Protecção e segurança
Deus é nosso protetor e refúgio seguro. Em todas as circunstâncias, a Bíblia nos assegura que o Senhor guarda, sustenta e protege aqueles que nele confiam.
Deus, a nossa fortaleza
O Senhor é refúgio e fortaleza, socorro bem presente na angústia. Quem habita no esconderijo do Altíssimo descansa à sombra do Todo-Poderoso.
O escudo do Senhor
Deus nos rodeia com sua proteção como um escudo. Ele é rocha, baluarte e libertador. Sua fidelidade nos cobre e nos guarda.
Segurança e provisão
O Senhor supre todas as necessidades dos seus filhos. Quem busca o Reino primeiro não precisa temer — nada faltará aos que temem ao Senhor.
ଜିସୁକିରିସ୍ଟ କରି ରଇବା କାମର୍ ଲାଗି, ବେସି ରଇବା ତାର୍ ଦନ୍ସଁପତି ଟାନେଅନି ସେ ତକେ ଲଡାକେ ଆଇବା ସବୁ ବିସଇ ଦେଇସି ।
ଏ ସବୁ ଗଟ୍ନା ଆଇଲେ ମିସା ମୁଇ ମୁର୍ଚିକରି ରଇବାକେ ସିକ୍ଲିଆଚି । କାଇକେବଇଲେ, କିରିସ୍ଟ ମକେ ବପୁ ଦେଲାନି ।
ମାତର୍ ତମେ ତାର୍ ରାଇଜ୍ ଆରି ସେ ତମର୍ଟାନେଅନି କାଇଟା ମନ୍ କଲାନି, ସେ ବିସଇ କଜା । ସେନ୍ତାର୍ କଲେ, ସେ ତମ୍କେ ଲଡାକେ ଆଇବା ସବୁ ବିସଇ ଜାଗାଇ ଦେଇସି ।
ସେମନର୍ ପାରା ଉଆ ନାଇ । ତମେ ମାଙ୍ଗ୍ବା ଆଗ୍ତୁ ଜାଇଟା ଦର୍କାର୍, ତମର୍ ସରଗର୍ ବାବା ପର୍ମେସର୍ ସେଟା ସବୁ ଜାନ୍ସି ।
ମାଙ୍ଗା, ତେବେ ତମ୍କେ ଦିଆଅଇସି । କଜା, ତେବେ ମିଲାଇସା, କାପାଟେ ମାରା କାପାଟ୍ ଉଗାଡି ଅଇସି । ଜେ ମାଙ୍ଗ୍ସି, ତାକେ ଦିଆଅଇସି, ଜେ କଜ୍ସି, ସେ ମିଲାଇସି, ଜେ କାପାଟେ ମାର୍ସି ତାର୍ପାଇ କାପାଟ୍ ଉଗାଡି ଦିଆଅଇସି ।
ତମେ କାରାପ୍ ଲକ୍ ଅଇରଇଲେ ମିସା ନିଜର୍ ପିଲାମନ୍କେ ନିକନିକ ଜିନିସ୍ ଦେଇସା । ସେନ୍ତାରିସେ ଜନ୍ ଲକ୍ମନ୍ ସରଗର୍ ବାବାକେ ମାଙ୍ଗ୍ବାଇ ସେ ସେମନ୍କେ ଆରି କେତେ ନିକନିକ ଜିନିସ୍ ଦେଇସି ।
Guarda e livramento
O anjo do Senhor acampa ao redor dos que o temem e os livra. Deus promete guardar todas as nossas saídas e entradas para sempre.
Confiança inabalável
Melhor é confiar no Senhor do que confiar no homem. Quem anda em integridade anda seguro, e a torre forte do nome do Senhor protege o justo.
