Jovens
Deus tem planos maravilhosos para os jovens. A Bíblia os convida a consagrar a juventude ao Senhor, crescer em sabedoria e ser exemplo para todos em fé, palavra, conduta e amor.
Ninguém despreze a tua mocidade
Paulo exortou Timóteo: sê exemplo dos fiéis na palavra, no procedimento, no amor, no espírito, na fé e na pureza.
ତର୍ ଦଃଙ୍ଗ୍ଳା ବଃଇଁସାର୍ ଗିନେ ତକେ କେହେଁ ଇନ୍ମାନ୍ ନଃକେରତ୍, ମଃତର୍ କଃତାୟ୍, ଚାଲାଚାଲ୍ତି ତଃୟ୍, ଲାଡେ, ବିସ୍ୱାସେ, ଆର୍ ନିର୍ମୁଲ୍ ସଃଙ୍ଗ୍ ବିସ୍ୱାସିମଃନାର୍ ଗଟେକ୍ ନିକ ଲକାର୍ ହର୍ ଅଃଉ ।
ସେନ୍କଃରି ଦଃଙ୍ଗାଳାମଃନ୍କେ ସଃବୁବାଟ୍ ନିକବୁଦିର୍ ଅଃଉଁକେ ସାହାସ ଦେସ୍;
ଏ ହିଲାମଃନ୍, ମାପୁରାର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟିଆଚେ । ଜଃନ୍କଃରି ତୁମାର୍ ଉହ୍କାର୍ ଅୟ୍ଦ୍ ଆର୍ "ତୁମିମଃନ୍ ହୁର୍ତିବିଏ ବୁତେକ୍ ବଃର୍ସ୍ ବାଚାସ୍ ।"
ଏ ହିଲାମଃନ୍, ମାପୁରାର୍ ଗିନେ ନିଜାର୍ ନିଜାର୍ ଆୟାଉବାର୍ ବଲ୍ ମାନ୍ତାର୍ ଟିକ୍; ବଃଲେକ୍ ସେରି ଟିକ୍ କଃତା । ନିଜାର୍ ଆୟା ଉବାକ୍ ମାୟ୍ନ୍ କଃରା, ସେରି ବିଦିଏ ସଃୟ୍ତ୍ କଃରି କଃଉଆ ଅୟିଆଚେ ।
Lembrar do Criador na juventude
Lembra-te do teu Criador nos dias da tua mocidade. A sabedoria ganha cedo produz frutos duradouros na vida inteira.
