Vícios
A Bíblia nos alerta contra os vícios e comportamentos destrutivos. Deus nos chama à liberdade em Cristo, não à escravidão de desejos e hábitos que consomem corpo e alma.
A escravidão do pecado
Todo vício é uma forma de escravidão. Jesus veio para libertar os cativos e restaurar a verdadeira liberdade dos filhos de Deus.
ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ସଃତ୍ କଃଉଁଲେ, ଜୁୟି ଲକ୍ମଃନ୍ ହାହ୍ କଃର୍ତି, ସେ ହାହାର୍ ଗତିଦଃଙ୍ଗ୍ଳା ।
ବଃଲେକ୍ ହଅ ଜଦି ତୁମିମଃନ୍କେ ମୁକ୍ଳାୟ୍ଦ୍, ତଃବେ ତୁମିମଃନ୍ ନିଜ୍କଃରି ମୁକ୍ଳାସ୍ ।
ବଃଲେକ୍ ହଅ ଜଦି ତୁମିମଃନ୍କେ ମୁକ୍ଳାୟ୍ଦ୍, ତଃବେ ତୁମିମଃନ୍ ନିଜ୍କଃରି ମୁକ୍ଳାସ୍ ।
ବଃଲେକ୍ ତାକ୍ ବିସ୍ୱାସ୍ କଃର୍ତା ଜିଉଦିମଃନ୍କେ ଜିସୁ କୟ୍ଲା, "ଜଦି ମର୍ କଃତା ମାନି ତିର୍ ଅୟ୍ରିଆସ୍, ତଃବେ ତୁମି ନିଜ୍କଃରି ମର୍ ଚେଲା ଅଃଉଆସ୍ । ତୁମିମଃନ୍ ସଃତ୍ ଜାଣାସ୍, ଆର୍ ସେ ସଃତ୍ ତୁମିମଃନ୍କେ ମୁକ୍ଳାୟ୍ଦ୍ ।"
ମୁକୁଳ୍ତା ଗିନେ କ୍ରିସ୍ଟ ଅଃମିମଃନ୍କେ ମୁକ୍ଳାୟ୍ ଆଚେ; ବଃଲେକ୍ ତିର୍ ଅୟ୍ରିଆ ଆର୍ ଗତିଦଃଙ୍ଗ୍ଳାର୍ ଜିଅଡାୟ୍ ଆରେକ୍ ଗଟ୍ତର୍ ଜଳାୟ୍ ନଃୱା ।
ତୁମିମଃନ୍ ବାୟ୍ଦ୍ରେ ଜାଣି ଆଚାସ୍, ଜଦି ତୁମି କାର୍ ତଃଳ୍ୟା ଅୟ୍କଃରି ସେ ଲକାର୍ ହୁରା କଃତା ମାନାସ୍, ତଃବେ ତୁମି ସେଲକାର୍ ଗତିଦଃଙ୍ଗ୍ଳା । ଜଦି ହାହାର୍ ଗତିଦଃଙ୍ଗ୍ଳା ଅଃଉଆସ୍, ତଃବେ ମଃରାସ୍; ଜଦି ଇସ୍ୱରାର୍ ଦଃଙ୍ଗ୍ଳା ଅଃଉଆସ୍, ତଃବେ ତୁମାର୍ ଜିବନ୍ ବଚେଦ୍ ।
Resistência e domínio próprio
O fruto do Espírito inclui o domínio próprio. O cristão é chamado a ter controle sobre seus desejos, resistir à tentação e vigiar contra as obras da carne.