ସବୁବେଲର୍ ମାପ୍ରୁର୍ ନାଉଁ ଡାଣ୍ଟ୍ ମେଡ୍ ଗର୍; ଦରମ୍ ଲକ୍ ତେଇ ପାଲାଇ ଜାଇ ରକିଆ ପାଇବାଇ ।
ସବୁବେଲର୍ ମାପ୍ରୁର୍ ନାଉଁ ଡାଣ୍ଟ୍ ମେଡ୍ ଗର୍; ଦରମ୍ ଲକ୍ ତେଇ ପାଲାଇ ଜାଇ ରକିଆ ପାଇବାଇ ।
ସବୁବେଲର୍ ମାପ୍ରୁକେ ଡର୍ବାଟା ବିସ୍ବାସ୍ରେ ଡାଟ୍ ଅଇବାଟା; ଆରି, ତାର୍ ପିଲାମନ୍ ରଇବାକେ ଜାଗା ପାଇବାଇ ।
କାଇକେବଇଲେ ସବୁବେଲର୍ ମାପ୍ରୁ ତମର୍ ସାଆବର୍ସା ଅଇସି, ସେ ତମର୍ ବିପଦ୍ ବେଲେ ରକିଆ କର୍ସି ।
ଦରମ୍ ଲକ୍ ନ ଡର୍ତେ ଇଣ୍ଡ୍ସି, ମାତର୍ ଉପ୍ରି କାତା କଇବା ଲକ୍ ଦାରା ପଡ୍ସି ।
ପର୍ମେସରର୍ ସବୁ ବାକିଅକେ ପରିକା କରି ସିଦ୍ ଅଇଲା ଆଚେ; ଜନ୍ ଲକ୍ମନ୍ ତାକେ ଆସା ବର୍ସା କର୍ବାଇ, ସେ ସେମନର୍ ଆଡ୍ନା ପାରା ।
ପର୍ମେସରର୍ ସବୁ ବାକିଅକେ ପରିକା କରି ସିଦ୍ ଅଇଲା ଆଚେ; ଜନ୍ ଲକ୍ମନ୍ ତାକେ ଆସା ବର୍ସା କର୍ବାଇ, ସେ ସେମନର୍ ଆଡ୍ନା ପାରା ।
ଦରମ୍ ନିମାନ୍ ବାଟ୍ ବାଟେ ଇଣ୍ଡ୍ବା ଲକ୍କେ ରକିଆ କର୍ସି; ମାତର୍ କାରାପ୍ ପାପି ଲକ୍କେ ଉଲ୍ଟାଇ ପାକାଇସି ।
ଦରମ୍ ଲକ୍ ମନ୍ ପୁର୍ତେ କାଇସି, ମାତର୍ ପାପି ଲକ୍ ଜେତ୍କି କାଇଲେ ମିସା ମନ୍ ସୁସ୍ତା ନାଇଁ ।
କାଇକେବଇଲେ ସବୁବେଲର୍ ମାପ୍ରୁ ଗିଆନ୍ ଦେଇସି, ତାର୍ ଟଣ୍ଡେ ଅନି ଗିଆନ୍ ଆରି ବୁଦିର୍ କାତା ବାରଇସି । ସେ ସତ୍ ଲକର୍ ପାଇଁ ଗିଆନ୍ ଦେଇସି, ସେ ଦରମ୍ ଲକ୍ମନର୍ ପାଇଁ ଆଡ୍ବା ଆଡ୍ନା ପାରା । ଜେନ୍ତିକି ସେ ନିଆଇର୍ ବାଟ୍ ରକିଆ କରି ପାର୍ସି ଆରି ତାର୍ ସାଦୁ ଲକ୍ମନର୍ ଇଣ୍ଡ୍ବା ବାଟ୍ ସମାଲ୍ସି ।
ଚତୁର୍ ଲକ୍ ବିପଦ୍ ଆଇଲେ ସରି ଦେକିକରି ଲୁଚି ଦେଇସି; ମାତର୍ ଜାଗର୍ତା ନଇଲା ଲକ୍ ଆଗ୍ତୁ ଜାଇକରି ଦୁକ୍ କସ୍ଟ ପାଇସି ।
ଜୁଇଦ୍ କର୍ବାକେ ଗଡାମନ୍କେ ସଜାଇବାର୍ ଅଇସି; ମାତର୍ ସବୁବେଲର୍ ମାପ୍ରୁର୍ ଇଚା ରଇଲେ ଆକା ଜିତି ଅଇସି ।
ତମର୍ ମନ୍କେ ବେସି ଜତନ୍ କରି ସଙ୍ଗଆ; କାଇକେବଇଲେ ଇତିଅନି ଜିବନର୍ ମୁଲ୍ ।
A presença protetora
O Senhor prometeu estar conosco e nunca nos desampara. Ele é como sombra à nossa direita e fortaleza em todo o tempo.
