Irrepreensível
Ser irrepreensível não é ser perfeito — é viver com integridade diante de Deus e dos homens. A Bíblia nos chama a buscar uma vida reta, pura e sem manchas visíveis de hipocrisia.
O padrão divino
Deus é perfeito e chama seus filhos à integridade. A palavra de Deus é purificada e Ele é escudo dos que caminham na retidão.
ସେ ସଃତ୍ ଲକାର୍ ହାଁୟ୍ ସଃତ୍ ଗିଆନ୍ ଅରାୟିଦ୍, ସେ ସଃଜାଲକାର୍ ଗିନେ ଜାପଣ୍ ହର୍ ଅୟିଦ୍।
Buscar a perfeição em Cristo
Todos tropeçamos em muitas coisas, mas o alvo é a maturidade. Cristo é a fonte da salvação eterna para todos os que lhe obedecem.
ଜଃନ୍କାର୍ ଅଃମିମଃନ୍ ସଃବୁଲକ୍ ଗାଦେକ୍ କଃତାୟ୍ ଜଟ୍ୟାୟ୍ ଅଃଉଁନ୍ଦ୍ । ଜଦି କେଏ ତାର୍ କଃତାୟ୍ ବୁଲ୍ ନଃକେରେ, ତଃବେ ସେ ବଃଡେ ସିଦ୍ ମାନାୟ୍ ଆର୍ ସଃବୁ ଗଃଗାଳ୍କେ ହେଁ ସେ ଆୟ୍ତ୍ କଃରୁକେ ହାରେ ।
ଟୁରାହିଲା ଆର୍ ରାଣ୍ଡିମଃନ୍କେ ସେମଃନାର୍ ଦୁକାର୍ ବେଳାୟ୍ ଜଃତୁନ୍ ନେତାର୍ ଆରେକ୍ ଜଃଗତେ ହୁଣି ଅଃହ୍ଣାକ୍ ନିର୍ଦସି କଃରି ରଃକ୍ୟା କଃର୍ତାର୍, ଇରି ଅଃମାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ନିକ ଆର୍ ନିର୍ମୁଳ୍ ଦଃର୍ମ୍କାମ୍ ।
ସଃବୁ ନିକ ଦାନ୍ ଆର୍ ସଃବୁ ନିକ ବର୍ ସଃର୍ଗାର୍ ଉବାର୍ ତଃୟ୍ହୁଣି ଆସେଦ୍, ସେ ଅଃଗାସାର୍ ସଃବୁ ଉଜାଳ୍ମଃନ୍ ବେଳ୍, ଜଃନ୍, ତାରାମଃନ୍କେ ହାଜିଆଚେ ସେ ସଃବୁବଃଳ୍ ସଃମାନ୍ ରଃୟ୍ଦ୍ ।
ଇ ହଃର୍କାରେ ଇସ୍ୱର୍ ତାକେ ସିଦ୍ ମୁଳ୍ ଜାଜକ୍ ଅଃଉଁକେ ଜୟ୍ଗ୍ କଃଲା ଆରେକ୍ ସିଦ୍ ଅୟି ନିଜାର୍ କଃତା ମାନ୍ତା ଲକ୍ମଃନାର୍ ଗିନେ ସଃବୁ ଦିନାର୍ ଗିନେ ମୁକ୍ତି ଆଣିରିଲା;
ଜିସୁ ତାକ୍ କୟ୍ଲା, "ଜଦି ତୁୟ୍ ହୁରୁଣ୍ ଅଃଉଁକେ ମଃନ୍ କଃରୁଲିସ୍, ତଃବେ ଜାୟ୍କଃରି ଅଃହ୍ଣାର୍ ସଃର୍ନେ ଦଃନ୍ ବିକିକଃରି କାୟିରି ନୟ୍ଲା ଲକ୍ମଃନ୍କେ ଦାନ୍ କଃରି ଦେସ୍, ଆର୍ ତୁୟ୍ ସଃର୍ଗେ ଦଃନ୍ ହାଉସି; ତାର୍ହଃଚେ, ମର୍ ହଃଚେ ହଃଚେ ଆଉ ।"
Vida íntegra
Que a vossa alegria seja completa! Vivam em harmonia, sejam irrepreensíveis — transformados pela renovação da mente.