ଡାରା, ମାତ୍ଉଆଳି, ରଃଙ୍ଗ୍ ରଃସିଆ, ଅଃନ୍କାର୍ କାମ୍ମଃନ୍ ମୁୟ୍ଁ ହୁର୍ବେ ଜଃନ୍କଃରି ତୁମିମଃନ୍କେ କୟ୍ରିଲେ, ଅଃବେ ହେଁ କଃଉଁଲେ, ଜୁୟି ଲକ୍ମଃନ୍ ଇ ସଃବୁ ହଃର୍କାର୍ କାମ୍ କଃର୍ତି, ସେମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉଁତି ।
ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରୁଦେ କାୟିହେଁ ମସାର୍ ବିଦି ନାୟ୍ ।
କେଏ କଃଉଁ ହାରେ, "ସଃବୁ କଃରୁକେ ମର୍ ଅଃଦିକାର୍ ଦିଆ ଅୟିଆଚେ, ମଃତର୍ ସଃବୁ କଃତା ଉହ୍କାରି ନାୟ୍ ।" ମୁୟ୍ଁ କଃଉଁ ହାରି, ସଃବୁକଃତା ହୁର୍ନ୍ କଃରୁକେ ମର୍ ଅଃଦିକାର୍ ଆଚେ, ମଃତର୍ ମୁଁୟ୍ କାୟି କଃତାୟ୍ ହେଁ ଆରିନଃକେରି ।
କେଏ କଃଉଁ ହାରେ, "ସଃବୁ କଃରୁକେ ମର୍ ଅଃଦିକାର୍ ଦିଆ ଅୟିଆଚେ, ମଃତର୍ ସଃବୁ କଃତା ଉହ୍କାରି ନାୟ୍ ।" ମୁୟ୍ଁ କଃଉଁ ହାରି, ସଃବୁକଃତା ହୁର୍ନ୍ କଃରୁକେ ମର୍ ଅଃଦିକାର୍ ଆଚେ, ମଃତର୍ ମୁଁୟ୍ କାୟି କଃତାୟ୍ ହେଁ ଆରିନଃକେରି ।
ମୁୟ୍ଁ କଃସ୍ଟ ସଃମ୍ୱାଳି ଗଃଗାଳକେ ଅଃଟୁଆ କଃରି ଆଚି ଆର୍ ନିଜାର୍ ଆୟ୍ତ୍ ତଃଳେ ସଃଙ୍ଗାୟ୍ ଆଚି କାୟିତାକ୍ବଃଲେକ୍ ବିନ୍ ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରି ରିଲେକ୍ ହେଁ ମୁୟ୍ଁ ନିଜେ ଜଃନ୍କଃରି ହଲ୍ୟାୟ୍ ପୁରିସ୍କାର୍ ଆରାୟ୍ ନଃକେରି ।
ମାନାୟ୍ର୍ ଗିନେ ଜୁୟି ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟି ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।
ମାନାୟ୍ର୍ ଗିନେ ଜୁୟି ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟି ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।
ତୁମିମଃନ୍ ହାନ୍ଦାୟ୍ ଜଃନ୍କଃରି ନଃହେଳାସ୍, ଇତାର୍ ଗିନେ ଜାଗି ରଃୟ୍ ପାର୍ତ୍ନା କଃରା; ତୁମାର୍ ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।"
ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ ।
କାୟିତାକ୍ବଃଲେକ୍ ଇରଃକମ୍ ଦୁକ୍ କଃସ୍ଟ ହାୟ୍ଲା ବଃଳ୍ ବିସ୍ୱାସେ ତିର୍ ଅୟି ରିଲେକ୍ ସଃମ୍ବାଳ୍ତାର୍ ସଃକ୍ତି ବାଡେଦ୍, ଇରି ତ ଜାଣି ଆଚାସ୍ ।
Libertação e renovação
Em Cristo somos libertos de toda forma de dependência. Pela renovação da mente, aprendemos a discernir e rejeitar o que nos prende.
