10 କାୟିତାକ୍ବଃଲେକ୍ ଇସ୍ୱରାର୍ ଇଚା ହଃର୍କାରେ ଜୁୟି ଦୁକ୍, ସେରି ମୁକ୍ଳାଉତା ଗିନେ ଇବାନ୍ୟା ମଃନ୍ ବାଦ୍ଲାଉତାର୍ ଆଣେଦ୍, ଜୁୟ୍ତାର୍ ଗିନେ ମଃନ୍ ଦୁକ୍ନାୟ୍; ମଃତର୍ ଜଃଗତାର୍ ଦୁକ୍ ମଃର୍ନ୍ ଆଣେଦ୍ । 11 ଦଃକା ଜୁୟ୍ତାର୍ ଗିନେ, ଇସ୍ୱରାର୍ ଇଚା ହଃର୍କାରେ ତୁମିମଃନ୍ ଇ ଦୁକ୍ ହାୟ୍ଲାସ୍, ସେରି ତୁମିମଃନାର୍ ତଃୟ୍ କଃତେକ୍ ସଃର୍ଦାର୍ କଃତା, କଃତେକ୍ ବିରୁଦେ କୟ୍ ବାଙ୍ଗାଉତାର୍, କଃତେକ୍ ରିସାକଃତା, କଃତେକ୍ ଡିର୍, କଃତେକ୍ ଇଚା, କଃତେକ୍ ଉଦ୍ଜଗି, କଃତେକ୍ ବାଦୁଲ୍ତାର୍ ଆଣିଆଚେ । ଇ ବିସୟେ ତୁମିମଃନ୍ ହୁରାହୁରି ନିର୍ଦସି ବଃଲି ଟିକ୍ ହଃର୍ମାଣ୍ ଦଃୟି ଆଚାସ୍ ।
Publicidade
Publicidade