ମର୍ ସଃର୍ଦା ଜଃନ୍କଃରି ତୁମାର୍ ଲଃଗେ ରଃୟ୍ଦ୍, ଆର୍ ତୁମିମଃନାର୍ ସଃର୍ଦା ହୁରୁଣ୍ ଅୟ୍ଦ୍, ଇତାର୍ ଗିନେ ମୁୟ୍ ଇ ସଃବୁ କୟିଲେ ।
ଅଃବେ ହଃତେକ୍ ତୁମିମଃନ୍ ମର୍ ନାଉଁଏ କାୟିରି ନଃମାଗାସ୍; ଅଃବେହୁଣି ମାଗା, ତୁମିମଃନାର୍ ସଃର୍ଦା ଜଃନ୍କଃରି ହୁର୍ନ୍ ଅୟ୍ଦ୍, ସେତାର୍ଗିନେ ତୁମିମଃନ୍ ସେରି ହାଉଆସ୍ ।"
ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟିରି, ତାର୍ ଆକାୟ୍ କୁୟି ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ଏ ବାୟ୍ବେଣିମଃନ୍, ଅଃମିମଃନାର୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ମୁଁୟ୍ ତୁମିମଃନ୍କେ ଗଃଉଆରି କଃରୁଲେ, ଜଃନ୍କଃରି ତୁମିମଃନ୍ ଗଟ୍ କଃତା କଃଉଆ, ଆର୍ ତୁମିମଃନ୍କାର୍ ବିତ୍ରେ ଦଳ୍ବାଗ୍ ନଃଉଅ, ମଃତର୍ ତୁମିମଃନ୍କେ ଗଟେକ୍ ମଃନେ ଗଟେକ୍ ବିଚାରେ ମିସା ।
ଆର୍ ଇ ଗୁଣ୍ ଉହ୍ରେ ଲାଡ୍କେ ହୁଙ୍ଗ୍ରା, ଇରି ସଃବୁ ସିଦ୍ କଃରି ଗଟେକ୍ କଃରେଦ୍ ।
କ୍ରିସ୍ଟର୍ ଆତ୍ମା ସଃଙ୍ଗ୍ ମିସିରିଲାକେ ତୁମିମଃନ୍ ଜିବନେ ସଃକ୍ତି ହାୟ୍ଁ ଆଚାସ୍ ଆର୍ ତୁମାର୍ ଲାଡ୍ ତୁମିମଃନ୍କେ ଦୁକ୍ ହାସ୍ରାଉଁଲି । ତଃନ୍ଅଲେ ତୁମିମଃନ୍ ଗଟେକ୍ ମଃନେ ଗଟେକ୍ ଲାଡେ, ଏକ୍ ମଃନ୍ ଆର୍ ଏକ୍ ବାବ୍ନାକାରି ଅୟି ମର୍ ସଃର୍ଦା ହୁରା କଃରା ନିଜାର୍ ଲାବ୍ ହାଁୟ୍ କି ନିଜ୍କେ ଦଃକାୟ୍ ଅଃଉଁକେ କାୟି କାମ୍ କଃରା ନାୟ୍, ମଃତର୍ ତଃଳେହଃଳି ହଃତିଲକ୍ ବିନ୍ଲକେ ନିଜାର୍ ତଃୟ୍ହୁଣି ବଃଡ୍ ମଃନେ କଃରା । ହଃତି ଲକ୍ ଅଃହ୍ଣାର୍ କଃତାୟ୍ ହଃକା ଦିଆନ୍ ନଃଦେୟ୍ ବିନ୍ ଲକାର୍ କଃତା ହେଁ ଦିଆନ୍ ଦେଅ । କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
