26 ଏ ବାୟ୍ ଆର୍ ବେଣିମଃନ୍, ଇସ୍ୱର୍ କୁଦ୍ଲା ବଃଳ୍ ତୁମିମଃନ୍ କଃନ୍କାର୍ ରିଲାସ୍ ସେରି ଏତାୟ୍ ଦଃକା, ଜଃଗତାର୍ ଇସାବେ ବାବିଦଃକା ସଂସାରାର୍ କଃତା ହଃର୍କାରେ ତୁମିମଃନାର୍ ବିତ୍ରେ କଃତେକ୍ ଲକ୍ ଗିଆନି, ସଃକ୍ତିସାଳି ଆର୍ କଃତେକ୍ ଡାକେ ହୁଟି ରିଲାୟ୍ । 27 ମଃତର୍ ଜଃନ୍କଃରି କୁୟି ଜଃଗତ୍ ଇସ୍ୱରାର୍ ମୁଏଁ ଗର୍ବ୍ ନଃକେରେ, ଇତାକ୍ ମୁର୍କ୍ ବିସୟ୍ ବାଚି ଆଚେ ।
Publicidade
Publicidade