ଆରେକ୍ ତୁମି, ବେଣ୍ଡିଆବଃଳ୍ ନିଜାର୍ ଉବ୍ଜାଣ୍କାରିକେ ଏତାଉଆ; ବଃଲେକ୍ କଃରାପ୍ ସଃମୟ୍ ଆସୁଲି, ଜୁଣ୍ବଃର୍ସ୍ ତୁମି କଃଉଆସ୍, "ଇସଃବୁୟେ ମର୍ କାୟି ସୁକ୍ନାୟ୍, ସେସଃବୁ ବଃର୍ସ୍ ଚଃମେ ଅଃଉଁଲି।
ଆରେକ୍ ତୁମି, ବେଣ୍ଡିଆବଃଳ୍ ନିଜାର୍ ଉବ୍ଜାଣ୍କାରିକେ ଏତାଉଆ; ବଃଲେକ୍ କଃରାପ୍ ସଃମୟ୍ ଆସୁଲି, ଜୁଣ୍ବଃର୍ସ୍ ତୁମି କଃଉଆସ୍, "ଇସଃବୁୟେ ମର୍ କାୟି ସୁକ୍ନାୟ୍, ସେସଃବୁ ବଃର୍ସ୍ ଚଃମେ ଅଃଉଁଲି। ସେ ସଃମୟେ ବେଳ୍, ଜନ୍ ଆର୍ ତାରାମଃନ୍ ଅଃନ୍ଦାର୍ ଅୟିଦ୍, ଆରେକ୍ ହାଣିମାର୍ଲା ହଃଚେ ଆରେକ୍ ମେଗ୍ ଅୟିଦ୍ ସେଦିନ୍ ଗଃର୍ଜାଗୁମଃନ୍ ତଃର୍ତଃରିଜାତି ଆର୍ ବଃଳ୍କାରି ଲକ୍ ତାର୍ ବଃଳ୍ ଆରାୟିଦ୍ ଆର୍ ରୁଚ୍ତା ଲକ୍ ଉଣା ଅଃଉତାର୍ ଗିନେ କାମ୍ ନଃକେର୍ତି, ଆରେକ୍ ଜର୍କା ବାଟ୍ ଦଃକ୍ତା ମାୟିଜିମଃନ୍କାର୍ ଆକି ଡିସିନଃକେରେ।
ଏ ବେଣ୍ଡିଆଲକ୍, ତୁମି ତୁମାର୍ ବେଣ୍ଡିଆବଃଳ୍ ସଃର୍ଦାକଃରା ଆର୍ ବେଣ୍ଡିଆବଃଳ୍ ତୁମାର୍ ହୁର୍ଦ୍ ତୁମିକେ ସଃର୍ଦାକଃରା, ଆରେକ୍ ନିଜାର୍ ଚାଲ୍ତିୟେ ଆର୍ ନିଜାର୍ ଆକିୟେ ଦଃକ୍ଣେ ଚାଲା; ମଃତର୍ ମାପୁର୍ ଇ ସଃବୁ ବିସୟ୍କେ ଦଃରି ତୁମିକେ ବିଚାରେ ଆଣେଦ୍, ଇରିସଃବୁ ତୁମି ଜାଣିରିଆ।
ଇତାର୍ଗିନେ ନିଜାର୍ ହୁର୍ଦେ ହୁଣି କଃରାପ୍ ବାବ୍ନା ଦୁର୍ କଃରା; କାୟତାକ୍ବଃଲେକ୍ ବେଣ୍ଡିଆ ବଃଳାର୍ ଆର୍ ଜିବନାର୍ ଗଃଗାଳ୍ ମଲ୍ ନୟ୍ଲାର୍।
ଜୁଣ୍ ବୁଡା ଆର୍ ଅଗିଆନି ରଃଜା କାୟି ଗିଆନ୍ ହାଉଁକେ ମଃନ୍ ନଃକେରେ, ତାର୍ଟାଣୁ ଗଃରିବ୍ ଆର୍ ଗିଆନି ଦଃଙ୍ଗ୍ଳା ବଃଲ୍।
Força e promessa
Os jovens renovam suas forças quando esperam no Senhor. Deus levanta jovens com visões e sonhos para transformar o mundo.
