2 ମର୍ ମଃନ୍ ଇରି, ଜଃନ୍କଃରି ତୁମିମଃନ୍ ସଃର୍ଦା ଅଃଉଆସ୍ ଏକ୍ ଆରେକ୍ ଲାଡେ ବାନ୍ଦି ଅଃଉଆସ୍ ଆର୍ ସଃତ୍ ଗିଆନ୍ ଲାବ୍ କଃରି ମୁଳ୍ ବଃର୍ସା ହର୍ ଦଃନ୍ ହାୟ୍ଁ ହୁର୍ନ୍ ଅଃଦିକାରି ଅଃଉଆସ୍ ଇରି ମର୍ ମଃନ୍ । ଇତାର୍ ଗିନେ ତୁମିମଃନ୍ ସଃବୁଲକ୍ ଜାଣାସ୍ ଜେ କ୍ରିସ୍ଟ ହଃକା ଇସ୍ୱରାର୍ ସେ ଗୁପ୍ତ କଃତା । 3 କ୍ରିସ୍ଟ ଅଃଉଁଲା ସେ କୁଚିକାଡା ଜୁୟ୍ରି ଇସ୍ୱରାର୍ ବୁଦି ଆର୍ ଗିଆନ୍ ହର୍ ସଃବୁ ଲୁକାୟ୍ ରିଲା ଦଃନାର୍ କାହାଟ୍ ଉଗାଳେଦ୍ ।
Publicidade