ସେ ଇସ୍ୱର୍ ଅୟି ହେଁ ଇସ୍ୱର୍ ସଃଙ୍ଗ୍ ସଃମାନ୍ ରେଉଁକେ
ନିଜାର୍ ହାୟ୍ଁ ଦଃରିରେତା କଃତା ବଃଲି ନଃବାବ୍ଲା,
ମଃତର୍ ନିଜାର୍ ଇଚା ହଃର୍କାରେ
ସଃବୁ ଚାଡିକଃରି ମାନାୟ ହର୍ ଗତିଦଃଙ୍ଗ୍ଳା ଅୟି
ଅଃହ୍ଣାକ୍ ମଲ୍ ଗଃଣିତା ନଃକେଲା ।
ଆରେକ୍ କ୍ରୁସେ ମଃର୍ତା ହଃତେକ୍ ହେଁ,
ମାୟ୍ନ୍କାରି ଅୟ୍କଃରି ଅଃହ୍ଣାକ୍ ସାନ୍ କଃଲା ।
ଇତାର୍ ଗିନେ ଇସ୍ୱର୍ ତାକେ ସଃବ୍କେ ଅଃଦିକ୍ ବଃଡ୍ କଃରି ଆଚେ,
ଆରେକ୍ ସଃବ୍କାର୍ ନାଉ ତଃୟ୍ହୁଣି ଅଃଦିକ୍ ବଃଡ୍ ନାଉ ଦିଲା ଆଚେ,
ଜଃନ୍କଃରି ସଃର୍ଗ୍, ମଃୟ୍ଚ୍,
ଆର୍ ହଃତାଳେ ରିଲା ହଃତି ଲକ୍
ଜିସୁର୍ ନାଉଁଏ ମୁଣ୍ଡିଆ ମାର୍ତି,
ଆରେକ୍, ଉବା ଇସ୍ୱରାର୍ ଜଃଜ୍ମାନାର୍ ଗିନେ
ହଃତି ଜିବ୍ ଜିସୁ କ୍ରିସ୍ଟ ମାପୁର୍ ବଃଲି କୟ୍ଦ୍ ।
ବଃଲେକ୍ ଏ ମର୍ ଲାଡାର୍ମଃନ୍, ଜଃନ୍କଃରି ତୁମିମଃନ୍ ସଃବୁ ବଃଳ୍ ମର୍ କଃତାମାନି ଆଚାସ୍, ମୁୟ୍ଁ ରିଲା ବଃଳ୍ କଃଲା ହର୍ ନୟ୍, ମଃତର୍ ଅଃବେ ମୁୟ୍ଁ ନୟ୍ଲା ବଃଳ୍ ହେଁ ଅଃଦିକ୍ ବିସ୍ୱାସେ ମର୍ କଃତା ମାନ୍ତାର୍ ଲଳା । ଆର୍ ତୁମାର୍ ମୁକ୍ତି ଅଃଉତାର୍ ଜଃନ୍କଃରି ହୁରା ଅୟ୍ଦ୍ ସେତାକ୍ ଡିରି କଃରି କାମ୍ କଃରା କାୟିତାକ୍ବଃଲେକ୍ ତୁମିମଃନ୍କେ ଇସ୍ୱରାର୍ ଇଚା ସାଦୁନ୍ କଃରୁକେ ମଃନ୍ କଃରୁକେ ଆର୍ ଜୟ୍ଗ୍ କଃରୁକେ ନିଜେ ତୁମାର୍ ବିତ୍ରେ କାମ୍ କଃରେଦ୍ ।
ବିରଦ୍ ଆର୍ ଗାଣେଞ୍ଜ୍ କଃତା କାଟାକାଟି ନଃୟ୍କଃରି ସଃବୁ କାମ୍ କଃରା । ଜଃନ୍କଃରି ତୁମିମଃନ୍ ନିର୍ଦସି ଆର୍ ନିର୍ମୁଳ୍ ଅୟି ଇ କଃରାପ୍ ବିନ୍ବାଟ୍ ଜାତା ବଃଉଁସ୍ ବିତ୍ରେ ଇସ୍ୱରାର୍ ଲିନ୍ଦା ନଃହାୟ୍ଲା ହିଲାମଃନ୍ ଅଃଉଆ, ସେମଃନାର୍ ବିତ୍ରେ ତୁମିମଃନ୍କେ ଜିବନାର୍ ବାକ୍ୟ ଦଃରି ଜଃଗତେ ଉଜାଳ୍ ହର୍ ଜାଣା ହଃଳୁଲାସ୍ । ବିନ୍ ଲକାର୍ ତଃୟ୍ ଜିବନ୍ କଃତା ପର୍ଚାର୍ କଃର୍ତା ବଃଳ୍ ତୁମି ଅଃଗାସ୍କେ ଉଜାଳ୍ କଃର୍ତାର୍ ତାରା ମଃନାର୍ ହର୍ ଉଜାଳ୍ ଅଃଉଆ । ତୁମିମଃନ୍ ଜଦି ଇରଃକମ୍ ଅଃଉଆସ୍ କ୍ରିସ୍ଟ ଆସ୍ତା ଦିନ୍ ତୁମିମଃନାର୍ ବିସୟେ ମୁୟ୍ଁ ଗଃର୍ବ୍ କଃରୁ ହାରି କାୟିତାକ୍ବଃଲେକ୍ ଇତି ଜାଣା ହଃଳେଦ୍ ମର୍ ସଃବୁ ଚେସ୍ଟା ଆର୍ କାମ୍ ହଲ୍ୟା ନାୟ୍ ।
ଇସ୍ୱରାର୍ ସେବାକାମେ ତୁମାର୍ ବିସ୍ୱାସ୍ ତୁମିମଃନ୍ ଗଟ୍ ହୁଜାହର୍ ସେବା କଃରୁକେ ମଃନ୍ ବିତ୍ରେ ଆସେଦ୍ । ଆର୍ ଜଦି ମର୍ ବଃନି ତୁମିମଃନାର୍ ବିସ୍ୱାସାର୍ ସେବାୟ୍ ସୁର୍ତା ହୁଜାକଃଲାର୍ ହର୍ ରଃକାୟ୍ ଅଃଉଁଲି, ତଃନ୍ଅଲେକ୍ ମୁୟ୍ଁ ସଃର୍ଦା କଃରୁଲେ ଆର୍ ତୁମାର୍ ସଃବୁଲକାର୍ ସଃଙ୍ଗ୍ ସଃର୍ଦା କଃରୁଲେ । ଆର୍ ସେରଃକମ୍ ତୁମିମଃନ୍ ହେଁ ସଃର୍ଦା କଃରା ଆର୍ ସେ ସଃର୍ଦାୟ୍ ମକ୍ ମିସାଉଆ ।
ମଃତର୍ ମୁୟ୍ଁ ତୁମିମଃନାର୍ ହାକ୍ ତିମତିକେ ବେଗି ହଃଟାୟ୍ନ୍ଦ୍ ବଃଲି ମାପୁର୍ ଜିସୁର୍ ତଃୟ୍ ଆସା କଃରୁଲେ, ଜଃନ୍କଃରି ତୁମିମଃନାର୍ ଅବୁସ୍ତା ଜାଣି ମୁଁୟ୍ ହେଁ ସାସ୍ କଃରିନ୍ଦ୍ । କାୟିତାକ୍ବଃଲେକ୍ ତାର୍ ମଃନ୍ ବାବ୍ ମର୍ ହର୍ ଆଚେ ଆର୍ ସେ ସଃତ୍କଃରି ତୁମାର୍ ହାୟ୍ଁ ଦିଆନ୍ ଦେଉଁଲା । ବଃଲେକ୍ ସଃବୁଲକ୍ ଜିସୁ କ୍ରିସ୍ଟର୍ ବିସୟ୍ ଚେସ୍ଟା ନଃକେରି ନିଜାର୍ ଲାବ୍ ଚେସ୍ଟା କଃର୍ତି । ତିମତି ତ ପରିକ୍ୟା ଜିତ୍ଲା ଲକ୍, ଇରି ତୁମିମଃନ୍ ଜାଣାସ୍; ହୟିସି ଉବାସିର୍ ସେବା କଃଲାହର୍ ସେ ତ ନିକ କବୁରାର୍ କାମେ ମର୍ ସଃଙ୍ଗ୍ ସେବା କଃରିରିଲା । ବଃଲେକ୍ ମକେ କାୟିରି ଗଃଟେଦ୍, ସେରି ଜାଣୁକେ ତାକେ ତର୍ହାକ୍ ହଃଟାୟ୍ନ୍ଦ୍ ବଃଲି ଆସା କଃରୁଲେ । ମଃତର୍ ମୁୟ୍ଁ ମାପୁରାର୍ ତଃୟ୍ ସଃତ୍ କଃରୁଲେ ମୁୟ୍ଁ ନିଜେ ହେଁ ତୁମାର୍ ହାକ୍ ବେଗି ଆସିନ୍ଦ୍ ।