ବେଣ୍ଡିଆମଃନ୍ ହେଁ ବାୟିଦ୍ରେ ତାକ୍ତି ଆର୍ ଦଃଙ୍ଗ୍ଳାମଃନ୍ ଜଟିଆୟ୍ ଅୟି ଅଦୁର୍ତି। ମଃତର୍ ଜୁୟ୍ମଃନ୍ ଇସ୍ୱର୍କେ କଜ୍ତି ସେମଃନ୍ ନଃଉଆ ନଃଉଆ ବଃଳ୍ହାଉତି; ସେମଃନ୍ ବିରା ଚେଳେ ହର୍ ଡେଣାୟ୍ ଉହ୍ରେ ଉଟ୍ତି; ସେମଃନ୍ ତାକି ନଃକେରି ଦଃବୁଳ୍ତି, ସେମଃନ୍ ତାକିନଃକେରି ଇଣ୍ଡ୍ତି।
ଆରେକ୍, ମାପୁର୍ ସେ ଚାରି ଲକେ ସଃବୁ ବିଦ୍ୟା ଆର୍ ଗିଆନେ, ବୁଦି ଆର୍ ବଃଲ୍ ସିକ୍ୟା ଦିଲା, ଆରେକ୍, ଦାନିୟେଲ୍ ସଃବୁ ଦଃର୍ସନ୍ ଆର୍ ଚହୁନ୍ ବିସୟେ ଅଃର୍ତ୍ କଃଉଁକେ ବୁଜୁହାର୍ତା ଲକ୍ ଅୟ୍ଲା। ଆରେକ୍, ରଃଜା ସେମଃନ୍କେ ତାର୍ ଚଃମେ ଆଣୁକେ ଜୁଣ୍ ତିନି ବଃର୍ସ୍ ବେଳ୍କାଳ୍ ଟିକ୍ କଃରିରିଲା ସେରି ସେସ୍ ଅୟ୍ଲା ହଃଚେ ବେଜୁମଃନ୍କାର୍ ମୁଳିକା ସେମଃନ୍କେ ନକୁଦ୍ନିତ୍ସରାର୍ ଚଃମେ ଆଣ୍ଲା। ଆରେକ୍, ରଃଜା ସେମଃନକାର୍ ସଃଙ୍ଗ୍ କଃତାକଃଲା; ଆର୍, ସେ ସଃବୁ ଲକାର୍ ବିତ୍ରେ ଦାନିୟେଲ୍, ହନାନିୟ ମିସାୟେଲ୍ ଆର୍ ଅସରିୟ ସଃମାନ୍ କେହେଁ ଦଃକାନଃଗେଲାୟ୍; ଇତାର୍ଗିନେ ସେମଃନ୍ ରଃଜାର୍ କାମ୍ ହାୟ୍ଲାୟ୍।
ଜୁବାଲକାର୍ ବଃଳ୍ ସେମଃନାର୍ ସଃଜ୍,ବୁଡାମଃନାର୍ ହାକ୍ଲା ବାଳ୍ ସେମଃନାର୍ ମାୟିନ୍।
ନିଜାର୍ କାମ୍ ନିର୍ମୁଳ୍ ଆର୍ ସଃଳ୍କ୍ କି ନାୟି ଇରି ଗଟେକ୍ ହିଲାହେଁ ନିଜାର୍ କାମେ ନିଜେ ଜାଣାୟିଦ୍।
Guardar o caminho
Como purificará o jovem seu caminho? Guardando-o segundo a tua Palavra. A Escritura na juventude guarda do pecado a vida inteira.
ଦାଉଦାର୍ ହୟ୍ସି ଇସ୍ରାଏଲାର୍ ରଃଜା ସଲମଃନାର୍ ଉହ୍କାର୍ ସିକ୍ୟା।
ଗିଆନ୍ ଆର୍ ବଃଲ୍ସିକ୍ୟା ବୁଜୁକେ ବୁଦି ଦେତା ଲକ୍ମଃନ୍ ବାକ୍ୟକେ ବିଚାର୍ କଃରୁକେ; ଦଃର୍ମି ଆର୍ ବଃଲ୍ବିଚାର୍ ଆର୍ ନ୍ୟାୟ୍ ବିସୟେ ବୁଜୁହାର୍ତା ସକ୍ତି ହାଉଁକେ; ସଃଜା ଲକ୍କେ ଜାଗ୍ରତ୍ ଆର୍ ଦଃଙ୍ଗ୍ଳା ଲକ୍ମଃନ୍କେ ଗିଆନ୍ ଆର୍ କାମେପିଆସ୍ ରଃୟିଦ୍;
ଏ ମର୍ ହ, ସୁଣ୍ , ଗିଆନି ଅଃଉ, ଆର୍ ତର୍ ମଃନ୍କେ ସଃତ୍ବାଟେ କାଡାୟି ନେ। ମଃଦ୍ କାଉଁକେ ଆସ୍ୟା ଅଉଆନାୟ୍ ଆର୍ ମାସ୍ ଆସ୍ୟାମଃନାର୍ ସଃଙ୍ଗ୍ ଅଃଉଆ ନାୟି। କାୟିତାକ୍ବଃଲେକ୍ ମଃଦୁଆ ଆର୍ କାଉରାହେଟା ଆରେକ୍ ନିଦାଉତା ଲକ୍ ଗଃରିବ୍ ଅୟିଦ୍ ; ଆର୍ ମାନାୟିକେ ହାଟ୍ଲା ହାଟ୍ଳି ହିନ୍ଦାୟିଦ୍।
ତୁମାର୍ ଜଃଲମ୍ ଦିଲା ଉବାଦିର୍ କଃତା ସୁଣା , ଆର୍ ଆୟା ବୁଡି ଅୟିଲେକ୍ ତାକେ ହାକ୍ରେ ହଃକାଉଆ ନାୟି।
Coragem e vocação
Deus chamou jovens como Jeremias e Josué para grandes missões. A juventude não é desculpa — é oportunidade de servir poderosamente.
