24 ମୁୟ୍ଁ ଜିଉଦିମ୍ନାର୍ ତଃୟ୍ହୁଣି ହାଁଚ୍ ତର୍ ଏକ୍ ଉଣା ଦୁୟ୍କଳି ଚାବୁକ୍ ମାଡ୍ କାୟ୍ଆଚି । 25 ୧୧:୨୫ ପେରି ୧୬:୨୨; ପେରି ୧୪:୧୯.ରମିଅ ମଃନାର୍ ତଃୟ୍ ହୁଣି ତିନି ତର୍ ବେତ୍ଡାଙ୍ଗ୍ ସଃଙ୍ଗ୍ ମାଡ୍ କାୟ୍ଆଚି, ତରେକ୍ ଟେଳା ସଃଙ୍ଗ୍ ମାଡ୍ କାୟ୍ଆଚି, ତିନିତର୍ ଜାଜ୍ ବାଙ୍ଗାୟ୍ଲାକ୍ ସଃମ୍ବାଳି ଆଚି, ଡେଙ୍ଗ୍ ଜାଣାୟି ଗଟ୍ ଦିନ୍ ଗଟ୍ ରାତି କାଟି ଆଚି, 26 ୧୧:୨୬ ପେରି ୯:୨୩; ପେରି ୧୪:୫.ଗାଦେକ୍ ତର୍ ଜାତାଆସ୍ତାର୍ କଃର୍ତା ତଃୟ୍, ହୁର୍ହାଣି ବିପ୍ତି ତଃୟ୍, କଃଙ୍ଗାର୍ମଃନାର୍ ବିପ୍ତି ତଃୟ୍, ଜିଉଦି ଜାତିର୍ ଆର୍, ଜେ ଅଜିଉଦି ସେମଃନାର୍ ଆତେହୁଣି, ଗଃଳାର୍ ବିପ୍ତି ତଃୟ୍, ବଃନାର୍ ବିପ୍ତି ତଃୟ୍, ସଃମ୍ନ୍ଦାର୍ ବିପ୍ତି ତଃୟ୍, 27 ବଃମ୍ଳାଉତା ବାୟ୍ମଃନାର୍ ବିପ୍ତି ତଃୟ୍, କଃବାଳ୍ ଆର୍ କଃସ୍ଟ ବୟଃଗ୍ କଃର୍ତା ତଃୟ୍, ଗାଦେକ୍ ତର୍ ନଃସଃଉତେ ରାତି କଃଟ୍ତା ତଃୟ୍, ବୁକ୍ ଆର୍ ସସେ, ଗାଦେକ୍ ତର୍ ଉହାସ୍ ତଃୟ୍, ସିତ୍ ଆର୍ ନଃଗ୍ଳା ତଃୟ୍ ।
Publicidade