2 ଇସ୍ୱରାର୍ ଲକମଃନ୍ ଜଃଗତାର୍ ବିଚାର୍ କଃର୍ତି, ଇ କଃତା କାୟି ତୁମିମଃନ୍ ନଃଜାଣାସ୍ ? ଆର୍ ଜଃଗତ୍କେ ତୁମିମଃନ୍ ବିଚାର୍ କଃରାସ୍, ତଃବେ ତୁମିମଃନ୍ ସାନ୍ ସାନ୍ କଃତା ବିଚାର୍ କଃରୁକେ ଜୟ୍ଃଗ୍ ନାୟ୍କି ? 3 ଅଃମିମଃନ୍ ସଃର୍ଗ୍ ଦୁତ୍ମଃନାର୍ ବିଚାର୍ କଃରୁ ହାରୁନ୍ଦ୍, ତଃବେ ଜଃଗତାର୍ ଜିବ୍କା ବିସୟେ ବିଚାର୍ କଃରୁକେ କଃସ୍ଟ କି ? ଇରି କାୟି ତୁମିମଃନ୍ ନଃଜାଣାସ୍ ?
Publicidade
Publicidade