ମାକିଦନିଆ ଆର୍ ଆକାୟାକେ ପାଉଲ୍ ଜାତାର୍
1 ସେ ଗଃଣ୍ଡ୍ଗଳ୍ ସଃର୍ଲା ହଃଚେ, ପାଉଲ୍ ଚେଲାମଃନ୍କେ କୁଦି ସେମଃନ୍କେ ବଃର୍ସା ଦିଲା ଆର୍ ସେମଃନାର୍ ତଃୟ୍ହୁଣି ମେଲାଣି ମାଗି ମାକିଦନିଆକେ ଜଃଉଁକେ ବାରାୟ୍ଲା ।