ତଃବେ ଏ ବାୟ୍ବେଣିମଃନ୍ ମୁୟ୍ଁ ତୁମିମଃନ୍କେ ଇସ୍ୱରାର୍ ଦଃୟାର୍ ଗିନେ ଗଃଉଆରି କଃରୁଲେ; ତୁମିମଃନ୍ ନିଜାର୍ ନିଜାର ଗଃଗାଳ୍କେ ଜିବନ୍ ରିଲାର୍, ପବିତ୍ର ଆର୍ ଇସ୍ୱର୍ ମଃନ୍କଃଲା ହୁଜା ହର୍ ଦଃୟ୍ଦିଆସ୍, ଇରି ତ ତୁମିମଃନାର୍ ଇସ୍ୱର୍ ତଃୟ୍ ଟିକ୍ ସେବା । ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟିରି, ତାର୍ ଆକାୟ୍ କୁୟି ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ସେ ହଃର୍କାରେ ତୁମିମଃନ୍ ହେଁ ଅଃହ୍ଣା ଅଃହ୍ଣାର୍ ହାହେ ମଃରି ଆଚୁ ବଃଲି ମଃନେକଃରା । ମଃତର୍ ତୁମିମଃନ୍ ଅଃବେ କ୍ରିସ୍ଟ ଜିସୁର୍ ଦଃୟି ଜିବନ୍ ହାୟ୍ଁ ଇସ୍ୱରାର୍ ସଃଙ୍ଗ୍ ମିସି ଆଚାସ୍ ।
ଇତାର୍ ଗିନେ ହାହ୍ ତୁମିମଃନାର୍ ଜଃଗତାର୍ ଗଃଗାଳେ ରାଜ୍ ନଃକେର, ସେରି କଃଲେକ୍ ତୁମିମଃନ୍ ସେତିର୍ କଃରାପ୍ ଇଚାର୍ ତଃଳେ ଚାଲୁଲାସ୍ । ତୁମିମଃନ୍ ନିଜ୍ ନିଜ୍କେ କୁୟି ହଃର୍କାରେ ହେଁ ହାହାର୍ ଚଃମେ ସଃହ୍ରି ଅୟ୍କଃରି ଦୁସ୍ଟ୍ କାମାର୍ ଅଃସ୍ତର୍ ବାବେ କାମ୍ କଃରା ନାୟ୍ । ମଃତର୍ ମଃର୍ନେ ହୁଣି ରଃକ୍ୟା ହାୟ୍ଁ ଜିବନ୍ ହାୟ୍ରିଲାର୍ ଗିନେ ତୁମିମଃନ୍ ଦଃର୍ମ୍ କାମ୍ ସାଦୁନ୍ କଃର୍ତା ହାୟ୍ଁ ଅଃହ୍ଣା ଅଃହ୍ଣାକ୍ ଇସ୍ୱରାର୍ ତଃୟ୍ ସଃହ୍ରି ଦିଆସ୍ ।
କାୟିତାକ୍ବଃଲେକ୍ ଜଦି ଅଃମିମଃନ୍ ତାର୍ ମଃର୍ନାର୍ ହର୍ ମଃର୍ନ୍ ବୟଃଗ୍ କଃରି ତାର୍ ସଃଙ୍ଗ୍ ଗଟେକ୍ ଅୟି ଆଚୁ ସେନ୍ ଅୟିଲେକ୍ ବାୟ୍ଦ୍ରେ ତାର୍ ଉଟ୍ତାର୍ ହର୍ ହେଁ ଉଟିକଃରି ତାର୍ ସଃଙ୍ଗ୍ ଗଟେକ୍ ଅଃଉଁନ୍ଦ୍ । ଅଃମିମଃନ୍ ଇରି ଜାଣିଆଚୁ, କ୍ରିସ୍ଟର୍ ସଃଙ୍ଗ୍ କ୍ରୁସ୍ ଉହ୍ରେ ଅଃମାର୍ ହଃର୍ନା ଜିବନ୍ ମଃରିଆଚେ, ସେତାର୍ ଗିନେ ହାହାର୍ ଗଃଗାଳ୍ ନାସ୍ ଅୟିଆଚେ ଆର୍ ଅଃମି ହାହ୍ ସେବାକାମେ ହୁଣି ମୁକ୍ତି ଅୟି ଆଚୁ ।
ବଃଲେକ୍ ସଃବୁ ମାନାୟ୍ର୍ ମୁକୁଳ୍ତାର୍ ଗିନେ ଇସ୍ୱରାର୍ ଦଃୟା ଜାଣା ହଃଳିଆଚେ । ଆର୍ ଅଃମିମଃନ୍ ଜଃନ୍କଃରି ଅଃଦଃର୍ମ୍ ଆର୍ ଜଃଗତାର୍ ଲାଳସା ଚାଡିକଃରି ଇ ଆଜିର୍ ଜଃଗତେ ନିକବୁଦି, ଦଃର୍ମି ଇସ୍ୱର୍କେ ସଃର୍ଦାକଃର୍ତା ଜିବନ୍ କାଟୁନ୍ଦ୍ ।
