16 କାୟିତାକ୍ବଃଲେକ୍ ମାପୁର୍ ନିଜେ ଆଦେସ୍ ଦଃୟି ବଃଡ୍ ଦୁତାର୍ କଃଟ୍ ଆର୍ ଇସ୍ୱରାର୍ ତୁରିବାଜା ସଃଙ୍ଗ୍ ସଃର୍ଗେ ହୁଣି ଉତ୍ରି ଆସେଦ୍, ସେତାକ୍ ଜୁୟି ଲକ୍ମଃନ୍ କ୍ରିସ୍ଟକେ ବିସ୍ୱାସ୍ କଃରି ମଃରି ଆଚ୍ତି, ସେମଃନ୍ ଆଗ୍ତୁ ଉଟ୍ତି । 17 ହଃଚେ ଅଃମିମଃନ୍ ଜଃତେକ୍ ଲକ୍ ଜିବନ୍ ରଃୟ୍ ଉବ୍ରି ରେଉଁନ୍ଦ୍, ମାପୁରାର୍ ସଃଙ୍ଗ୍ ବେଟ୍ ଅଃଉଁକେ ଅଃମିମଃନ୍ ସେମଃନାର୍ ସଃଙ୍ଗ୍ ମଃଜି ଅଃଗାସେ ଜିସୁର୍ ବେଟ୍ ଅଃଉଁକେ ମେଗ୍ମାଳେ ଜଃଉନ୍ଦ୍; ଆର୍ ଇରଃକମ୍ ଅଃମିମଃନ୍ ସଃବୁବଃଳ୍ ମାପୁରାର୍ ସଃଙ୍ଗ୍ ରେଉଁନ୍ଦ୍ ।
Publicidade
Publicidade