ମଃତର୍ ମର୍ ବାୟ୍, ସଃଙ୍ଗ୍ଉଆଳି ସଃମାନ୍ ସଃଇନ୍ ଆର୍ ମର୍ ଅକେଟ୍ ଦୁର୍କାରି ତୁମିମଃନାର୍ ହଃଟାୟ୍ଲାର୍ ପେରିତ୍ ଆର୍ ସେବାକାରି ଏପାପ୍ରଦିତକେ ତୁମିମଃନାର୍ ହାକ୍ ହଃଟାଉଁକେ ମଃନେ ବାବୁଲେ । କାୟିତାକ୍ବଃଲେକ୍ ସେ ତୁମିମଃନ୍କେ ଦଃକୁକେ ବଃଡେମଃନ୍, ଆର୍ ସେ ମଃଳୁହଃଳି ଆଚେ ବଃଲି ତୁମିମଃନ୍ ସୁଣି ରିଲାକେ ତାର୍ ବଃଡେ ଦୁକ୍; ହେଁ, ସେ ମଃଲା ହର୍ ରିଲା, ମଃତର୍ ତାକେ ଇସ୍ୱର୍ ଦଃୟା କଃଲା, ଆର୍ ତାକେ ହଃକା ନାୟ୍, ମଃତର୍ ଜଃନ୍ ମର୍ ଉହ୍ରେ ହେଁ ଦୁକାର୍ ଉହ୍ରେ ଦୁକ୍ ନଃଗେଟେ ଇତାର୍ ଗିନେ ହେଁ ମକେ ଦଃୟା କଃଲା ସେତାକ୍ ତୁମିମଃନ୍କେ ଜଃନ୍କଃରି ଆରେକ୍ ଗଟ୍ତର୍ ଦଃକି ସଃର୍ଦା ଆର୍ ମର୍ ଦୁକା ଜଃନ୍କଃରି ଉଣା ଅୟ୍ଦ୍ ଇତାର୍ ଗିନେ ତାକେ ମୁୟ୍ଁ ହଃଟାଉଁକେ ଅଃଦିକ୍ ମଃନ୍କଃରୁଲେ । ତଃବେ ମାପୁରାର୍ ଗିନେ ଗଟେକ୍ କ୍ରିସ୍ଟ ବିସ୍ୱାସି ବାୟ୍ ହଃର୍କାରେ ତୁମିମଃନ୍ ତାକେ ସଃର୍ଦାୟ୍ ଦଃରା, ଆର୍ ଇରଃକମ୍ ଗୁଣ୍ବାନ୍ ଲକେ ମାୟ୍ନ୍ କଃରା । କାୟିତାକ୍ବଃଲେକ୍ ମର୍ ହାଁୟ୍ ତୁମିମଃନ୍ ଜୁୟି ଉହ୍କାର୍ ଦେଉଁ ନାହାର୍ଲାର୍ କ୍ରିସ୍ଟର୍ କାମାର୍ ସିଦ୍ ହାୟ୍ଁ ନିଜାର୍ ଜିବନ୍କେ ବିପ୍ତିଏ ହଃକାୟ୍ ମଃର୍ନ୍ ମୁଏଁ ହଃଳ୍ଲା ।
ଜଃଗ୍ରାତ୍, କୁୟି ଲକ୍ କାର୍ ନଃସ୍ଟ୍ ବାଦୁଲେ ନଃସ୍ଟ୍ ନଃକେର, ମଃତର୍ ତୁମିମଃନ୍କେ ସଃବୁବଃଳ୍ ନିଜାର୍ ନିଜାର୍ ବିତ୍ରେ ଆର୍ ସଃବୁ ଲକାର୍ ଉହ୍କାର୍ କଃରା ।