ଜଃନ୍କଃରି ତୁମିମଃନ୍ ଇ ଜଃଗତାର୍ ଜିବନାର୍ ବାକି କାଳ୍ ମାନାୟ୍ର୍ କଃରାପ୍ ଇଚା ହଃର୍କାରେ ଜିବନ୍କାଟି ନଃକେରି ଇସ୍ୱରାର୍ ଇଚା ହଃର୍କାରେ ଜିବନ୍ କାଟା । ସେତାକ୍ ଅଜିଉଦିମଃନାର୍ ଇଚା ହଃର୍କାରେ କାମ୍ କଃରି ତୁମିମଃନ୍ ଜଃତି ଦିନ୍ କଃରାପ୍ କାମ୍, କଃରାପ୍ ଇଚା, ମଃଦ୍ କାତାର୍, ରଃଙ୍ଗ୍ରଃସିଆ, ମାତୁଆଳି ଆର୍ କିଚ୍କିଚା ମୁର୍ତିହୁଜା କଃର୍ତି ରିଲାସ୍ । ଇ ରଃକମ୍ ଉତ୍ହାତ୍ ବାଟେ ତୁମିମଃନ୍ ସେମଃନାର୍ ସଃଙ୍ଗ୍ ଦଃବ୍ଳି ନଃଜାହାସ୍, ଇରି ସେମଃନ୍ କାବା ଅୟି ତୁମିମଃନାର୍ ବେସି ଲିନ୍ଦା କଃର୍ତି । ମଃତର୍ ଜୁୟି ଇସ୍ୱର୍ ଜିବନ୍ ରିଲା ଆର୍ ମଃଲାଲକ୍ମଃନାର୍ ବିଚାର୍ କଃରେଦ୍, ତାର୍ ଚଃମେ ସେମଃନ୍କେ ଇସାବ୍ ଦେଉଁକେ ହଃଳେଦ୍ । ବଃଲେକ୍ ଇତାର୍ ଗିନେ ହଃକା ମଃଲା ଲକାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ ଅୟ୍ଲି, ଜଃନ୍କଃରି ସେମଃନ୍ ମାନାୟ୍ମଃନାର୍ ହର୍ ଗଃଗାଳେ ବିଚାର୍ କଃରା ଅୟିଲେକ୍ ହେଁ, ଇସ୍ୱରାର୍ ହର୍ ଆତ୍ମାୟ୍ ଜିବନ୍ ଅଃଉତି ।
ମଃତର୍ ସଃବୁ ବିସୟାର୍ ସଃରାସଃରି ଦିନ୍ ଲଃଗେ ଅୟ୍ଲିବେ । ବଃଲେକ୍ ନିକ ବୁଦିର୍ ଅଃଉଆ ଆର୍ ପାର୍ତ୍ନା କଃରୁକେ ମଃନ୍ ତିର୍ କଃରି ଜଃଗ୍ରାତ୍ ରିଆ ।
ଅଃମିମଃନାର୍ ହାହ୍ ନାୟ୍ ଇରି ଜଦି କଃଉନ୍ଦ୍ ତଃନ୍ଅୟ୍ଲେକ୍ ଅଃହ୍ଣା ଅଃହ୍ଣାକ୍ ଜଃଟୁଲୁ । ଆରେକ୍ ଅଃମାର୍ ତଃୟ୍ ସଃତ୍ ନାୟ୍ । ଜଦି ଅଃମିମଃନ୍ ଇସ୍ୱରାର୍ ତଃୟ୍ ନିଜ୍ନିଜ୍କେ ହାହି ବଃଲି କଃଉନ୍ଦ୍ ତଃବେ ସେ ଅଃମାର୍ ହାହ୍ କେମା କଃରୁକେ ଆର୍ ସଃବୁ ଅଃଦଃର୍ମେ ହୁଣି ଅଃମିମଃନ୍କେ ନିର୍ମୁଳ୍ କଃରୁକେ ବିସ୍ୱାସାର୍ ଜୟ୍ଗ୍ ଆର୍ ନ୍ୟାୟ୍ବାନ୍ ।
ଜେ ନିଜାର୍ ଅଃଦଃର୍ମ୍ ଲୁକାୟିଦ୍, ସେ ଉହ୍କାର୍ ହାୟ୍ନଃକେରେ ; ମଃତର୍ ଜୁୟିଲକ୍ ସେରି ମାନିକଃରି ଚାଡେଦ୍ ସେ ସେ ଦଃୟାହାୟିଦ୍।
O corpo como templo
Nosso corpo é templo do Espírito Santo. Devemos honrar a Deus com o corpo, fugindo da embriaguez, da imoralidade e de toda impureza.