ଜନ୍ ଅସ୍ତର୍ ମିସା ତର୍ ବିରଦ୍ରେ ତିଆର୍ ଅଇସି, ସେଟା ସପଲ୍ ନ ଅଏ ଆରି ଜନ୍ସବୁ ଜିବ୍ ବିଚାର୍ ଲଗେ ତମର୍ ବିରଦ୍ରେ ଉଟ୍ସି, ତୁଇ ତାକେ ଦସ୍ ଦାର୍ସା । ସବୁବେଲର୍ ମାପ୍ରୁର୍ ଦାସ୍ ମନର୍ ଅଦିକାର୍ ଆରି ମର୍ ପୁରସ୍କାର୍ ସେମନର୍ ଦରମ୍ କାମ୍ ଏଟା, ଏଟା ସବୁବେଲର୍ ମାପ୍ରୁ କଇଲାନି ।
ଏ ମାପ୍ରୁ ଜାର୍ମନ୍ ତମର୍ ଲଗେ ରଇସି , ତମେ ତାକେ ପୁରାପୁରୁନ୍ ବାବ୍ରେ ସାନ୍ତି ସଙ୍ଗେ ସଙ୍ଗଇସା ; କାଇକେ ବଇଲେ ସେ ତମ୍କେ ଆସା କରି ଆଚେ ।
ଆରି, ମୁଇ ତମର୍ ବୁଡା ଅଇବାଜାକ ସେ ସେ ଅଇବି ଆରି ବାଲ୍ ପାଚ୍ବା ଜାକ ମୁଇ ତମର୍ ସଙ୍ଗେ ରଇବି, ମୁଇ ଗଡ୍ଲି ଆଚି ଆରି ମୁଇ ବଇବି; ଉଁ, ମୁଇ ବଇବି ଆରି ଉଦାର୍ କର୍ବି ।
କାଇଆଲେ ବିପଦ୍ ଆଇଲେ ଜେନ୍ତାରି କି ଚଡଇମନ୍ ଉଡି ଉଡି ରକିଆ କର୍ବାଇ, ସେନ୍ତାରି ସବୁବେଲର୍ ମାପ୍ରୁ ଜିରୁସାଲାମ୍କେ ଉଦାର୍ କର୍ସି; ସବୁବେଲର୍ ମାପ୍ରୁ ତାକେ ରକିଆ କରି ଉଦାର୍ କର୍ସି, ସେ ତାକେ ତାର୍ ଆତ୍ ଲାମାଇ କରି ଉଦାର୍ କର୍ସି ।
ନିକ କାମ୍ କର୍ବାକେ ସିକା ; ବଲ୍ମନ୍ଦ୍ ବିଚାର୍ କର୍ବାକେ ଚେସ୍ଟା କରା, ଜାଗର୍ତା ନ ରଇବା ଲକ୍ମନ୍କେ ସାଇଜ କରା, ଆୟା ବାବା ନଇଲା ଲକ୍ମନ୍କେ ବଲ୍ମନ୍ଦ୍ ବିଚାର୍ କରା, ରାଣ୍ଡିମାଇଜି ମନର୍ ବାଟେ ଅଇକରି କାତା କୁଆ।
ଜଦି ତମେ ରାଜିଅଇ କରି ବାକିଅକେ ମାନ୍ସା ବଇଲେ, ଦେସ୍ ବିତ୍ରେ ରଇବା ଆସିର୍ବାଦ୍ ପାଇସା। ମାତର୍ ତମେ ଜଦି ନ ରାଜି ଅଇସା ଆରି ବିରଦ୍ କର୍ବା ଲକ୍ ଅଇସା ବଇଲେ, କାଣ୍ଡାସଙ୍ଗେ ତମ୍କେ ମାରା ଅଇସି; କାଇକେ ବଇଲେ ସବୁବେଲର୍ ମାପ୍ରୁର୍ ବାକିଅ ଏଟା କଇଲାନି ।
ତମେ ମୁନ୍ଦା ଅଇ ରୁଆ, ପର୍ମେସର୍ ତମର୍ ପାଇ ଜୁଇଦ୍ କର୍ସି ।
Promessas de cuidado
Deus garante que nem um fio de cabelo cairá sem sua permissão. Ele deseja que vivamos em paz, confiança e segurança total nele.
ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ । ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ । ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।" ଇସ୍ରାଏଲ୍ ନଅରେ ପୁର୍ବର୍ ଚାଉନି ଉପ୍ରେ ତିଆର୍ ଅଇରଇବା ଗର୍
ତମେ ବିସ୍ବାସ୍ କରି ପାର୍ତନାଇ ଜନ୍ଟା ମାଙ୍ଗ୍ସା, ସେଟା ମିଲ୍ସି ।"
ତମେ ମର୍ତେଇ ବିସ୍ବାସ୍ କଲାସ୍ନି ବଲି ଗୁଲାଇ ଲକ୍ମନ୍ ତମ୍କେ ଇନ୍ କର୍ବାଇ । ମାତର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ନ ନସେ । ତମେ ଡାଟ୍ଅଇ ରଇଲେ ଏ ସବୁ ବିସଇ ମୁର୍ଚିକରି, ତମର୍ ଆତ୍ମାକେ ରକିଆ କର୍ସା ।"
ଜିସୁ ତାର୍ ସିସ୍ମନ୍କେ ପାଚାର୍ଲା । "ମୁଇ ତମ୍କେ ପାଟାଇଲାବେଲେ ବେସ୍ନି, ମୁନା ଆରି ପାଣ୍ଡଇ ନ ନେବାକେ କଇରଇଲି । ସେବେଲାଇ ତମ୍କେ କାଇ ଅବାବ୍ ଅଇଲା କି ?" "ନାଇ, କାଇଟା ମିସା ଅବାବ୍ ଅଏ ନାଇ ।" ବଲି କଇଲାଇ ।
ଏ ସବୁର୍ତେଇଅନି ଆରି କାଇଟା କଇବାର୍ ଅଇସି ? ଜଦି ପରମେସର୍ ଆମର୍ ବାଟେ ଆଚେ, ତେବେ କେ ଆମର୍ ବିରଦି ଅଇପାର୍ସି ?
ତେବର୍ପାଇ ଆମେ ସାସ୍ ଦାରି କଇପାର୍ବୁ
ପର୍ମେସର୍ ଆକା ମକେ ସାଇଜ କର୍ସି,
ମୁଇ କେବେ ନ ଡରି
ଲକ୍ମନ୍ ମକେ କାଇଟା କରି ନାପାରତ୍ ।
ତେବର୍ ପାଇ, ତମେ ପର୍ମେସର୍କେ ସର୍ପାଇଉଆ । ସଇତାନ୍କେ ଜାକି ଦିଆସ୍ । ସେନ୍ତାରି କଲେ ସଇତାନ୍ ତମର୍ଲଗେ ଅନି ପାଲାଇସି ।
ତେବେ ଆସା, ଆମେ ବିନ୍ ଲକ୍ମନର୍ ପାରା ଗୁନି ଗୁନି କରି ନ ରଉଁ । ଚେତା ଅଇକରି ଜାଗ୍ରତ୍ସଙ୍ଗ୍ ରଉଁ ।
Fidelidade e aliança
Deus é fiel à sua aliança. Ele protege cada promessa que faz e guarda os seus como a menina dos seus olhos.
ମାତର୍ ମାପ୍ରୁ, କାତା ରକିଆକାରି । ସେ ତମ୍କେ କାରାପ୍ଟାନେଅନି ରକିଆ କରି ତବିର୍ କୁରାଇସି ।
ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
ପର୍ମେସର୍କେ ପାର୍ତନା କର୍ବାବେଲେ ଆମେ ଡରିକରି ରଉନାଇ । କାଇକେବଇଲେ ତାର୍ ମନ୍ କଲା ଇସାବେ ଆମେ କାଇଟା ମାଙ୍ଗ୍ଲେ ମିସା ସେ ଆମ୍କେ ଦେଇସି । ଜେଡେବେଲେ ଆମେ ତାକେ ମାଙ୍ଗ୍ଲେ, ସେ ଆମର୍ କାତା ସୁନ୍ସି । ଆମେ ତାକେ ପାର୍ତନାଇ ଜାଇଟା ମାଙ୍ଗ୍ଲେ ସେଟା ଆମ୍କେ ଦେଇସି ।
ଆମେ ଜାନିଆଚୁ, ଜେ ପର୍ମେସରର୍ ପିଲା ଅଇଗାଲା ଆଚେ, ସେ ପାପ୍କାମ୍ କରିଲାଗି ନ ରଏ । କାଇକେବଇଲେ ପର୍ମେସରର୍ ପଅ ତାକେ ଦେକାରକା କର୍ସି । ଆରି ସଇତାନ୍ ଜେ କି ସବୁ ରକାମ୍ କାରାପ୍ କାମ୍ କୁରାଇସି, ତାକେ କାଇଟା କରିନଏଁ ।
