28 ଜିଉଦି କି ଗ୍ରିସ୍ ଗତିଦଃଙ୍ଗ୍ଳା କି ମୁକୁଳ୍ଲାର୍ ଅଃଣ୍ଡ୍ରା କି ମାଇଜି, ତୁମିମଃନ୍କାର୍ ବିତ୍ରେ କାୟିହେଁ ବିନ୍ ନାୟ୍, କାୟିତାକ୍ବଃଲେକ୍ କ୍ରିସ୍ଟ ଜିସୁର୍ ତଃୟ୍ ତୁମିମଃନ୍ ଗଟେକ୍ । 29 ଆର୍ ଜଦି ତୁମିମଃନ୍ କ୍ରିସ୍ଟର୍, ତଃବେ ତୁମିମଃନ୍ ତ ଅବ୍ରାହାମାର୍ ବଃଉଁସ୍, ଇସ୍ୱରାର୍ ସଃୟ୍ତ୍ ହଃର୍କାରେ ଅଃଦିକାରାର୍ ଜୟ୍ଗ୍ ।
Publicidade
Publicidade