ତୁମିମଃନ୍କାର୍ ଗଃଗାଳ୍ ଜେ ଇସ୍ୱରାର୍ ତଃୟ୍ ହୁଣି ହାୟ୍ଲା ତୁମିମଃନ୍କାର୍ ବିତ୍ରେ ବାସାକଃର୍ତା ପବିତ୍ର ଆତ୍ମାର୍ ମନ୍ଦିର୍, ଇରି କାୟି ନଃଜାଣାସ୍ ? ଆର୍ ତୁମିମଃନ୍ ନିଜେ ନିଜାର୍ ନାୟ୍, ମଃତର୍ ଇସ୍ୱରାର୍ ।
ତଃବେ ସଃତ୍ ନଃକେର୍ତା ଲକ୍ ତ ଇସ୍ୱରାର୍ ରାଇଜେ ଅଃଦିକାରି ନଃଉତି, ଇରି କାୟି ତୁମିମଃନ୍ ନଃଜାଣାସ୍ ? ବୁଲ୍କି ନଃଜାହା, ଦାରିଆ କି ହୁଜେରି କି ଅଃଣ୍ଡ୍ରାଅଃଣ୍ଡ୍ରା ଟକିଟକି ଦାରି କଃର୍ତାର୍ କି ଟକି ହର୍ ଚାଲ୍ଚାଲ୍ତି କି ବେସୁଆ, କି ଚର୍ କି ଦଃନ୍ଲଃବି ମାତୁଆଳି କି ଲିନ୍ଦାକଃରୁ କି ବିନ୍ ଲକାର୍ ଆସ୍ତିମଃନ୍ ଚର୍, ଇମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉତି । ଆର୍ ତୁମିମଃନ୍କାର୍ ବିତ୍ରେ କୁୟି କୁୟି ଲକ୍ମଃନ୍ ଇରଃକମ୍ ରିଲାୟ୍; ମଃତର୍ ମାପୁର୍ ଜିସୁ କ୍ରିସ୍ଟର୍ ନାଉଁଏ ଆର୍ ଅଃମିମଃନାର୍ ଇସ୍ୱରାର୍ ଆତ୍ମା ତଃୟ୍ ତୁମିମଃନ୍କେ ଦଃଉଆ ଅୟିଆଚେ, ନିର୍ମୁଳ୍ କଃରା ଅୟି ଆଚାସ୍ ଆର୍ ଦଃର୍ମି ବଃଲି ଗଃଣା ଅୟି ଆଚାସ୍ ।
ମଃଦ୍ କାୟି ମାତା ନାୟ୍, ବଃଲେକ୍ ସେରି ତୁମାର୍ ସଃବୁ ନାସ୍ କଃରେଦ୍, ମଃତର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ଅଃଉଆ ।
ଅଙ୍ଗୁର୍ରଃସ୍ ଲିନ୍ଦାକଃରି, ମଃଦ୍ ମାଡ୍ଗଳ୍କାରି;ଜେହେଁ ସେରି କାୟି ବୁଲ୍କଃରେଦ୍, ସେ ଗିଆନି ନୟି।
