4 ମଃତର୍ ବେଳା ହୁର୍ଲାକେ ଇସ୍ୱର୍ ଅଃହ୍ଣାର୍ ତଃୟ୍ ହୁଣି ତାର୍ ନିଜାର୍ ହୟ୍ସିକ୍ ହଃଟାୟ୍ଲା, ସେ ମାୟ୍ଜି ହୁଣି ଜଃଲମ୍ ଅୟି ମସାର୍ ବିଦିର୍ ତଃଳେ ଅୟ୍ଲା । 5 ୪:୫ ରମି ୮:୧୫-୧୭.ଜଃନ୍କଃରି ସେ ମଲ୍ ଦଃୟି ମସାର୍ ବିଦି ତଃଳାର୍ ଲକ୍ମଃନ୍କେ ମୁକ୍ଳାୟ୍ଦ୍, ଆରେକ୍ ଅଃମିମଃନ୍ ହୟ୍ସିର୍ ଅଃଦିକାର୍ ହାଉନ୍ଦ୍ ।
6 ଆର୍ ତୁମିମଃନ୍ ହୟିସି ଜିସି, ଇତାର୍ ଗିନେ ଇସ୍ୱର୍ ଅଃହ୍ଣାର୍ ଚଃମେ ହୁଣି ନିଜାର୍ ହୟ୍ସିର୍ ଆତ୍ମାକେ ଅଃମିମଃନାର୍ ମଃନେ ହଃଟାୟ୍ଲା, ସେ ପବିତ୍ର ଆତ୍ମା ମିସି ଉବା ମର୍ ଉବା ବଃଲି କୁଦ୍ତି ।