9 ସେ ଅଃମିମଃନ୍କେ ମୁକ୍ଳାୟ୍ ଆଚେ, ଆର୍ ନିର୍ମୁଳ୍ କୁଦାଣେ କୁଦି ଆଚେ, ଅଃମିମଃନାର୍ କାମ୍ କଃଲା ହଃର୍କାରେ ସେ ନଃକେରେ, ମଃତର୍ ତାର୍ ସଃୟ୍ତ୍ ଆର୍ ଦଃୟା ହଃର୍କାରେ କଃରିଆଚେ । ସେ ଦଃୟା ଜୁଗ୍ ଆରୁମାର୍ ହୁର୍ବେ ହୁଣି ଜିସୁ କ୍ରିସ୍ଟର୍ ତଃୟ୍ ଅଃମିମଃନ୍କେ ଦିଆ ଅୟ୍ରିଲି ।
Publicidade
Publicidade