ଏବେ ମୁଇ ତମର୍ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍ ଏମନ୍ ରଇଲାଇନି । ସୁକଲ୍ ରଇବା ବାବା ! ତମେ ଜନ୍ ଲକ୍ମନ୍କେ ମକେ ସର୍ପି ଦେଇଆଚୁସ୍, ତମେ ଦେଇରଇବା ନାଉଁର୍ ବପୁର୍ ଲାଗି ସେମନ୍କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍ । ସେନ୍ତାରିସେ ସେମନ୍ ଗଟେକ୍ ଅଇରଇବାକେ ସାଇଜ କରା । ମୁଇ ସେମନର୍ ସଙ୍ଗ୍ ରଇଲା ବେଲେ ତମର୍ ନାଉଁର୍ ବପୁସଙ୍ଗ୍ ସେମନ୍କେ ରକିଆ କରିରଇଲି । ଜେନ୍ତି କି ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ଟାନେ ଅନି ବିନେ ଅଇ ନସ୍ଟ ନ ଅଅତ୍ । ଗଟେକ୍ ଲକ୍କେ ଚାଡି ସବୁଲକ୍କେ ରକିଆ କରିଆଚି । ସେ ଗଟେକ୍ ଲକ୍ ନସ୍ଟ ଅଇସି ଆକା । ଜେନ୍ତିକି ଦରମ୍ ସାସ୍ତରେ ଲେକା ଅଇଲାଟା ସିଦ୍ ଅଇବାର୍ ରଇଲା ।
ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
ଆମେ ତମର୍ ସଙ୍ଗେ ଏ ନିଅମ୍ ତିର୍ କର୍ବୁ, ସବୁ ଜନ୍ତ୍ମନ୍ ବଡ୍ ବାଉ ପବନ୍ ଆଇଲେ ମରି ନ ଜାଅତ୍ ଆରି ପୁର୍ତିବିକେ ବିନାସ୍ କର୍ବାକେ ଆରି ବଡ୍ ବର୍ସା ନ ମାରେ ।
Provisão diária
Deus satisfaz os desejos do coração dos seus filhos. Ele abençoa, renova as forças e sustenta dia após dia quem nele confia.
ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ ।
ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ । କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି ।
କାଇକେବଇଲେ ଦନ୍ସଁପ୍ତି ଗରେ ରଇଲେ ଜେନ୍ତି ସାଆସ୍ ଲାଗ୍ସି, ଗିଆନ୍ ମିସା ସେନ୍ତିସେ ନିଜ୍କେ ରକିଆ କର୍ସି; ମାତର୍ ଗିଆନର୍ କାମ୍ ଅଇଲାନି ଏ ରକାମ୍ ଜେ, ଗିଆନ୍ ନିଜ୍କେ ଅଦିକାରିର୍ ଲଗେ ନିଜର୍ ଜିବନ୍କେ ବଁଞ୍ଚାଇସି।
ସୁସମାଚାର୍ ଜାନାଇବା ଲକ୍, ତେଇଅନି ଜିଉନା କାଉନା କରା ବଲି ମାପ୍ରୁ ଆଦେସ୍ ଦେଲାଆଚେ ।
କାଇକେବଇଲେ ଜନ୍ ଲକ୍ମନ୍ ଡାବୁ ଆସାକରି ଆଚତ୍, ସେ ଡାବୁ ମିଲାଇବାକେ ବିନ୍ ବିନ୍ ରକାମର୍ କାରାପ୍ ବିସଇ କର୍ବାକେ ମନ୍ କର୍ବାଇ । କେତେଲକ୍ କିରିସ୍ଟର୍ ବିସଇଟାନେ ରଇବା ସିକିଆ ବିସ୍ବାସ୍ କର୍ବାଟା ଦିରେ ଦିରେ ଚାଡିଦେଇଆଚତ୍ । କାଇକେବଇଲେ ସେମନ୍ ଡାବୁ ମନ୍କଲାଇ ଆରି ନିଜେ ବୁସିଅଇଲା ଲକ୍ପାରା ବେସି ରକାମ୍ ଦୁକ୍ କସ୍ଟେ ପଡ୍ଲାଇଆଚତ୍ ।
ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି ।