତାର୍ ଗିନେ, ଇସ୍ୱରାର୍ ଜୁୟି ଦିନ୍ ଅଃଗାସ୍ ମଃଣ୍ଡଳ୍ ଜୟ୍ଲାଗି ଆଜିଜାୟ୍ଦ୍ ଆର୍ ଉବ୍ଜାଣ୍ ଅଇଲାର୍ ସଃବୁ ବଃଡେ ତଃହାତେ ତଃର୍ଲି ଜାୟ୍ଦ୍,
ମଃତର୍ ଏ ବାୟ୍ବେଣିମଃନ୍, ଇ ସଃବୁ କଃତା କଃବେ ଆର୍ କଃନ୍କା ବେଳାୟ୍ ଗଃଟେଦ୍, ଇ କଃତା ତୁମିମଃନ୍କେ କାୟିରି ଲେକି ଜାଣାଉଁକ୍ ଲଳା ନାୟ୍ । କାୟିତାକ୍ବଃଲେକ୍ ରାତିଆ ଚର୍ ଆୟ୍ଲି ହର୍ ମାପୁରାର୍ ଦିନ୍ ଜେ ଆସେଦ୍, ଇରି ତୁମିମଃନ୍କେ ନିକକଃରି ଜାଣା । ଜଃଡେବଃଳ୍ ଲକ୍ମଃନ୍ "ସୁସ୍ତା ଆର୍ କାୟି ବିପ୍ତି ନାୟ୍" ବଃଲି କଃଉତି ରେତି, ସଃଡେବଃଳ୍ ଆଙ୍ଗେ ରିଲା ମାୟ୍ଜିର୍ ହିଲା ଜଃଲମ୍ କଃର୍ତା ଦୁକା ହର୍ ଦାପେ ସେମଃନାର୍ ଉହ୍ରେ ବିପ୍ତି ଆସେଦ୍, ଆର୍ ସେମଃନ୍ କଃନ୍କଃରି ହେଁ ବଚୁ ନଃହାର୍ତି । ମଃତର୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃନ୍ଦାରେ ବାସା ନଃକେରାସ୍, ତଃବେ ସେ ଦିନ୍ ତୁମିମଃନାର୍ ଲଃଗେ ଜଃଜ୍କ୍ଣେ ଚର୍ ଆୟ୍ଲା ହର୍ ଆସି ହଚେଦ୍ । କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁଲକ୍ ଉଜାଳ୍ ଆର୍ ଦିନାର୍ ହିଲାମଃନ୍ । ଅଃମିମଃନ୍ ରାତି କି ଅଃନ୍ଦାରାର୍ ହିଲାମଃନ୍ ନୟ୍ ।
ମଃତର୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃନ୍ଦାରେ ବାସା ନଃକେରାସ୍, ତଃବେ ସେ ଦିନ୍ ତୁମିମଃନାର୍ ଲଃଗେ ଜଃଜ୍କ୍ଣେ ଚର୍ ଆୟ୍ଲା ହର୍ ଆସି ହଚେଦ୍ । କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁଲକ୍ ଉଜାଳ୍ ଆର୍ ଦିନାର୍ ହିଲାମଃନ୍ । ଅଃମିମଃନ୍ ରାତି କି ଅଃନ୍ଦାରାର୍ ହିଲାମଃନ୍ ନୟ୍ । ତଃବାର୍ଗିନେ ଆସା, ଅଃମିମଃନ୍ ବିନ୍ ଲକାର୍ ହର୍ ନିଦୟ୍ ନଃକେରି, ଜଃଗ୍ରାତ୍ ରଃୟ୍ ଚେତ୍ନା ରେଉଁଆଁ । ତଃବେ ଜୁୟି ଲକ୍ମଃନ୍ ନିଦଉତି, ସେମଃନ୍ ରାତିୟା ନିଦଉତି, ଆର୍ ଜୁୟି ଲକ୍ମଃନ୍ ମଃଦ୍ କାୟି ମାତ୍ତି, ସେମଃନ୍ ରାତିୟା ମଃଦ୍ କାୟି ମାତ୍ତି । ମଃତର୍ ଆସା, ଅଃମିମଃନ୍ ଦିନାର୍ ହିଲାମଃନ୍, ତଃବାର୍ଗିନେ ବିସ୍ୱାସ୍ ଆର୍ ଲାଡାର୍ ବୁକ୍ହାଟା ହିନ୍ଦୁଆଁ, ଆର୍ ହାହେ ହୁଣି ମୁକ୍ତି ହାଉତା ବଃର୍ସାର୍ ଟହ୍ରି ମୁଣ୍ଡେ ହିନ୍ଦି ଚେତ୍ନା ରେଉଁଆ । କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ତାର୍ କହାର୍ ଲକ୍ ଅଃଉଁକେ ନଃବାଚି, ଅଃମିମଃନ୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାହେହୁଣି ମୁକ୍ଳୁକ୍ ବାଚି ଆଚେ ।
Destruição e renovação
O Dia do Senhor trará juízo sobre os ímpios, mas também novos céus e nova terra onde habita a justiça.
ଜାଣା, ଦେସ୍ ବଃସମ୍ କଃରୁକ୍ ଆର୍ ସେତି ଟାଣୁ ହାହିମଃନ୍କେ ନାସ୍ କଃରୁକ୍ ଇସ୍ୱର୍ ଆସ୍ତା ଦିନ୍ ବୟଙ୍କାର୍ ଅୟ୍ଦ୍; ସେ ରିସା ଆର୍ ଅଃପର୍ବଳ୍ ରିସା ଅୟି ଆସୁଲା।
ମେଣ୍ଡାହିଲା ଚଅ ଲଃମ୍ବର୍ ମୁଦ୍ରା ବାଙ୍ଗାଉତା ବଃଳ୍ ମୁୟ୍ଁ ଦଃକ୍ଲେ, ଦଃର୍ତି ଲଃଦ୍ବଃଦ୍ଲି, ବେଳ୍ ରଃମ୍ତଃୟ୍ ତିଆର୍ ଅୟ୍ଲା ଚାଦର୍ ହର୍ କଃଳିଆ ଅୟ୍ଲି ଆର୍ ଜଃନ୍ ହୁରାହୁରି ବଃନି ରଃଙ୍ଗ୍ ଅୟ୍ଲି । ଜଃବର୍ ବାଉର୍ ବଃଳେ ଡୁମ୍ବୁର୍ ଗଃଚାର୍ ନାହାକ୍ତା ହଃଳ୍ସଃବୁ ଜଃନ୍କଃରି ଅଦ୍ରେଦ୍, ସେବାନ୍ୟା ଅଃଗାସାର୍ ତାରାସଃବୁ ହୁର୍ତିୟେ ଅଦୁର୍ଲାୟ୍ ।
ସେତାକ୍ ସଃବୁ ଜଃଗତ୍କେ ଟକଃତାର୍, ଦିଆବଳ୍ ଆର୍ ସୟ୍ତାନ୍ ନାଉଁଏ ଡାକ୍ ହୁଟ୍ଲା ସେ ବଃଡ୍ ସାହ୍, ସେ ହଃର୍ନା ନାଗ୍, ସେ ଅଃହ୍ଣାର୍ ଦୁତ୍ମଃନାର୍ ସଃଙ୍ଗ୍ ହୁର୍ତି ତଃୟ୍ ହଃକାୟ୍ ଅୟ୍ଲି ।
"ଆରେକ୍ ବେଳ୍, ଜଃନ୍ ତାରାମଃନାର୍ ତଃୟ୍ ଚିନା ଦଃକାଜାୟ୍ଦ୍ ଆର୍ ହୁର୍ତିବିଜାକ ଲକ୍ ମଃନାର୍ ବିତ୍ରେ ବିପ୍ତି ଗଃଟେଦ୍; ସଃମ୍ନ୍ଦ୍ ଆର୍ ଉଲାଳାର୍ ଗଃର୍ଜାଣେ ସେମଃନାର୍ ବୁଦି ବାଣା ଅୟ୍ଦ୍ । ଆରେକ୍ ହୁର୍ତିବି ଉହ୍ରେ ଆସ୍ତି ରିଲା ଗଃଟ୍ଣା ମଃନ୍ ଡିରିକଃରି ଲକ୍ମଃନ୍ ମୁର୍ଚା ହର୍ ଅଃଉତି, ବଃଲେକ୍ ଅଃଗାସ୍ ଉହ୍ରାର୍ ସଃକ୍ତିମଃନ୍ ଜଃତ୍କଃତ୍ ଅଃଉତି ।
ମଃତର୍ ଜଃନ୍କଃରି ଇ ସଃବୁ ଆଗ୍ତୁ ଗଃଟ୍ଣା ତଃୟ୍ହୁଣି ବଚୁକେ ଆର୍ ନଃରାର୍ ହୟିସି ଚଃମେ ଟିଆ ଅଃଉଁକେ ହାରାସ୍ ଇତାକ୍ ସଃବୁ ବଃଳ୍ ଗଃଉଆରି କଃରି ଜାଗି ରିଆ ।"
ସଃରାସଃରି ହଃଚେ ମୁୟ୍ ଗଟେକ୍ ନଃଉଆଁ ଅଃଗାସ୍ ଆର୍ ନଃଉଆଁ ହୁର୍ତି ଦଃକ୍ଲେ । ହଃର୍ନା ଅଃଗାସ୍, ହଃର୍ନା ହୁର୍ତି ନଃସ୍ଟ୍ ଅୟ୍ରିଲି, ଆର୍ ସଃମ୍ନ୍ଦ୍ ନଃରିଲି । ଆର୍ ଗଟେକ୍ ପବିତ୍ର ଗଃଳ୍, ନଃଉଆଁ ଜିରୁସାଲମ୍, କଃନ୍ୟା ବେସେ ତିଆର୍ ଅୟି ସଃର୍ଗାର୍ ଇସ୍ୱରାର୍ ତଃୟ୍ହୁଣି ହୁର୍ତି ଉହ୍ରେ ଉତୁର୍ତାର୍ ଦଃକ୍ଲେ । ଆରେକ୍ ସଃର୍ଗାର୍ ସିଙ୍ଗାସଣେ ହୁଣି ଗଟେକ୍ ସଃବ୍ଦ୍ ଆୟ୍ଲି, "ଅଃବେ ଇସ୍ୱରାର୍ ବାସା କଃର୍ତା ଟାଣ୍ ମାନାୟ୍ମଃନାର୍ ତଃୟ୍ ଆଚେ, ସେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେମଃନ୍ ତାର୍ ନିଜାର୍ ଲକ୍ ଅଃଉତି । ଇସ୍ୱର୍ ନିଜେ ସେମଃନାର୍ ସଃଙ୍ଗ୍ ବାସା କଃରେଦ୍ ଆର୍ ସେ ସେମଃନାର୍ ଇସ୍ୱର୍ ଅୟ୍ଦ୍ । ଇସ୍ୱର୍ ସେମଃନାର୍ ଆକିର୍ ସଃବୁ ଆସୁ ହୁଚି ଦଃୟ୍ଦ୍ । ମଃର୍ନ୍, ଦୁକ୍, କାନ୍ଦ୍ତାର୍ କି ଦୁକା ଆରେକ୍ ନଃରେୟ୍ । ସଃବୁ ହଃର୍ନା ବିସୟ୍ ନାସ୍ ଅୟିଆଚେ ।"
ସିଙ୍ଗାସଣ୍ ଉହ୍ରେ ବଃସ୍ଲା ଲକ୍ କୟ୍ଲା, "ହେଁ ମୁୟ୍ ସଃବୁ ବିସୟ୍ ନଃଉଆଁ କଃରିଆଚି ।" ଆରେକ୍ ସେ ମକ୍ ଆଦେସ୍ ଦିଲା, "ଇ ସଃବୁ କଃତା ଲେକ୍, କାୟିତାକ୍ବଃଲେକ୍ ଇରି ସଃତ୍ ଆର୍ ବିସ୍ୱାସାର୍ ଜୟ୍ଗ୍ ।"