4 ମଃତର୍ ଏ ବାୟ୍ବେଣିମଃନ୍, ତୁମିମଃନ୍ ଅଃନ୍ଦାରେ ବାସା ନଃକେରାସ୍, ତଃବେ ସେ ଦିନ୍ ତୁମିମଃନାର୍ ଲଃଗେ ଜଃଜ୍କ୍ଣେ ଚର୍ ଆୟ୍ଲା ହର୍ ଆସି ହଚେଦ୍ । 5 କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁଲକ୍ ଉଜାଳ୍ ଆର୍ ଦିନାର୍ ହିଲାମଃନ୍ । ଅଃମିମଃନ୍ ରାତି କି ଅଃନ୍ଦାରାର୍ ହିଲାମଃନ୍ ନୟ୍ । 6 ତଃବାର୍ଗିନେ ଆସା, ଅଃମିମଃନ୍ ବିନ୍ ଲକାର୍ ହର୍ ନିଦୟ୍ ନଃକେରି, ଜଃଗ୍ରାତ୍ ରଃୟ୍ ଚେତ୍ନା ରେଉଁଆଁ । 7 ତଃବେ ଜୁୟି ଲକ୍ମଃନ୍ ନିଦଉତି, ସେମଃନ୍ ରାତିୟା ନିଦଉତି, ଆର୍ ଜୁୟି ଲକ୍ମଃନ୍ ମଃଦ୍ କାୟି ମାତ୍ତି, ସେମଃନ୍ ରାତିୟା ମଃଦ୍ କାୟି ମାତ୍ତି । 8 ୫:୮ ଏପି ୬:୧୩-୧୭.ମଃତର୍ ଆସା, ଅଃମିମଃନ୍ ଦିନାର୍ ହିଲାମଃନ୍, ତଃବାର୍ଗିନେ ବିସ୍ୱାସ୍ ଆର୍ ଲାଡାର୍ ବୁକ୍ହାଟା ହିନ୍ଦୁଆଁ, ଆର୍ ହାହେ ହୁଣି ମୁକ୍ତି ହାଉତା ବଃର୍ସାର୍ ଟହ୍ରି ମୁଣ୍ଡେ ହିନ୍ଦି ଚେତ୍ନା ରେଉଁଆ । 9 କାୟିତାକ୍ବଃଲେକ୍ ଇସ୍ୱର୍ ଅଃମିମଃନ୍କେ ତାର୍ କହାର୍ ଲକ୍ ଅଃଉଁକେ ନଃବାଚି, ଅଃମିମଃନ୍ ଅଃମାର୍ ମାପୁର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାହେହୁଣି ମୁକ୍ଳୁକ୍ ବାଚି ଆଚେ ।
Publicidade