12 ଇତାର୍ ଗିନେ ହେଁ ମୁୟ୍ଁ ଇ ସଃବୁ ଦୁକ୍ ବୟ୍ଗ କଃରୁଲେ; ଅୟିଲେକ୍ ହେଁ ଲାଜ୍ ନଃକେରି, କାୟିତାକ୍ବଃଲେକ୍ ଜାର୍ତଃୟ୍ ମୁୟ୍ଁ ବିସ୍ୱାସ କଃରିଆଚି, ତାକେ ମୁୟ୍ଁ ଜାଣି, ଆର୍ ମୁୟ୍ଁ ତାର୍ ଆତେ ଜାୟ୍ରି ସଃହ୍ରିଆଚି, ସେରି ବଃଡ୍ ବିଚାର୍ ଦିନ୍ ହଃତେକ୍ ଦଃରିରେଉଁକ୍ ତାର୍ ସଃକ୍ତି ଆଚେ, ଇରି ମୁୟ୍ଁ ସଃତ୍କଃରି ବିସ୍ୱାସ୍ କଃରୁଲେ ।
Publicidade
Publicidade