14 ମଃତର୍ ଜୁୟ୍ଲକାର୍ ତଃୟ୍ ଇସ୍ୱରାର୍ ଆତ୍ମା ନାୟ୍ ସେ ଜଃଗତାର୍ ମାନାୟ୍ ଇସ୍ୱରାର୍ ଆତ୍ମାର୍ କଃତାମଃନ୍ ମାନି ନଃକେରେ, କାୟିତାକ୍ବଃଲେକ୍ ସେ ସଃବୁ ତାର୍ତଃୟ୍ ମଲ୍ ନୟ୍ଲାର୍, ଆରେକ୍ ସେ ସଃବୁ ବୁଜୁ ନାହାରେ, ଜୁୟ୍ରି ସେସଃବୁ ଆତ୍ମାୟ୍ ହଃକା ବୁଜୁକ୍ ନଃଚ୍ତି । 15 ମଃତର୍ ଜାର୍ତଃୟ୍ ଇସ୍ୱରାର୍ ଆତ୍ମା ଆଚେ, ସେ ସଃବୁ କଃତାକ୍ ବିଚାର୍ କଃରେଦ୍, ମଃତର୍ ତାକେ କେହେଁ ତାର୍ ବୁଜୁକ୍ ନଃଚ୍ତି । 16 କାୟିତାକ୍ବଃଲେକ୍ ସାସ୍ତର୍ କଃଉଁଲି,
"କେଏ ମାପୁରାର୍ ମଃନ୍ ଜାଣି ଆଚେ ଜେ,
ସେ ତାକେ ସିକାଉଁ ହାରେ ?"
ମଃତର୍ ଅଃମିମଃନ୍ କ୍ରିସ୍ଟର୍ ମଃନ୍ ହାୟ୍ଁ ଆଚୁ ।