ଆର୍ ଅଃବ୍କା ହାଣି ନଃକାୟ୍କଃରି ତର୍ ହେଟ୍ ରଗ୍ ଆର୍ ତର୍କେ ତର୍ ଗଃଗାଳାର୍ ବେମାର୍ ତଃୟ୍ହୁଣି ନିକ ଅଃଉଁକେ ଗୁଳିକ୍ ଗୁଳିକ୍ ଅଙ୍ଗୁର୍ ରଃସ୍ ସୁର୍ ।
ବଃଲେକ୍ ଗଃଗାଳାର୍ ଇଚା ଆକିର୍ ଇଚା ଆର୍ ଅଃମାର୍ ଜାୟ୍ ଦଃନ୍ ଆଚେ ସେତାର୍ ଗିନେ ଜଃଗତାର୍ ଗଃର୍ବ୍ କଃର୍ତାର୍, ଜଃଗତେ ରିଲା ଇ ସଃବୁ ବିସୟ୍ ଉବାର୍ ତଃୟ୍ ହୁଣି ନାୟ୍, ମଃତର୍ ସଃଙ୍ଗ୍ସାରେ ହୁଣି ଆସିଆଚେ ।
ଜାଗ୍ରତ୍ ଅୟି ଜାଗି ରିଆ । ତୁମିମଃନାର୍ ବିରଦି ସୟ୍ତାନ୍ ସିମାବାଗ୍ ହର୍ ଗଃର୍ଜାଣ୍ କଃରି କାକେ ମାଡିବଃସେଦ୍, ଇରି ଲଳି ବୁଲୁଲି ।
"ତୁମିମଃନ୍ ହୁର୍ତିବିର୍ ଲକ୍ମଃନାର୍ ଗିନେ ନଣ୍ ହର୍, ମଃତର୍ ନଣ୍ ଜଦି ତାର୍ ସୁଆଦ୍ ଆରାୟ୍ଦ୍, ତଃବେ ସେରି କଃନ୍କଃରି ହେଁ ନଣାର୍ ଗୁଣ୍ କଃରି ହାରି ନୟ୍ । ସେରି ଆର୍ କୁୟି କାମେ ହେଁ ନଃଲାଗେ, ସେରି ହଃଦାୟି ହଃବ୍ଳାୟ୍କଃରି ଲକ୍ମଃନ୍ ତାକ୍ ମାଡ୍ତା ଜୟ୍ଗ୍ ।"
ପରିକ୍ୟାୟ୍ ଅଃମିମଃନ୍କେ ଆଣ୍ନାୟ୍,
ମଃତର୍ ସୟ୍ତାନ୍ ଜେ ଦୁସ୍ଟ୍ ତାର୍ ତଃୟ୍ହୁଣି ଅଃମିକ୍ ରଃକ୍ୟା କଃର୍ ।
ଜଃନ୍ ରାଇଜ୍, ସଃକ୍ତି ଆର୍ ଜଃଜ୍ମାନ୍ ଜୁଗେ ଜୁଗେ ତର୍ ଅଃଉଅ, ଆମେନ୍ ।’"
ବଃଲେକ୍ ଦଃର୍ମ୍ସାସ୍ତରେ ଲେକା ଆଚେ,
"ମାପୁର୍ କଃଉଁଲା, ଅଃମି ଜିବନ୍ ମାପୁର୍, ତଃବାର୍ ଗିନେ,
ସଃବୁଲକ୍ ମର୍ ମୁଏଁ ମାଣ୍ଡିକୁଟା ଟେସ୍ତି,
ଆର୍ ମକ୍ ଇସ୍ୱର୍ ବଃଲି ସଃବୁ ଲକ୍ ମାନ୍ତି ।"
ତଃବେ ଅଃମିମଃନ୍ ସଃବୁ ଲକ୍ ଇସ୍ୱରାର୍ ଚଃମେ ନିଜାର୍ ନିଜାର୍ କାମାର୍ ଇସାବ୍ ଦେଉଁକ୍ ଅୟ୍ଦ୍ ।