26 କାୟିତାକ୍ବଃଲେକ୍ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍ ତଃୟ୍ ବିସ୍ୱାସ୍ ତଃୟ୍ ଇସ୍ୱରାର୍ ହୟିସି ଜିସି ଅୟି ଆଚାସ୍ । 27 ଜଃବେ ତୁମିମଃନ୍ ଜଃତେକ୍ ଲକ୍ କ୍ରିସ୍ଟର୍ ଗିନେ ବାପ୍ତିସମ୍ ହାୟ୍ଁ ଆଚାସ୍, ତୁମିମଃନ୍ ସଃବୁ କ୍ରିସ୍ଟକେ ବଃସ୍ତର୍ ହର୍ ହୁଙ୍ଗ୍ରି ଆଚାସ୍ ।
Publicidade
Publicidade