9 ସେ ଇ ସଃବୁ କଃତା କୟ୍ଲା ହଃଚେ, ସେମଃନ୍ ଦଃକୁଦଃକୁ କଃଣ୍ଡେକ୍ ମେଗ୍ ଆସି ଜିସୁକେ ଉହ୍ରେ ନଃୟ୍ଗଃଲି ଆର୍ ସେମଃନ୍ ତାକେ ଦଃକୁ ନାହାର୍ଲାୟ୍ ।
10 ଜିସୁ ଜଃଉଁଜଃଉଁ ଚେଲାମଃନ୍ ଅଃଗାସ୍କେ ଦଃକୁଲାୟ୍, ଅଃନ୍କା ବେଳାୟ୍ ଦବ୍ ବଃସ୍ତର୍ ହିନ୍ଦ୍ଲା ଦୁୟ୍ ଲକ୍ ସେମଃନାର୍ ଚଃମେ ଆୟ୍ଲାୟ୍ । 11 ଆରେକ୍ ସେମଃନ୍ କୟ୍ଲାୟ୍, "ଏ ଗାଲିଲିର୍ ଲକ୍ କାୟିତାକ୍ ତୁମିମଃନ୍ ଅଃଗାସ୍କେ ଦଃକି ଟିଆ ଅୟି ଆଚାସ୍ ? ଇ ଜୁୟି ଜିସୁ ତୁମାର୍ ଚଃମେ ହୁଣି ସଃର୍ଗେ ନିଆ ଅୟ୍ଲା ତାକେ ତୁମିମଃନ୍ ଜୁୟି ରଃକମ୍ ସଃର୍ଗେ ଜାତାର୍ ଦଃକ୍ଲାସ୍, ସେ ସେରଃକମ୍ ସଃର୍ଗେହୁଣି ବାଉଳି ଆସେଦ୍ ।"