ସେରଃକମ୍ ଏ ଦଃଙ୍ଗ୍ଳାମଃନ୍, ତୁମିମଃନ୍ ପାରାଚିନ୍ ମଃନାର୍ ତଃଳେ ରିଆ । ସଃବୁଲକ୍ ଅଃହ୍ଣା ଅଃହ୍ଣାକ୍ ଦିର୍ ହର୍ ବଃସ୍ତର୍ ହିନ୍ଦା, କାୟିତାକ୍ ବଃଲେକ୍ ସାସ୍ତର୍ କଃଉଁଲି, "ଇସ୍ୱର୍ ଆକାରିମଃନ୍କେ ସାନ୍ କଃରି ଦିର୍ସୁସ୍ତାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।" ବଃଲେକ୍ ଇସ୍ୱରାର୍ ବଃଳ୍କାରି ଆତ୍ ତଃଳେ ଅଃହ୍ଣା ଅଃହ୍ଣାକ୍ ସଃହ୍ରି ଦିଆସ୍, ଜଃନ୍କଃରି ସେ ତୁମିମଃନ୍କେ ଟିକ୍ ବେଳାୟ୍ ଉହ୍ରେ ଉଟାୟିଦ୍ ।
ହିଲାମଃନ୍ ମୁଁୟ୍ ତୁମିମଃନାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ଉବାକ୍ ଜାଣି ଆଚାସ୍ । ଏ ଉବାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ଜେ ମୁଳେ ହୁଣି ଆଚେ ତାକ୍ ତୁମିମଃନ୍ ଜାଣିଆଚାସ୍, ଏ ଦଙ୍ଗ୍ଳା ହିଲାମଃନ୍ ମୁଁୟ୍ ତୁମାର୍ ହାକ୍ ଲେକ୍ଲେ, ବଃଲେକ୍ ତୁମିମଃନ୍ ସଃକାତିଆ ଆରେକ୍ ଇସ୍ୱରାର୍ ବିସୟ୍ ତୁମାର୍ ତଃୟ୍ ଆଚେ ଆର୍ ତୁମିମଃନ୍ ହାହ୍ ଆତ୍ମାକେ ଆରାୟ୍ ଆଚାସ୍ ।
ରଃଙ୍ଗ୍ରଃସିଆ, ମଃଦ୍ ମାତୁଆଳି, ଗଃଗାଳାର୍ କଃରାପ୍ କାମ୍ ସଃବୁ ଆର୍ ନିଲାଜ୍ୟା, କଳିକଜ୍ୟା ଆର୍ ଡାରା ଇସଃବୁୟ୍ ଜିବନ୍ ନଃକାଟି ଆସା, ଉଜାଳେ କାମ୍ କଃର୍ତା ଲକାର୍ ହର୍ ନିକ ଜିବନ୍ କାଟୁଆଁ ।