19 ଗଃଗାଳାର୍ କାମ୍ ସଃବୁତ ନିକକଃରି ଜାଣାସ୍ ଦାରି, ବିଟାଳ୍, 20 ମୁର୍ତିହୁଜା, ଗୁଣ୍ୟାକାମ୍, ବିରଦ୍, ଡାରା, ରିସା, ଲାଗାଲାଗି, ଅଃକାର୍, ଗିଣ୍, ରିସା, ଅଃହାତାଣ୍, ଦଃଳ୍ବାଗ୍, 21 ଡାରା, ମାତ୍ଉଆଳି, ରଃଙ୍ଗ୍ ରଃସିଆ, ଅଃନ୍କାର୍ କାମ୍ମଃନ୍ ମୁୟ୍ଁ ହୁର୍ବେ ଜଃନ୍କଃରି ତୁମିମଃନ୍କେ କୟ୍ରିଲେ, ଅଃବେ ହେଁ କଃଉଁଲେ, ଜୁୟି ଲକ୍ମଃନ୍ ଇ ସଃବୁ ହଃର୍କାର୍ କାମ୍ କଃର୍ତି, ସେମଃନ୍ ଇସ୍ୱରାର୍ ରାଇଜାର୍ ଅଃଦିକାରି ନଃଉଁତି ।
Publicidade
Publicidade